Yearly Archives

2023

ଭୁବନେଶ୍ୱରଠାରେ ଖୋଲାଫର୍ଦର ୩୨ତମ ପ୍ରତିଷ୍ଠା ଉତ୍ସବରେ ସାମ୍ବାଦିକ ଶରତ ଚନ୍ଦ୍ର ମିଶ୍ରଙ୍କୁ ‘କୋଣାର୍କ ସମ୍ମାନ-…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜଧାନୀ ଭୁବନେଶ୍ୱର ହୋଟେଲ ମେରିଅନଠାରେ ଖୋଲାଫର୍ଦର ୩୨ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅବସରରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଶରତ ଚନ୍ଦ୍ର ମିଶ୍ରଙ୍କୁ ସାପ୍ତାହିକ ସମ୍ବାଦପତ୍ର ଖୋଲାଫର୍ଦର ସଫଳତା ପ୍ରକାଶନ ପାଇଁ ଏବଂ ନିଜର ବ୍ୟକ୍ତିତ୍ଵ, ନୀରବଚ୍ଛିନ,
Read More...

ବଲାଙ୍ଗିର ପୋଲିସର ଆଟେନ୍‌ସନ୍‌, ଅପରାଧୀଙ୍କ ପାଇଁ ପାଲଟିଛି ଫୁଲ୍‌ ଟେନ୍‌ସନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସର ଆଟେନ୍‌ସନ୍‌, ଅପରାଧୀଙ୍କ ପାଇଁ ପାଲଟିଛି ଫୁଲ ଟେନ୍‌ସନ୍‌ । ଗତ କିଛି ଦିନ ହେଲା ମାତିଛି ବଲାଙ୍ଗିର ପୋଲିସ । ଅପରାଧୀଙ୍କୁ ସାବାଡ୍‌ କରିବା ପାଇଁ ଜାରି ରଖିଛି ଜିରୋ ଟଲୋରାନ୍ସ ନୀତି । ଦିନ୍‌ ଦାହାଡା ବିଚ୍‌ ବଜାରରେ କ୍ରାଇମ୍‌ କରି
Read More...

ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ପରମହଂସ ଦେବଙ୍କ ଗଞ୍ଜାମ ସାରସ୍ୱତ ସଙ୍ଘର ୪୬ତମ ବାର୍ଷିକୋତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ପୁଇଁତୋଳା ଗ୍ରାମରେ ରହିଥିବା ଗଞ୍ଜାମ ସାରସ୍ୱତ ସଂଘ, ଗଞ୍ଜାମଙ୍କ ଆନୁକୂଲ୍ୟରେ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ପରମହଂସ ଦେବଙ୍କ ୪୬ତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ରବିବାର ସକାଳ ୪.୦୦ଟାରେ ଶୁଭାରମ୍ଭ ଉକ୍ତ ଉତ୍ସବରେ ପ୍ରଭାତୀ
Read More...

ଡେଲାଙ୍ଗରେ ଖୋଲିଲା ଅତ୍ୟାଧୁନିକ ଜିମ୍‌ ସେଣ୍ଟର୍

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗ୍ରାମାଞ୍ଚଳର ଯୁବପିଢ଼ିଙ୍କ ପାଇଁ ଡେଲାଙ୍ଗ ଷ୍ଟେଟ ବ୍ୟାଙ୍କ ସନ୍ନିକଟରେ ରବିବାର ସନ୍ଧ୍ୟାରେ ଜିମ୍‌ ସେଣ୍ଟର୍ ଡେଲାଙ୍ଗ ଥାନା ଆଇଆଇସି ଅନିଲ କୁମାର ମାହାନ୍ତିଙ୍କ କରକମଲରେ ଶୁଭ ଉଦ୍‌ଘାଟିତ ହୋଇଯାଇଛି । ଉଦ୍ୟୋଗୀ ପ୍ରତ୍ୟୁଷ ନିଶଙ୍କ ଏହି ଜିମ୍‌
Read More...

