Daily Archives

ଜୟ ଯବାନ ଜୟ କିଷାନ ନାରା ଦେଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କାରଗିଲ ବିଜୟ ଦିବସକୁ ୨୪ ବର୍ଷ ପୁରିଛି । ପାକିସ୍ତାନ ବିରୁଦ୍ଧରେ ଦୀର୍ଘ ୨ ମାସ ଲଢେଇ ପରେ ଆଜିର ଦିନରେ ବିଜୟର ସ୍ୱାଦ ଚାଖିଥିଲା ଆମ ଦେଶ । ଆତ୍ମବଳି ଦେଇଥିଲେ ହଜାର ହଜାର ବୀର ସୈନିକ, ସେହି ବୀର ସହିଦ ଯବାନମାନଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି
Read More...

ହୃଷିକେଶ ରାୟ ମହାବିଦ୍ୟାଳୟରେ କାରଗିଲ ବିଜୟ ଦିବସ ଓ ବନ ମହୋତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା(ବାଳକ) ଆନୁକୂଲ୍ୟରେ କାରଗିଲ ବିଜୟ ଦିବସ ଓ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧ୍ୟାପିକା ଦିପ୍ତିମୟୀ ମହାପାତ୍ରଙ୍କ ସଭାପତିତ୍ୱ ଓ ଏନ୍‌ଏସ୍‌ଏସ୍‌ର ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ ହରିଶ
Read More...

ଅତାବିରା ଏନ୍‌ଏସି ୱାର୍ଡ଼ ନମ୍ୱର୍ ୧ କଂଗ୍ରେସ୍ କାଉନସିଲର ଦୀପକ୍ ରାୟଙ୍କ ଆର୍ଥିକ ସହାୟତା

ଅତାବିରା, (ସୁରେନ୍ଦ୍ର କୁମାର କଠାର) : ଭେଡେନ ବ୍ଲକ୍ ମାନପୁର୍ ପଞ୍ଚାୟତ ଇଚ୍ଛାପୁର ଗ୍ରାମର ଛତ୍ରପତି ପଧାନ କଠିନ ଅଧ୍ୟବସାୟ ଆଗରେ ସବୁକିଛି ହାର ମାନିବା ଭଳି ୟୁଟ୍ୟୁବରୁ ପଢ଼ି ଡାକ୍ତର ହେବାର ସୁଯୋଗ ପାଇଛନ୍ତି । ଛତ୍ରପତି ଏସ୍‌ସିବିରେ ବିଡିଏସ୍ ପାଠ୍ୟକ୍ରମରତୃତୀୟ ବର୍ଷର ଛାତ୍ର ।
Read More...

ବଲାଙ୍ଗିର-ସମ୍ବଲପୁର ରୋଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ୍‌ ଧକ୍କାରେ ସ୍କୁଟି ଚାଳକ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ବଲାଙ୍ଗିର-ସମ୍ବଲପୁର ରୋଡ଼ର ମାରୁତି ସୁଜୁକି ସୋ’ରୁମ୍‌ ନିଟକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍‌ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ ମୃତକ ସ୍କୁଟି୍‌ ଚାଳକ ଖମାରମୁଣ୍ଡାର ରବିନାରାୟଣ
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟିର ସ୍ଥାପନା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟିର ୧୩ତମ ସ୍ଥାପନା ହୋଟେଲ ସେଣ୍ଟ୍ରାଲ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି । ରୋଟାରିଆନ ଡଃ ସରିତା ମଲ୍ଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଆଇ ଡିଷ୍ଟ୍ରିକ୍ଟ ୩୨୬୧ର ଡିଜି ମନଜିତ ସିଂ ଆରୋରା
Read More...

ନିଜ ଉପରକୁ ନିଜେ ଗୁଳି ଚଳାଇଲେ ଇନ୍ସପେକ୍ଟର

କୋରାପୁଟ : କୋରାପୁଟ ଜିଲ୍ଲା ପୁଲିସ ମୁଖ୍ୟାଳୟର ନକ୍ସଲ ସେଲ ଭିତରେ ଜଣେ ଇନ୍ସପେକ୍ଟର ନିଜ ଉପରକୁ ଗୁଳି ଚଳାଇଥିବା ଜଣାପଡିଛି । ଇନ୍ସପେକ୍ଟର ଜଣକ ହେଲେ ନରେନ୍ଦ୍ର ବିଶ୍ଵାଳ । ସେଲ୍‌ରେ ଥିବା ଏକେ- ୪୭ ବନ୍ଧୁକରେ ସେ ନିଜ ବେକରେ ଗୁଳି ଫୁଟାଇଥିବା କୁହାଯାଉଛି । ତାଙ୍କୁ ପ୍ରଥମେ
Read More...

ମିଶନ ବାତ୍ସଲ୍ୟ ଅଧୀନରେ ପିତୃହୀନ ଅସହାୟ ପରିବାରର ଶିଶୁଙ୍କୁ ପୁଷ୍ଟପୋଷକତା ଆର୍ଥିକ ସହାୟତା ପ୍ରଦାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ପୁଷ୍ଟପୋଷକତା ଆର୍ଥିକ ସହାୟତା ପ୍ରଦାନ ମିଶନ ବାତ୍ସଲ୍ୟ ଅଧୀନରେ ପିତୃହୀନ ଅସହାୟ ପରିବାରର ଶିଶୁମାନଙ୍କ ଶିକ୍ଷା ସ୍ଵାସ୍ଥ୍ୟ ତଥା ପୁଷ୍ଟି ନିମନ୍ତେ ଜିଲ୍ଲାପାଳ ବିମଳେନ୍ଦୁ ରାଏ ପୁଷ୍ଟପୋଷକତା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଆଜି ଜିଲ୍ଲାପାଳଙ୍କ
Read More...

ମୋଦୀଙ୍କ ମିଶନ ଲାଇଫରେ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ "ମିଶନ୍ ଲାଇଫ" ଆଧାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭାରତ ବର୍ଷର ଛାତ୍ର ଓ ଯୁବ ବର୍ଗଙ୍କୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ଏକ କୋଟି ଗଛ ଲଗାଇବାର ସଂକଳ୍ପ ନିଅନ୍ତୁ ବୋଲି ଅନୁରୋଧ କରିଥିବାରୁ
Read More...

ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବନହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରାଜେଶ କୁମାର ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତଥି ଭାବେ ପ୍ରକୃତିବନ୍ଧୁ ମୀନକେତନ ସାହୁ ଯୋଗଦାନ କରି
Read More...

ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ନିର୍ଭୁଲ୍ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ପ୍ରାକ୍ ପରିମାର୍ଜନ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ନିର୍ଭୁଲ୍ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ ସଭା କକ୍ଷରେ ଏକ ପ୍ରାକ୍ ପରିମାର୍ଜନ ସର୍ବେକ୍ଷଣ ପାଇଁ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି । ଏଥିରେ ପଦ୍ମପୁର
Read More...