Yearly Archives

2023

ବାଞ୍ଜିପାଲି ନୂଆପଡ଼ାର ପ୍ରହରୀ ମଣ୍ଡପର କୁମ୍ଭ ଭରଣ କାର୍ଯ୍ୟକ୍ରମ

ତୁରେକେଲା, (କୈଲାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତୁରେକେଲା ବ୍ଲକ କୁଇବାହାଲ ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିପାଲି ନୂଆପଡାରେ ପ୍ରହରୀ ମଣ୍ଡପର କୁମ୍ଭ ଭରଣ କାର୍ଯ୍ୟକ୍ରମରେ ଶ୍ରୀମତୀ ନିରୁପମା ମାଝୀ ପୂର୍ବତନ ଜିଲ୍ଲା ପରିଷଦ ଏବଂ ବର୍ତମାନ ସ୍ୱତନ୍ତ୍ର
Read More...

ସତ୍ୟବାଦୀ ସ୍ଵାଇଁ ଥିଲେ ସର୍ବ ଜନପ୍ରିୟ ଜନନେତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ନିମାପଡ଼ା କେନ୍ଦ୍ରୀୟ ସମବାୟ ଓ ଜିଲ୍ଲା ଭୁବନ୍ଧକ ବ୍ୟାଙ୍କର ନିର୍ଦ୍ଦେଶକ ତଥା ଡେଲାଙ୍ଗ ପଞ୍ଚାୟତ ସମିତିର ଅଶୀ ଦଶକର ପ୍ରାକ୍ତନ ଅଧ୍ୟକ୍ଷ ସତ୍ୟବାଦୀ ସ୍ଵାଇଁ ଜଣେ ସତ୍ୟ ଧର୍ମନିଷ୍ଠ, ସର୍ବଗୁଣ ସମ୍ପନ୍ନ, ସ୍ପଷ୍ଟବାଦୀ, ସଚ୍ଚୋଟ ରାଜନେତା ଭାବେ
Read More...

ମୁରିବାହାଲ ଡିଗ୍ରୀ କଲେଜରେ ‘ଚିନ୍ତାମୁକ୍ତ ଜୀବନ’ ବିଷୟ ନେଇ ଆଲୋଚନାଚକ୍ର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଓ ପଞ୍ଚାୟତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଉଦ୍ୟମରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାର ବିଷୟ "ଚିନ୍ତା ମୁକ୍ତ ଜୀବନ" ଥିଲା । ସଭାର ଆବାହକ ପଶ୍ଚିମ ଓଡ଼ିଶା ବିକାଶ
Read More...

ଲଭ୍, ସେକ୍ସ୍ ଓ ଧୋକ୍କା ଘଟଣା : ସାଲେଭଟାରେ ଯୁବତୀଙ୍କୁ ପ୍ରେମ ପ୍ରତାରଣା, ଯୁବକ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଟୁପାଉଡାର ପଞ୍ଚାୟତ ସାଲେଭଟା ଗ୍ରାମର ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ପ୍ରଥମେ ପ୍ରେମ ଓ ପରେ ପ୍ରତାରଣା କରିବା ଅଭିଯୋଗରେ ଗ୍ରାମର ପବିତ୍ର ହାତୀ ନାମକ ଜଣେ ଯୁବକଙ୍କୁ ପୁଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ
Read More...

୧୦୧ଝଣ୍ଡା ଧରି ବରଗଡ଼ରୁ ଭଟଲି ଯାତ୍ରା କଲେ ଶ୍ୟାମ ଭକ୍ତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ଠାରେ ରହିଥିବା ବାବା ଶ୍ୟାମ ମନ୍ଦିର ଯାହା ରାଜସ୍ଥାନର ଖାଟୁ ଠାରେ ଅବସ୍ଥିତ ଖାଟୁ ନରେଶଙ୍କ ପରେ ପରେ ଭାରତରେ ସର୍ବ ବୃହତ ଶ୍ୟାମ ମନ୍ଦିର ଭାବରେ ଜଣାଶୁଣା ଅଟେ । ପ୍ରତ୍ୟକ ବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ବାବା
Read More...

ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ପେରୁଆମାଲ ଗ୍ରାମବାସୀ : ପ୍ରଶାସନ ଶୁଣିଲାନି, ଗାଁକୁ ରାସ୍ତା ତିଆରି କଲେ ଗ୍ରାମର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଂଚାୟତର ଜଙ୍ଗଲ ଭିତରେ ଥିବା ପେରୁଆମାଲ ଅଣରାଜସ୍ଵ ଗ୍ରାମ ସ୍ଵାଧୀନତାର ଦୀର୍ଘ ବର୍ଷ ପରେ ବି ସାମାନ୍ୟ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି । ଏହି ଗ୍ରାମରେ ଦୀର୍ଘ ୮୦ବର୍ଷରୁ ଉର୍ଦ୍ଧ
Read More...

ବାଲି ଚୋରା ଚାଲାଣ ବେଳେ ଏଆର୍‌ଏସ୍‌ଏସ କମ୍ପାନୀର ୫ ଗାଡି ଜବତ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇଁ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀ ଶଯ୍ୟାର ନରେନ୍ଦ୍ର ବ୍ରିଜ ତଳୁ ବିଳମ୍ବିତ ରାତ୍ରିରେ ବାଲି ଚୋରା ଚାଲାଣ କରୁଥିବା ବେଳେ ଏଆର୍‌ଏସ୍‌ଏସ୍ କମ୍ପାନୀର ୫ଟି ଗାଡି ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବ୍ରାହ୍ମଣୀ ନଦୀ ଶଯ୍ୟାର ନରେନ୍ଦ୍ର
Read More...

ଋଷିକୂଲ୍ୟାଘାଟ ବାଲି ରେମ୍ଫରୁ ବାଲି ଉତ୍ତୋଳନ କରିବା ସୁବିଧା ସ୍ୱାଭାବିକ କରିବା ନେଇ ଜିଲ୍ଲାପାଳଙ୍କ ଠାରେ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଋଷିକୂଲ୍ୟା ଘାଟ ବାଲି ରେମ୍ଫରୁ ବାଲି ଉତ୍ତୋଳନ ହୋଇ ପାରୁନଥିବା ହେତୁ ଗଞ୍ଜାମଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଗାଡ଼ି ମାଲିକ ସଂଘ । ଗଞ୍ଜାମଜିଲ୍ଲାର ପାଲୁରୁ, ବେଗୁନିଆପଡ଼ା, କୋଦଳା ଓ ଖଲ୍ଲିକୋଟ ଅଞ୍ଚଳର ବାଲି ବ୍ୟବସାୟ କରୁଥିବା ଟ୍ରକ
Read More...

ଜାତୀୟ ସବ୍‌ଜୁନିଅର ବ୍ୟାଡ୍‌ମିଣ୍ଟନ ଚମ୍ପିଆନସିିପ୍‌ ଉଦ୍‌ଯାପିତ

ଏକକ ବାଳିକାରେ ଓଡ଼ିଶାର ତାନ୍‌ଭି, ବାଳକରେ ପୁଷ୍କରଯୁଗଳ ବାଳିକାରେ ତେଜସ୍ୱିନୀ-ସାଇନା, ବାଳକରେ ଜୟବର୍ଦ୍ଧନ ଓ ହେମନ୍ତ ଯୋଡ଼ ଚମ୍ପିଆନବେଡ଼ ମିଣ୍ଟନ ଖେଳର ବିକାଶ ପାଇଁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି : କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ବଲାଙ୍ଗିର, (ଦେବାଶିଷ ମିଶ୍ର) :
Read More...

ରାଜ୍ୟସଭା ସାଂସଦଙ୍କ ଦ୍ଵାରା ଖପ୍ରାଖୋଲରେ ବିଜୁ କନ୍ୟା ରତ୍ନ ଯୋଜନାର ଶୁଭାରମ୍ଭ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ କାର୍ଯ୍ୟାଳୟ ସ୍ଥିତ ସଭା ଗୃହଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ତରଫରୁ ବିଜୁ କନ୍ୟା ରତ୍ନ ଯୋଜନାର ଶୁଭାରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦାନ
Read More...