କୁମ୍ଭାରଖୁନ ଓ ବନମାଲ ଗ୍ରାମର ମଝି ରାସ୍ତାରେ ସଡକ ଦୁର୍ଘଟଣାର ଶିକାର ହେଲେ ବାଇକ ଆରୋହୀ
ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତର କୁମ୍ଭାରଖୁନ ଓ ବନମାଲ ଗ୍ରାମର ମଝି ରାସ୍ତାରେ ଏକ ସଡକ ଦୁର୍ଘଟଣା ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୂସାରେ ଏକ ସିଟି ୧୦୦ ବାଇକ ଯୋଗେ ଜଣେ ବ୍ୟକ୍ତି ଆସୁଥିବା ସମୟରେ କୁମ୍ଭାରଖୁନ!-->…
Read More...
Read More...