Daily Archives

କଂଗ୍ରେସ ମିଡ଼ିଆ ସେଲ୍ କୋ-ଅଡ଼ିନେଟର ଭାବେ ମହେଶ କୁମାର ଗୌଡ଼ଙ୍କୁ ନିଯୁକ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ କମିଟି ପକ୍ଷରୁ ବ୍ରହ୍ମପୁର ଲୋକସଭା ଆସନ କ୍ଷେତ୍ର ଅନ୍ତର୍ଭୁକ୍ତ ସାମାଜିକ ଗଣମାଧ୍ୟମ ଓ ମିଡ଼ିଆ ସମ୍ପର୍କରେ ଖବର ପ୍ରଚାରିତ କରିବା ଅବା ମିଡ଼ିଆ ଯୋଗାଯୋଗ ଓ ଲୋକ ସମ୍ପର୍କ କାର୍ଯ୍ୟରେ ବ୍ରହ୍ମପୁରରୁ ପ୍ରତିନିଧିତ୍ୱ
Read More...

ଛତ୍ରପୁର ପ୍ରେସକ୍ଲବରେ ବର୍ଣ୍ଣାଢ଼୍ୟ ସମାରୋହରେ ବିନାୟକ ପୂଜା ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପ୍ରେସକ୍ଲବରେ ବର୍ଣ୍ଣାଢ଼୍ୟ ସମାରୋହରେ ବିନାୟକ ପୂଜା ପାଳିତ ହୋଇଯାଇଛି । ପୂର୍ବାହ୍ନରେ ବିଘ୍ନ-ବିନାୟକ ଗଣନାଥ ଗଣେଶଙ୍କ ଆବାହନ ଅନୁଷ୍ଠିତ ହୋଇଥିଲ । ଆୟୋଜିତ ଚିତାକର୍ଷକ ପୂଜାମଣ୍ଡପରେ ସଭାପତି ରବୀନ୍ଦ୍ରନାଥ ପଣ୍ଡାଙ୍କ ସହଯୋଗରେ
Read More...

ମହାବୀର ହାଇୟର ସେକେଣ୍ଡାରୀ ସ୍କୁଲରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାବୀର ହାଇୟର ସେକେଣ୍ଡାରୀ ସ୍କୁଲରେ ଯୁକ୍ତ ୨ ପ୍ରଥମ ବର୍ଷର କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ କଲେଜର ପ୍ରତିଷ୍ଠାତା ତଥା ଚେୟାରମେନ୍‌ ଜପବନ୍ଧୁ କମ୍ପ ମୁଖ୍ୟ ଅତିଥି ଭାବେ
Read More...

ଟିଟିଲାଗଡରେ ଗଣେଶ ପୂଜା : ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ ଶ୍ରୀ ଗଣେଶ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପବିତ୍ର ଗଣେଶ ପୂଜା ଉପଲକ୍ଷେ ଟିଟିଲାଗଡ ସହର ଚଳଚଞ୍ଚଳ ହୋଇପଡିଛି । ସହରର ପ୍ରାୟ ସମସ୍ତ ୱାର୍ଡରେ ବିଘ୍ନ ବିନାଶକଙ୍କ ପୂଜାର୍ଚ୍ଚନା ଚାଲିଛି । ଚଳିତ ବର୍ଷ ବିଭିନ୍ନ ପୂଜା ପେଣ୍ଡାଲରେ ଅତି ସୁନ୍ଦର ସାଜସଜ୍ଜା ସହ ଲାଇଟ ଡେକୋରେଶନ ଲୋକଙ୍କ ମନ ମୋହିନେଉଛି
Read More...

ଟିଟିଲାଗଡରେ ଧୁମ୍‌ଧାମ୍‌ରେ ପାଳିତ ହେଲା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ସାରା ଓଡ଼ିଶା ଚଳଚଞ୍ଚଳ ହୋଇପଡିଛି । ଟିଟିଲାଗଡ ସହରରେ ମଧ୍ୟ ଏହି ନୂଆଁଖାଇ ପର୍ବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ପ୍ରଥମେ ଟିଟିଲାଗଡର ଅଧିଷ୍ଠାତ୍ରୀ ଦେବୀ ମା' ଘଣ୍ଟାଶୁଣିଙ୍କ ମନ୍ଦିରକୁ ଯାଇ ଦର୍ଶନ
Read More...

ଟିଟିଲାଗଡ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ଶ୍ରୀଗଣେଶଙ୍କ ପୂଜନୋଉତ୍ସବ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ଦିନ ପବିତ୍ର ଭାଦ୍ରବ ଶୁକ୍ଳ ଚତୁର୍ଥୀ ଅବସରରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଘ୍ନ ବିନାଶକ ଶ୍ରୀଗଣେଶଙ୍କ ପୂଜନୋତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ଏହି ପବିତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ
Read More...