Daily Archives

ବର୍ଷାରେ ଭାଙ୍ଗିଲା ଘର : ସହାୟତା ପାଇଁ ଦାବୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ କପିଲାଭଟା ଗାଁରେ ଆଜି ସକାଳେ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଘର ଭାଙ୍ଗିଯିବା ସହ ଅଳ୍ପକେ ବର୍ତିଯାଇଛନ୍ତି ପରିବାର ଲୋକେ । କପିଲାଭଟା ଗାଁର ଲକ୍ଷ୍ମଣ ହଂସ, ବୈକୁଣ୍ଠ ହଂସ ଓ ତାଳଭଟା ଗାଁର…
Read More...

ବଲାଙ୍ଗିର ଜିଲ୍ଲାରେ ସବୁଥିରେ ନକଲି, ଏଭଳି ନକଲି କାରବାର ପଛପଟେ ଥିବା ରାଜନୈତିକ ଓ ପ୍ରଶାସନିକ ସଂରକ୍ଷଣଣର ଲିଙ୍କ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ କିଛ ବର୍ଷ ହେଲା ବଲାଙ୍ଗିର ଜିଲ୍ଲାରେ କ୍ରାଇମ୍‌ ରେଟ୍‌ ବହୁ ଗୁଣିତ ହୋଇଥିବା ବେଳେ ନକଲି ସାମଗ୍ରୀର ବ୍ୟବସାୟର ଆକାର ସାରା ରାଜ୍ୟରେ ଚର୍ଚ୍ଚିତ ହେଉଛି । ଦିନ ଥିଲା ଯେତେବେଳେ କଂଟାବାଂଜିର ନକଲି ଔଷଧ କାରବାର ଏହି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି…
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ସରକାରୀ ସହାୟତା ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ସନ୍ଧ୍ୟାରୁ ଲଗାଣ ବର୍ଷା ଯୋଗୁଁ ଦେଓଗାଁ ବ୍ଲକର ବିଭିନ୍ନ ଗାଁରେ ଘର ଭାଙ୍ଗିଥିବା ଜଣାପଡିଛି । କୁଲୁତାପଡା ପଞ୍ଚାୟତ ଖଇରମାଲ ଗାଁର ଧନେଶ୍ଵର ପଧାନ, ଉଡାର ପଞ୍ଚାୟତ ଲୁହୁରେନପାଲି ଗାଁର ବିରଞ୍ଚି ପୁଟା, ବନ୍ଦେ ପୂଟାଙ୍କ ଘର ଭାଙ୍ଗିଥିବା ଜଣାପଡିଛି…
Read More...

ଦେଓଗାଁ ବ୍ଲକରେ ତିନି ଓଳି ଧରି ଲଗାଣ ବର୍ଷା : ରାସ୍ତା-ଘାଟ, ନଦୀ-ନାଳ ସବୁଠି ଭରପୁର ପାଣି, ୨ ଦିନରେ ୧୦୦ ମିଲି ମିଟିର…

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ସନ୍ଧ୍ୟାରୁ ଆରମ୍ଭ ହୋଇ ଗୁରୁବାର ଦିନ ସାରା ଲଗାଣ ବର୍ଷା ଲାଗି ରହିଛି ଦେଓଗାଁ ବ୍ଲକରେ । ଦିନ ସାରା ମେଘୁଆ ପାଗ ରଖି ଅପରାହ୍ନ ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବା ବେଳେ ସଂଧ୍ୟାରେ ମଧ୍ୟ ଝିପି ଝିପି ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଥିଲା ।…
Read More...

ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ, ପୋଲ ଉପରେ ଜଳସ୍ତର ବଢ଼ିବାରୁ ଯାତାୟାତ ଠପ୍‌

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗତ ୨୪ ଘଣ୍ଟା ହେଲା ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ସଙ୍ଗେ ବଲାଙ୍ଗିର ଜିଲ୍ଲାରେ ବଢ଼ିଯାଇଛି ଦୁର୍ଦ୍ଦଶା । କେଉଁଠି ଘର ଭିତରେ ପାଣି, ତ କେଉଁଠି ବ୍ରିଜ ଉପରକୁ ଜଳସ୍ତର ବୃଦ୍ଧି ପାଇଥିବାରୁ…
Read More...

