Yearly Archives

2023

ମେ’ ୮ରୁ ଆରମ୍ଭ ହେବ ଓଜେଇଇ

ସିବିଟି ମୋଡ୍‌ରେ ହେବ ପରୀକ୍ଷା ଭୁବନେଶ୍ୱର : ଆସନ୍ତା ମେ' ୮ତାରିଖରୁ ଆରମ୍ଭ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ । ଯାହା ମେ ମାସ ୧୨ ତାରିଖରେ ସରିବ । ଛାତ୍ରଛାତ୍ରୀମାନେ ଓଜେଇଇରେ ର‍୍ୟାଙ୍କ୍‌ ହାସଲ କରିବା ପରେ ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଓ ଘରୋଇ
Read More...

ନବୀନଙ୍କୁ ଭେଟିଲେ ଗ୍ରାମୀ ଆୱାର୍ଡ ବିଜେତା ରିକି କେଜ୍‌

ଭୁବନେଶ୍ୱର : ତୃତୀୟ ଥର ପାଇଁ ଗ୍ରାମୀ ଆୱାର୍ଡ ପ୍ରାପ୍ତ ଭାରତୀୟ ସଙ୍ଗୀତକାର ତଥା ପରିବେଶବିତ୍‌ ଡ. ରିକି କେଜ୍‌ ଶୁକ୍ରବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ନିକଟ ଅତୀତରେ ତୃତୀୟ ଥର ପାଇଁ ଗ୍ରାମୀ ଆୱାର୍ଡ ପ୍ରାପ୍ତ ହୋଇଥିବାରୁ
Read More...

ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଗଉଡପାଲି ଗୋକୁଳ ତପୋବନରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ସ୍ଥାନୀୟ ସୁକତେଲ ନଦୀରୁ ଜଳପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ
Read More...

ବିବାହ କରିବାକୁ ଯାଉଥିବା ବରଗାଡ଼ି ବାଗଝରନ ଗ୍ରାମରେ ଦୁର୍ଘଟଣାଗ୍ରସ୍ତ, ୮ ଗୁରୁତର ଭାବେ ବଲାଙ୍ଗିର ମେଡିକାଲରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ବାଗଝରନ ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି । ସୂଚନା ଅନୁଯାୟୀ ବାଗଝରନ ଗ୍ରାମର ହୋତାସନ ବରିହାଙ୍କ ବାହାଘର ହିର୍ଲିଠାରେ ଠିକ୍‌ ହୋଇଥିଲା । ଶୁକ୍ରବାର ରାତିରେ
Read More...

୨୬ରେ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନର ଷଷ୍ଠ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୨୬ ତାରିଖ ସ୍ଥାନୀୟ ଯାଦବ ଭବନଠାରେ ମାହେଶ୍ୱରୀ ସଂଗଠନ ଓ ସମ୍ବାଦ-ଆମ ଓଡିଶାର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏଥିପାଇଁ ଏକ ପ୍ରସ୍ତୁତି
Read More...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରଙ୍ଗ : ଡମଣା ହାଇସ୍କୁଲ ପାଖରେ ଥିବା ଏକ ଆପାର୍ଟମେଣ୍ଟ ନିକଟରୁ ଜଣେ ଅପରିଚିତ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ସେ ଜଣେ ଶ୍ରମିକ ବୋଲି ଜଣାପଡ଼ିଛି । ପୋଲିସର କହିବାନୁଯାୟୀ ମହିଳା ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ
Read More...

ଜଙ୍ଗଲରେ ନିଆଁ ଲଗାଇଲା ଦୁର୍ବୃତ୍ତ, ଲିଭାଇଲା ଦମକଳ ବାହିନୀ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମହୁଲବାହାଲି ନିକଟରେ ଥିବା ଜଙ୍ଗଲରେ କେହି ଜଣେ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଫଳରେ ରେଲ୍ ଲାଇନଠାରୁ ଆରମ୍ଭ କରି କଣ୍ଟାବାଞ୍ଜିରୁ ତୁରେକେଲା ଯିବା ରାସ୍ତା ପର୍ଯ୍ୟନ୍ତ ହୁହୁ ହୋଇ ନିଆଁ ଜଳି ଉଠିଥିଲା ।
Read More...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା : ୨ ମୃତ

ମନମୁଣ୍ଡା : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ଘଟଣାଟି ଗତକାଲି ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ମନୁପାଲି ପଞ୍ଚାୟତ କୁଆଘରା ବନ୍ଧ ନିକଟରେ ଘଟିଥିବା ଜଣାପଡିଛି । ମିଳିଥିବା ମିଳିଥିବା ସୂଚନ ଅନୁସାରେ, ମନୁପାଲି
Read More...

ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ରାସ୍ତାର ଉନ୍ନତିକରଣ ନିମନ୍ତେ ଖୁବ୍ ଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୟା ୱେଷ୍ଟ କେନାଲ ସଂଲଗ୍ନ ରାସ୍ତାର ଉନ୍ନତିକରଣ ନିମନ୍ତେ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ କରାଯିବ। ଏହା ଦ୍ୱାରା କଟକର ବାରଙ୍ଗ ଏବଂ ଜଟଣୀର ରେତଙ୍ଗ ମଧ୍ୟରେ ସିଧାସଳଖ ସଡ଼କ ସଂଯୋଗ ହୋଇପାରିବ । ଏଥିସହ କଟକ ପୁରୀ ରୋଡଠାରୁ ରବି ଟକିଜ ଏବଂ ଜୟଦେବ ବିହାର
Read More...

ଦୁର୍ଘଟଣାଗସ୍ତ ଗାଡ଼ିକୁ ଧକ୍କା ଦେଲା ଆଇଚର : ୭ ମୃତ

ବଡ଼ଚଣା : ଦୁର୍ଘଟଣାଗସ୍ତ ଗାଡ଼ିକୁ ଧକ୍କା ଦେଲା ଆଇଚର । ସୂଚନା ମୁତାବକ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନେଉଳପୁର ମଝିରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ପାଖରେ ଏକ ଦୁର୍ଘଟଣାର ସମ୍ମୁଖିନ ହୋଇ ଛିଡା ହୋଇଥିବା ଗାଡିକୁ ଧକ୍କା ଦେଇଛି ଆଇଚର । ଆଜି ଭୋର ୫ଟା ସମୟରେ କଲିକତା ପଟୁ ଆସୁଥିବା ଏକ
Read More...