Daily Archives

ସରକାରୀ ମେଡ଼ିକାଲ୍‌ କଲେଜ୍‌ରେ ଆଡ଼୍‌ମିସନ୍‌ କରାଇଦେବା ନାଁରେ ଠକିଥିଲେ ୧୬ ଲକ୍ଷ ଟଙ୍କା, ୩ ଜଣଙ୍କୁ ବାନ୍ଧିଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମେଡ଼ିକାଲ୍‌ କଲେଜ୍‌ରେ ଆଡ଼୍‌ମିସନ୍‌ କରାଇଦେବା ନାଁରେ ୧୬ ଲକ୍ଷ ଟଙ୍କା ଠକି ନେଇଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ସାଇବର୍‌ ପୋଲିସ୍‌ । ଏ ସଂପର୍କରେ ବଲାଙ୍ଗିର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ବରଗଡ଼ ଜିଲ୍ଲା ପଦ୍ମପୁରର…
Read More...

ବଲାଙ୍ଗିର ଜିଲ୍ଲା ଯୋଜନା କମିଟି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲା ଯୋଜନା କମିଟି ବୈଠକ ବଲାଙ୍ଗିର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜଳ…
Read More...

ପାଟଣାଗଡ଼ ପୋଲିସର ଚଢ଼ଉ, ଆଞ୍ଚଳିକ ନେତା ସହ ଦୁଇ ଜଣ ଗିରଫ, ଭଡାଘରେ ଚାଲିଥିଲା ଦେହ ବେପାର

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ କାଦୋପଡାରେ ସେକ୍ସ ରେକେଟ ଠାବ ହୋଇଥିବା ସୂଚନା ମିଳିଛି । ଜଣେ ଦେହଜୀବୀଙ୍କ ସହ ଦୁଇ ଗ୍ରାହକ ଓ ସେମାନଙ୍କ ମଧ୍ୟରୁ ଜଣେ ଆଞ୍ଚଳିକ ନେତା ହୋଇଥିବା ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି । ସୂଚନା ଅନୁସାରେ ଗୁରୁବାର ରାତିରେ କାଦୋପଡ଼ା ବେହେରାବନ୍ଧ…
Read More...

ବାଲିଗୁଡ଼ାରୁ ଉତ୍ତର-ପଶ୍ଚିମ ଓଡ଼ିଶାର ପ୍ରମୁଖ ସହରକୁ ସରକାରୀ ବସ ଚଳାଚଳ ପାଇଁ ଦାବୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ହେଉଛି ଓଡିଶାର ବୃହତ୍ତମ ଉପଖଣ୍ଡ ଓ ବିଜ୍ଞାପିତ ଅଞ୍ଚଳର ମାନ୍ୟତା ପାଇସାରିଛି, କିନ୍ତୁ ଏଠାରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ସାଙ୍ଗକୁ ସ୍ଥାନୀୟ ଜନସାଧାରଣଙ୍କ ସରଳତାର ସୁଯୋଗ ନେଇ ସବୁ କିଛି ଅଭାବ ଅସୁବିଧା ଓ…
Read More...

ବିଇଓ ଅଫିସ ସମୁଖରେ ଛାତ୍ରଛାତ୍ରୀ, ଅଭିଭାବକଙ୍କ ଧାରଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ କୌଣସି କାରଣରୁ ସସପେଣ୍ଡ କରିଛନ୍ତି ବିଇଓ ଭାଗିରଥି ବେହେରା । ଯାହାକୁ ନେଇ ଅଭିଭାବକ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଘୋର…
Read More...

ଖପ୍ରାଖୋଲ ପୋଲିସ ଦ୍ୱାରା ୩ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ପୋଲିସ ଦ୍ୱାରା ୩ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡିଛି । ଉଦ୍ଧାର ଶ୍ରମିକମାନେ ଖପ୍ରାଖୋଲ ଥାନା ବାଞ୍ଜିପାଲି ଗାଁର ବୋଲି ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ଗୁରୁବାର ସକାଳ ଦଶଟାରେ ପିଙ୍କି ବସ୍‌ ଯୋଗେ କିଛି ଦାଦନ ଶ୍ରମିକ…
Read More...

ଭରସୁଜା କ୍ଲଷ୍ଟରସ୍ତରୀୟ ସୁରଭି ୨୦୨୩ ଶିଶୁ ମହୋତ୍ସବ ଉଦ୍‌ଯାପିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଛେଲିଆପାଟ ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ କ୍ଲଷ୍ଟରସ୍ତରୀୟ ସୁରଭି ଶିଶୁ ମହୋତ୍ସବ ୨୦୨୩ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଆଗଲପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲିପ ପାଠୀ ଉପସ୍ଥିତ…
Read More...

ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହେଲେ ଶ୍ରୀମତୀ ନିରୁପମା ମାଝି

ତୁରେକେଲା, (କୈଲାଶ ସଗ୍ରିଆ) : ସ୍ୱତନ୍ତ୍ର ବିକାଶ ପରିଷଦର ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ଶ୍ରୀମତୀ ନିରୁପମା ମାଝି । ସୂଚନାଯୋଗ୍ୟ ଯେ, ସ୍ୱତନ୍ତ୍ର ବିକାଶ ପରିଷଦର ବଲାଙ୍ଗିର ଜିଲ୍ଲା ଉପସଭାପତି ଭାବେ ତୁରେକେଲା ବ୍ଲକ ଜିଲ୍ଲା ପରିଷଦ ୧୧ ନଂ. ଜୋନ୍‌ର ପୂର୍ବତନ…
Read More...

ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ତଦାରଖ କମିଟି ”ଦିଶା”ର ତୃତୀୟ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ସ୍ଥାନୀୟ ଷ୍ଟେଟ ଇନଷ୍ଟିଚ୍ୟୁଟ୍‌ ଅଫ ହୋଟେଲ ମ୍ୟାନେଜମେଣ୍ଟ ସମ୍ମିଳନୀ କକ୍ଷରେ ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ତଦାରଖ କମିଟି ''ଦିଶା''ର ବୈଠକ କମିଟି ଅଧ୍ୟକ୍ଷା ତଥା ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ…
Read More...

କଳିଙ୍ଗା ଘାଟିରେ ଟ୍ରକ୍‌ର ବ୍ରେକ୍‌ ଫେଲ୍‌ ଯୋଗୁଁ ଦୁର୍ଘଟଣା, ଡ୍ରାଇଭର୍‌ ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଏକ ଥଣ୍ଡା ପାନୀୟ ବୋଝେଇ ଟ୍ରକ୍‌ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକର କଳିଙ୍ଗା ଘାଟିରେ ଗୁରୁବାର ବ୍ରେକ୍‌ ଫେଲ୍‌ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଯାହା ଫଳରେ ଡ୍ରାଇଭର୍‌ ସୋନୁ ବିଶ୍ୱକର୍ମା (୨୮)…
Read More...