ବେଆଇନ ସଟ୍ଟା ଖେଳ ଉପରେ ଚଢ଼ାଉ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କଲା ବେଲପଡ଼ା ପୋଲିସ

ବେଲପଡ଼ା, (କେପିଏନ୍‌ଏସ୍‌) : ବେଲପଡ଼ା ପୋଲିସ ବେଆଇନ ସଟ୍ଟା ଖେଳ ଉପରେ ଚଢ଼ାଉ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ପେଟ୍ରୋଲିଂ ସମୟରେ ଛୁଇନରା ଗାଁରୁ ଚୂଳ ଓରଫ୍‌ ଚୂଳଚନ୍ଦ୍ର ଭୁଏଙ୍କୁ ବେଆଇନ ସଟ୍ଟା ଖେଳ ମାମଲାରେ ବେଲପଡ଼ା ପୋଲିସ…
Read More...

ବର୍ଷା ବିତ୍ପାତ : ତେନ୍ତୁଳି ଗଛ ତଳେ ଚାପି ହୋଇଗଲେ ବାଇକ୍ ଆରୋହୀ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମ.ରାମପୁର ଥାନା ମ.ରାମପୁର ରିଶିଡା ପୂର୍ତ୍ତ ବିଭାଗ ରାସ୍ତା ପାଜିବାହାଲି ରାସ୍ତାରେ ଏକ ବିରାଟକାୟ ତେନ୍ତୁଳି ଗଛ ତଳେ ଜଣେ ବାଇକ୍ ଆରୋହୀ ଚାପି ହୋଇ ରହି ଯାଇଥିଲେ । ଅନ୍ୟ ପଥଚାରୀ ବ୍ୟକ୍ତିମାନେ ଏହା ଦେଖିବା ପରେ ଅଗ୍ନିଶମ…
Read More...

ଚୁଡାପାଲିଠାରେ ଏକ ଜୁଆ ଆଡ୍ଡାକୁ ଚଢାଉ କରି ୧୨ ଜଣଙ୍କୁ ଧରିଲା ବଲାଙ୍ଗିର ସଦର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚୁଡାପାଲିଠାର ଏକ ଜୁଆ ଆଡ୍ଡାକୁ ଚଢାଉ କରି ୧୨ ଜଣଙ୍କୁ ଧରିଛି ବଲାଙ୍ଗିର ସଦର ପୋଲିସ । ତେବେ ସୂଚନା ଆଧାରରେ ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚୂଡାପାଲି ଗ୍ରାମ ଭିତରେ ଥିବା ଏକ ଘରେ ବହୁ ଦିନରୁ ଯୁଆଡ଼ିଙ୍କ ଆସର ଜମୁଥିବା ସୂଚନା ପାଇଥିଲା ପୋଲିସ ।…
Read More...

ଟ୍ରଷ୍ଟଫଣ୍ଡ କଲେଜ ଶ୍ରେଣୀଗୃହ ଭିତରେ ଜିଓ ମୋବାଇଲର ପ୍ରଚାର : ଅନୁମତି ଦେଲା କିଏ, ସାଧାରଣରେ ପ୍ରଶ୍ନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହର ମଧ୍ୟରେ ଥିବା ସରକାରୀ ମହାବିଦ୍ୟାଳୟ ଟ୍ରଷ୍ଟଫଣ୍ଡ କଲେଜ ଶ୍ରେଣୀଗୃହରେ ଗତ ମଙ୍ଗଳବାର ଦିନ ପାଠପଢା ସମୟରେ କଲେଜ ଶ୍ରେଣୀଗୃହ ଭିତରେ ଜିଓ କମ୍ପାନୀର ୫ଜି ସେବା ବିଷୟରେ କର୍ମଶାଳା ଆୟୋଜନ କରିବା ବିଷୟ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି ।…
Read More...

ବଲାଙ୍ଗିରରେ ୨ ଶହ ମିଲିମିଟରରୁ ଅଧିକ ବର୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ସଂଧ୍ୟାରୁ ବଲାଙ୍ଗିର ସହରରେ ଲଘୁଚାପଜନିତ ବର୍ଷା ଜାରି ରହିଥିବା ବେଳେ ବର୍ତ୍ତମାନ ବି ଫର୍ଚ୍ଚା ହୋଇନି ମେଘ । ତେବେ ବଲାଙ୍ଗିରରେ ୨ ଶହ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି । ଆହୁରି ବର୍ଷା ହେବାର ସମ୍ଭାବନା ରହିଥିବା ମଧ୍ୟ ପାଣିପାଗ ବିଭାଗ…
Read More...