ରାମଜୀ ଯୁବକ ସଙ୍ଘ ତରଫରୁ ଜରୁରୀକାଳୀନ ବୈଠକ ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ (ଖ) ଗ୍ରାମରେ ଗତକାଲି ସନ୍ଧ୍ୟା ସମୟରେ ରାମଜୀ ଯୁବକ ସଙ୍ଘ ତରଫରୁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ଆବାଳ ବୃଦ୍ଧବନୀତା ଉପସ୍ଥିତ ରହି କିପରି ପାରମ୍ପାରିକ ଭାବେ ଶ୍ରୀରାମ ଲୀଳାର
Read More...

ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର, ଜଣେ ଆହତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ବ୍ରିଜ୍‌ ନିକଟ ୧୬ ନଂ ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଖବର ନେବାରେ ଜଣାପଡିଛି, ୨ ଜଣ ଯୁବକ ଏକ ବାଇକ୍‌ ଯୋଗେ ଗଞ୍ଜାମରୁ
Read More...

ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାରର ସତସଙ୍ଗ ଦକ୍ଷିଣ ରାଉରକେଲାରେ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦକ୍ଷିଣ ରାଉରକେଲାର ସେକ୍ଟର-୨୨ର ପରିସରରେ ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ସମିତିର ସତସଙ୍ଗ ରାଜ୍ୟ ସହ ପ୍ରଭାରୀ ଅକ୍ରୁର ମାର୍ଥାଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରୀ ମାର୍ଥା ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ୱଳନ କରି
Read More...

ଖପ୍ରାଖୋଲ ପୋଲିସ ଜବତ କଲା ନକଲି ନୋଟ୍‌, ଜଣେ ଗିରଫ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ପୋଲିସ ଜଣକୁ ନକଲି ନୋଟ୍‌ କାରବାରରେ ଗିରଫ କରିବା ସହ ତାଙ୍କ ପାଖରୁ ନକଲି ନୋଟ୍‌ ବରାମଦ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଲାଠୋର ଥାନା ଅନ୍ତର୍ଗତ ପିପଲବାହାଲ ଗ୍ରାମ ହନୁମାନ ମନ୍ଦିରପଡାର ବ୍ରହ୍ମା ମେହେର(୩୨) ଏକ ସ୍ପ୍ଲେଣ୍ଡର ପ୍ଲସ୍‌ ବାଇକ୍‌
Read More...

ଯୁଗଳ କିଶୋର ପଟ୍ଟନାୟକଙ୍କୁ ମ୍ୟାନ୍ ଅଫ୍ ମିଶନ୍ ସମ୍ମାନ

ମ. ରାମପୁର, (ହେମନ୍ତ ସାହୁ) : ଓଡିଶା ରାଜ୍ୟରେ ଥିବା ପଛୁଆ, ନିଷ୍ପେସିତ, ଅବହେଳିତ ତଥା ସାଧାରଣ ଲୋକଙ୍କ ଜୀବନରେ ଉନ୍ନତି ତଥା ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଆଣିବା ଦିଗରେ ଦୀର୍ଘ ତିନି ଦଶନ୍ଧି ଧରି ନିଷ୍ଠାପର ଭାବେ କର୍ତ୍ତବ୍ୟରତ ମହାଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ଯୁଗଳ
Read More...

ଦକ୍ଷିଣ ପୂର୍ବ ରେଳ ଜୋନ୍‌ର ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟିକୁ ରେଳ ବ୍ୟବହାରକାରୀ ସଂଘ ସଭାପତି ମନୋନୀତ

ରାଉରକେଲା, (ସସ୍ମିତା ପ୍ରଧାନ) : କଲିକତା ଗାଡେନରିଚ୍ ସ୍ଥିତ ଦକ୍ଷିଣ ପୂର୍ବ ରେଳ ବ୍ୟବହାରକାରୀ ପରାମର୍ଶ କମିଟିକୁ ରେଳ ବ୍ୟବହାରକାରୀ ସଂଘ ସଭାପତି ଇଂ ଉତ୍ତମ କୁମାର ସାମଲ ଦୁଇ ବର୍ଷ ପାଇଁ ତା.୧/ ୨/ ୨୩ରୁ ତା.୩୧/ ୧/୨୫ ପର୍ଯ୍ୟନ୍ତ ମନୋନୀତ ହୋଇଛନ୍ତି । ଏହି ସମୟ ମଧ୍ୟରେ ରାଉରକେଲା ରେଳ
Read More...