Yearly Archives

2023

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ଶହୀଦ ଦିବସ ପାଳିତ

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ଠାରେ ଶହୀଦ ଦିବସ ପାଳନ ହୋଇଯାଇଛି । ଜିଲ୍ଲା ନିଜାରତ ଅଫିସର ରାମା ଭିରାମ ଶତପଥୀଙ୍କ ଅଧ୍ୟକ୍ଷତାରେ ରାଜସ୍ଵ ଅଧିକାରୀ ଉର୍ମିପ୍ରଭା ମହାରଣା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଦୁରୀ ଅରବିନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ । ବାପୁଜୀ ମାହାତ୍ମା
Read More...

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦୁଃଖ ପ୍ରକାଶ କରି ଟ୍ୱିଟ କରିଛନ୍ତି । ସେ କହିଛନ୍ତି, 'ଗୁଳିମାଡ ପରେ ହସ୍ପିଟାଲରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ସହ ଯେଉଁ ଭଳି
Read More...

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ଜଣାଇଛନ୍ତି ସମବେଦନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ୍‌ କରି ଗଭୀର ଶୋକ ପ୍ରକାଶ କରି ଲେଖିଛନ୍ତି ଓଡ଼ିଶା ସରକାରଙ୍କ
Read More...

ନବ ଦାସଙ୍କ ବିୟୋଗରେ ଅଶୃଳ ଶ୍ରଦ୍ଧାଞ୍ଜଳି ଜଣାଇଲେ କଣ୍ଟାବାଞ୍ଜି ବିଧାୟକ ସାଲୁଜା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ନବ ଦାସଙ୍କ ବିୟୋଗରେ ଅଶୃଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କଣ୍ଟାବାଞ୍ଜି ବିଧାୟକ ସଂନ୍ତୋଷ ସିଂ ସାଲୁଜା । ମନ୍ତ୍ରୀ ନବ କିଶୋର ଦାସ ପଶ୍ଚିମ ଓଡିଶାର ଜଣେ ବଳିଷ୍ଠ ଜନ ପ୍ରତିନିଧି ଭାବରେ ସାରା ଓଡିଶାରେ ସୁନାମ ଅର୍ଜନ କରିଥିଲେ । ତାଙ୍କ ଏଭଳି ଅମାନବୀୟ
Read More...

ବିଜ୍ଞାନ ସାହିତ୍ୟ ପରିଷଦର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜ୍ଞାନ ସାହିତ୍ୟ ପରିଷଦର ଏକ କାର୍ଯ୍ୟକାରିଣୀ ବୈଠକ ସଭାପତି ଡ. ଅଭିମନ୍ୟୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ରୁଗୁଡିପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ରାଜେନ୍ଦ୍ର କୁମାର ଶର୍ମା ବିଗତ ବୈଠକର ବିବରଣୀ ପାଠ କରିଥିଲେ । ଆଗାମୀ ଦିନରେ ନୂତନ ଯୁବ ପିଢିଙ୍କୁ
Read More...

ଆକାଶଦୀପ’ ସମ୍ମାନରେ ସମ୍ମାନିତ ହେବେ ପ୍ରତିଭା ରାୟ

ନୂଆଦିଲ୍ଲୀ : ଅମର ଉଜାଲା ପକ୍ଷରୁ ନୂଆଦିଲ୍ଲୀରେ ଆଜି ଶବ୍ଦ ସମ୍ମାନ ଅନୁଷ୍ଠିତ ହେବ । ସର୍ବୋଚ୍ଚ ଶବ୍ଦ ସମ୍ମାନ ‘ଆକାଶଦୀପ’ ହିନ୍ଦୀ ଭାଷାର ପ୍ରଖ୍ୟାତ କଥାକାର ଦିବଂଗତ ଶେଖର ଯୋଶୀ ଓ ବିଖ୍ୟାତ ଓଡିଆ ଲେଖିକା ପ୍ରତିଭା ରାୟଙ୍କୁ ପ୍ରଦାନ କରାଯିବ । ପୁନମ ୱାସମ, ସୁଧୀର ଚନ୍ଦ୍ର, ଚନ୍ଦନ
Read More...

ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ଵର : ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପାର୍ଥବ ଶରୀରକୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସଙ୍କ ସରକାରୀ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ଶେଷ ଦର୍ଶନ କରିଛନ୍ତି । ଏହା
Read More...

ଡିଭାଇଡରରେ ପିଟିହୋଇ ଜଳିଗଲା ବସ୍ : ୬ ଆହତ, ଡ୍ରାଇଭର ଓ ହେଲପର୍ ଫେରାର୍

ନୟାଗଡ଼ : ଖୋର୍ଦ୍ଧା- ବଲାଙ୍ଗିର ଜାତୀୟ ରାଜପଥର ବାଣିଗୋଛା ଥାନା ଫାଲପାଜୁ ନିକଟରେ ରାସ୍ତାକଡ଼ରେ ଥିବା ଡିଭାଇଡରରେ ପିଟିହୋଇ ଜଳିଗଲା ସେବା ସଦନ ବସ୍ । ହୁତୁ ହୁତୁ ନିଆଁରେ ପୋଡି ପାଉଁଶ ହୋଇଗଲା ଘରୋଇ ବସ୍ । ବଡ଼ ଦୁର୍ଘଟଣା ୬ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ
Read More...

ଭିତରକନିକାରୁ ୨ ଶିକାରୀ ଗିରଫ

କେନ୍ଦ୍ରାପଡ଼ା : ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶୀ ପକ୍ଷୀ ଶିକାର କରୁଥିବା ବେଳେ ୨ ଶିକାରୀ ଗିରଫ । ଭିତରକନିକା ଫରେଷ୍ଟ ବ୍ଲକ୍ ନିକଟ ଇଶ୍ୱରପୁର ପଞ୍ଚାୟତ ମାହାଲା ଗ୍ରାମ ନିକଟରେ ପକ୍ଷୀ ଶିକାର ନେଇ କନିକା ରେଞ୍ଜ୍ ଅଫିସର ମାନସ କୁମାର ଦାସ ସୂଚନା ପାଇବା ପରେ ବିଭାଗୀୟ ଅଧିକାରୀଙ୍କ
Read More...

ଜଳିଗଲା ୯ ବଖରା ଘର

ତୁରେକେଲା, (କୈଳାସ ସଗ୍ରିଆ) : ତୁରେକେଲା ବ୍ଲକ ହିଆଁଲ ପଞ୍ଚାୟତ କର୍ଲାବାହାଲ ଗାଁରେ ରବିବାର ସକାଳେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ଗାଁର ଲଳିତ ମୋହନ ତାଣ୍ଡି, ଭକ୍ତି ତାଣ୍ଡି, ବିଜୟ ବେହେରାଙ୍କ ଘରେ ସକାଳ ସାଢେ ୭ଟାରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଦମକଳ
Read More...