Yearly Archives

2023

ଏକତା ଓ ଜେପି ହସପିଟାଲ ତରଫରୁ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତା ମହିଳା ଗୃପ ଓ ଜେପି ହସପିଟାଲ୍‌ର ମିଳିତ ଆନୁକୂଲ୍ୟରେ ଏନ୍‌ଆଇଟି ବ୍ୟାକପୋଷ୍ଟଠାରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏକତା ଗୃପର ସଭାପତି ବସୁମତି ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ
Read More...

ଟ୍ରାଫିକ ବିଭାଗ କୋ-ଅପରେଟିଭରେ ଅନିୟମିତା ଅଭିଯୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଆରଏସ୍‌ପି ଟ୍ରାଫିକ ବିଭାଗ କୋ-ଅପରେଟିଭରେ ନିର୍ବାଚନ ସହ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହେବା ପରେ ପାନପୋଷ ସ୍ଥିତ ସହକାରୀ ସମବାୟ ନିବନ୍ଧକଙ୍କ ତରଫରୁ ତଦନ୍ତ ଆରମ୍ଭ କରାଯାଇଛି । ଏନେଇ ସୋସାଇଟିର ସଭାପତି ସୋମନାଥ କରଙ୍କୁ ନୋଟିସ୍ କରାଯାଇଥିଲେ ମଧ୍ୟ ସେ
Read More...

ମହର୍ଷି ଦୟାନନ୍ଦ କ୍ଲବ୍‌ର ୭୭ତମ ବାର୍ଷିକ ଯଜ୍ଞ ଓ ସତସଙ୍ଗ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବରିହାପାଲି ଗ୍ରାମର ପଙ୍କେଲପଡ଼ାଠାରେ ମହର୍ଷି ଦୟାନନ୍ଦ କ୍ଲବ୍‌ର ୭୭ତମ ବାର୍ଷିକ ଯଜ୍ଞ ଓ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ୨୨ ତାରିଖ ରବିବାର ଦିନ ଯଜ୍ଞ ଆରମ୍ଭ ହୋଇଥିବା ବେଳେ ୨୪ ତାରିଖ ଦିନ ପୂର୍ଣ୍ଣାହୂତି ପଡ଼ିଥିଲା । ଏହି
Read More...

ସୋହେଲାର ମରେକେଲ ଗ୍ରାମଠାରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ସୋହେଲା ବ୍ଲକରେ ଇତି ମଧ୍ୟରେ ପ୍ରଥମ ବର୍ଷ ପାଇଁ ପ୍ରଥମ କରି ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଆତ୍ମା ବରଗଡ, ଓଡିଶା ମିଲେଟ୍ସ୍ ମିଶନ ୱାସନ୍‌ର ମିଳିତ ସହାୟତା ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି
Read More...

ଆଜିଠୁ ଗଡ଼ିବ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍

ନୂଆଦିଲ୍ଲୀ : ଆଜିଠୁ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍‌ର ଶୁଭାରମ୍ଭ ହେବ । ଆଇଆରଟିସି ପକ୍ଷରୁ ମିଳିଛି ସୂଚନା । ଏହି ଟ୍ରେନ୍‌ର ଶୁଭାରମ୍ଭ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କରିବେ । ୮ ଦିନର ଯାତ୍ରାରେ ୪ ରାଜ୍ୟର ପ୍ରସିଦ୍ଧ ତୀର୍ଥ ସ୍ଥାନ ଦେଇ ଏହି ଟ୍ରେନ୍‌ ଯାତ୍ରା କରିବ । ୮
Read More...

ଓସ୍‌ଡମାକୁ ଜାତୀୟ ପୁରସ୍କାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସ୍‌ଡମା)କୁ ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରସ୍କାର ପାଇଁ ଚୟନ କରାଯାଇଛି । ଏହି ଅବସରରେ ଆୟୋଜିତ ଏକ ପ୍ରେସ୍‌ କନ୍‌ଫରେନ୍ଦରେ
Read More...

ଟାଉନ ଥାନାରେ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଆଦିବାସୀ ନେତା ଥାନାରେ ଅଟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଉନ ଥାନାରେ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଆଦିବାସୀ ନେତା ଗିରିରାଜ ଭୋଇ ଥାନାରେ ଅଟକ ଥିବା ଜଣାପଡିଛି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ପାଟଣାଗଡର ଜଣେ ଯୁବତୀ ଗିରିରାଜ ଭୋଇଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ
Read More...

ପୋଲିସ ମେଡାଲରେ ସମ୍ମାନିତ ହେବେ ୯୦୧ ଜଣ : ଓଡ଼ିଶାରୁ ୨ ଜଣ ପାଇବେ ରାଷ୍ଟ୍ରପତି ପୋଲିସ ମେଡାଲ

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ଅବସରରେ ପୋଲିସ ମେଡାଲରେ ସମ୍ମାନିତ ହେବେ ୯୦୧ ପୋଲିସ କର୍ମୀ । ସାହସିକତା ପୁରସ୍କାର ପାଇବେ ୧୪୦ ଜଣ ପୋଲିସ କର୍ମଚାରୀ । ସେହିପରି ଉଲ୍ଲେଖନୀୟ ସେବା ପାଇଁ ୯୩ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ମେଡାଲ । ସମ୍ମାନଜନକ ସେବା ପାଇଁ ସମ୍ମାନିତ ହେବେ ୬୬୮ ପୋଲିସ
Read More...

ରାଜ୍ୟସ୍ତରୀୟ କବିତା ସମ୍ମାନରେ ସମ୍ମାନିତ ହେଲେ କବୟିତ୍ରୀ ସୁଶ୍ରୀ ସୁଜାତା ନାଏକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ ଆନୁକୂଲ୍ୟରେ ଅନୁଷ୍ଠିତ ୪୬ତମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହରେ ଯୋଗ ଦେଇ ବଲାଙ୍ଗିର ଜିଲ୍ଲା ସରଗାଡ ଗ୍ରାମର କବୟିତ୍ରୀ ସୁଶ୍ରୀ ସୁଜାତା ନାଏକ ‘ରାଜ୍ୟସ୍ତରୀୟ କବିତା ସମ୍ମାନ’୨୦୨୩ରେ ସମ୍ମାନିତ ହୋଇ ଅଞ୍ଚଳ
Read More...

କପିଲାଭଟାରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପନ ପାଇଁ ଜମି ଚିହ୍ନଟ କଲେ ତହସିଲଦାର

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ନୂତନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟଳେୟ ପାଇଁ ଜମି ଚିହ୍ନଟ କରିଛନ୍ତି ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ । କପିଲାଭଟାରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପନ କରିବା ପାଇଁ
Read More...