ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ୭,୯୧୪ କୋଟି ବ୍ୟୟବରାଦ
ଭୁବନେଶ୍ୱର, (କେପିଏନ୍ଏସ୍) : ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର Budget4NewOdisha ରେ ₹୭,୯୧୪ କୋଟି ବ୍ୟୟବରାଦ କରିଛନ୍ତି । ଉନ୍ନତି ଯୋଜନା ପାଇଁ ₹୬୦୦ କୋଟି, ମୁକ୍ତା ଯୋଜନା ପାଇଁ ₹୪୧୪ କୋଟି ସହ ନୂତନ ସହର ବିକାଶ ପାଇଁ ₹୩୦୦ କୋଟି ବ୍ୟବସ୍ଥା ହୋଇଥିବା!-->…
Read More...
Read More...