pakka

ନିଜ ଉପରକୁ ନିଜେ ଗୁଳି ଚଳାଇଲେ ଇନ୍ସପେକ୍ଟର

bbehera

କୋରାପୁଟ : କୋରାପୁଟ ଜିଲ୍ଲା ପୁଲିସ ମୁଖ୍ୟାଳୟର ନକ୍ସଲ ସେଲ ଭିତରେ ଜଣେ ଇନ୍ସପେକ୍ଟର ନିଜ ଉପରକୁ ଗୁଳି ଚଳାଇଥିବା ଜଣାପଡିଛି । ଇନ୍ସପେକ୍ଟର ଜଣକ ହେଲେ ନରେନ୍ଦ୍ର ବିଶ୍ଵାଳ ।

ସେଲ୍‌ରେ ଥିବା ଏକେ- ୪୭ ବନ୍ଧୁକରେ ସେ ନିଜ ବେକରେ ଗୁଳି ଫୁଟାଇଥିବା କୁହାଯାଉଛି । ତାଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲ୍ କଲେଜ ଓ ପରେ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି । ତେବେ ଏନେଇ ପୁଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ ।

jay balangir
Leave A Reply

Your email address will not be published.

15 + seventeen =