Monthly Archives

August 2023

ଜୁଇରେ ଜଳିଲା ନବବଧୂ : ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ଝିଅର ବାପା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ପୋଡ଼ଗଡ଼ ଗ୍ରାମରେ ମାତ୍ର ତିନିମାସ ତଳେ ବିବାହ କରିଥିବା ଜଣେ ନବବଧୂ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଶାଶୁ ଘର ଲୋକେ କହୁଥିବା ବେଳେ ଯୌତୁକ ନିର୍ଯ୍ୟାତନା ଦେଇ ତାଙ୍କୁ ଶାଶୂଘର ଲୋକେ ମାରି ଦେଇଛନ୍ତି ବୋଲି
Read More...

ଲଗାଣ ବର୍ଷାରେ ଭୁଶୁଡ଼ି ଗଲା ଘର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମ ପଞ୍ଚାୟତ ଚିଖିଲି ଗାଁର ମନସି ଛତର (୬୫)ଙ୍କ ମାଟିଛପର ଘର ଲଗାଣ ବର୍ଷାରେ ଭାଙ୍ଗିଯାଇଛି । ଘର ଭାଙ୍ଗି ବାର ଦୁଇ ଦିନ ବିତିଯାଇଥିଲେ ମଧ୍ୟ ଗାଇସିଲେଟ ବ୍ଲକ ପ୍ରଶାସନର ଦେଖା ଦର୍ଶନ ନାହିଁ ।
Read More...

ଶିକ୍ଷକ ବଦଳି ପ୍ରତିବାଦ ନେଇ ସ୍କୁଲ ଗେଟରେ ତାଲା ପକାଇଲେ ଅଭିଭାବକ ଏବଂ ଗ୍ରାମବାସୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ଅନ୍ତର୍ଗତ ବୁଢୀବାହାଲ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳି ପ୍ରତିବାଦକୁ ନେଇ ଅଭିଭାବକ ଏବଂ ଗ୍ରାମବାସୀ ଶୁକ୍ରବାର ସ୍କୁଲ ଗେଟରେ ତାଲା ପକାଇଥିବା ଜଣାପଡିଛି । ସୂଚନା
Read More...

କ୍ୟାଡର ପୁନର୍ବିନ୍ୟାସ ନକଲେ ଆନ୍ଦୋଳନ କରିବ କୃଷି ସେବା ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ଦିନରୁ କ୍ୟାଡର ପୁନର୍ବିନ୍ୟାସ ପାଇଁ ଦାବୀ କରାଯାଉଥିଲେ ମଧ୍ୟ ରାଜ୍ୟ ସରକାର ଶୁଣୁ ନଥିବାରୁ ଆସନ୍ତା ଅଗଷ୍ଟ ୮ ତାରିଖରେ ସରକାରଙ୍କୁ ଏ ସଂକ୍ରାନ୍ତରେ ଦାବୀ ପତ୍ର ଦେଇ ପରବର୍ତ୍ତୀ ପର୍ଯ୍ୟାୟରେ ସରକାରଙ୍କ ଆଭିମୁଖ୍ୟ ସକାରାତ୍ମକ ନହେଲେ ଆନ୍ଦୋଳନାତ୍ମକ
Read More...

ବୁଡିଅଞ୍ଚଳ ଲୋକଙ୍କ ସମସ୍ୟା ବୁଝିଲେ ନରସିଂହ

ଝାଙ୍କରପାଲି ଅସ୍ଥାୟୀ କଲୋନୀ, ଚୁଡାପାଲି ଅସ୍ଥାୟୀ ଶିବିର କଲେ ପରିଦର୍ଶନବିସ୍ଥାପିତ ଲୋକଙ୍କ ସହ କଲେ ଆଲୋଚନାକଷ୍ଟରେ ରହୁଛନ୍ତି ବିସ୍ଥାପିତ : ନରସିଂହଆଗାମୀ ୧୦ ତାରିଖରେ ହେବ ପ୍ରଶାସନ ସହ ଆଲୋଚନା : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକ୍‌ତେଲ ପ୍ରକଳ୍ପ ଦ୍ୱାରା
Read More...

କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ୧୦୭ତମ ଜନ୍ମ ଜୟନ୍ତୀ ପାଳିତ

ଜିଲ୍ଲାରେ ସାମୂହିକ ବିକାଶ ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ କୃଷ୍ଣଚନ୍ଦ୍ର ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସାମୂହିକ ବିକାଶର ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ଜନପ୍ରିୟ କୃଷ୍ଣଚନ୍ଦ୍ର ପଣ୍ଡା । ସେ ସମୟରେ ଜନ ସମାଜର ପ୍ରକୃତ ଆବଶ୍ୟକତା ପୂରଣ ପାଇଁ
Read More...

ଆଯୋଗ୍ୟଙ୍କୁ ମିଳୁଛି ଆବାସ, ଯୋଗ୍ୟ ଲୋକେ ହେଉଛନ୍ତି ବଞ୍ଚିତ : ଦୃଢ଼ ପ୍ରତିବାଦ କରିବ ଆଦିବାସୀ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଅନ୍ତର୍ଗତ ବରତୁଣ୍ଡା ଗ୍ରାମ ପଞ୍ଚାୟତ ଖପୁରିଡ଼ିହି ଗ୍ରାମର ଆଦିବାସୀ ସଂପ୍ରଦାୟର ଦୁଲସିଂ ମାଝୀ(୬୮) ଓ ତାଙ୍କ ପତ୍ନୀ ଶ୍ରୀମତୀ ବିମଳା ମାଝୀ(୬୩)ଙ୍କୁ ଏବେ ପର୍ଯ୍ୟନ୍ତ ସରକାରଙ୍କଠାରୁ ବାର୍ଦ୍ଧକ୍ୟ
Read More...

ପାଇକମାଲ ବ୍ଲକ୍‌ସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ୍ ସଭାଗୃହଠାରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଏ ବିଡିଓ ଦେବାଶିଶ ସେହ୍ନାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସଭାରେ ଡବ୍ଲୁଇଓ ସୁନିଲ ଭୋଇ ସଭାର ଉଦ୍ଦେଶ ଜ୍ଞାପନ ସହ ଗତ ବର୍ଷର
Read More...

ଲଗାଣ ବର୍ଷାରେ ବସ୍ତି ବାସିନ୍ଦାଙ୍କୁ ପଲିଥିନ ବାଣ୍ଟିଲେ ପ୍ରଶାନ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ବସ୍ତି ବାସିନ୍ଦାଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରିଆସୁଥିବା ସମାଜସେବୀ ପ୍ରଶାନ୍ତ ସେଠୀ ଲଗାଣ ବର୍ଷାରେ ପ୍ରଭାବିତ ଜନସାଧାରଣଙ୍କ ଦୁଃଖ ସମସ୍ୟା ବୁଝିବା ସହିତ ଆଜି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ତ୍ୱରିତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଲଘୁଚାପ
Read More...

ବିଶ୍ୱରଂଜନ ମିଶ୍ରଙ୍କ ବିୟୋଗରେ ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) :୧୯୭୭ ବ୍ୟାଚର ସଦସ୍ୟ ତଥା ଆର୍‌ଏସ୍‌ପିର ପ୍ରାକ୍ତନ କର୍ମଚାରୀ ବିଶ୍ୱରଂଜନ ମିଶ୍ରଙ୍କ ହୃଦଘାତରେ ପରଲୋକ ଘଟିଛି । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ମିଶ୍ର ରାଉରକେଲା ଇସ୍ପାତ କାରଖାନାର ଜଣେ କର୍ମଚାରୀ ଭାବେ କାର୍ଯ୍ୟକରି ୨୦୨୦ରେ ଅବସର ଗ୍ରହଣ କରିଥିଲେ ।
Read More...