ବାଇକ୍ରୁ ପଡି ଯୁବକ ଗୁରୁତର
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ବୁର୍ଡା ଗାଁ ନିକଟରେ ଭାରସାମ୍ୟ ହରାଇ ବାଇକ୍ରୁ ପଡି ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଲଛିପୁର ଗ୍ରାମର ସୁଜନ ରଣା(୨୩) ଗତ ରାତିରେ ନିଜ ଗ୍ରାମରୁ କୌଣସି କାମ ପାଇଁ ବଲାଙ୍ଗିର ଆସିଥିଲେ । ନିଜ ଘରକୁ ଫେରିବା ସମୟରେ!-->…
Read More...
Read More...