Daily Archives

ଦଧିବାମନ ଜଗନ୍ନାଥ ମନ୍ଦିର ଜମିକୁ ନେଇ କନ୍ଦାଜୁରୀ ଗ୍ରାମରେ ଉତ୍ତେଜନା : ଗଣ୍ଡଗୋଳରେ ଜଣେ ଆହତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା କନ୍ଦାଜୁରୀ ଗ୍ରାମରେ ଥିବା ଦଧିବାମନ ମହାପ୍ରଭୁଙ୍କ ଜମିକୁ ନେଇ ପୂଜକ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପୂଜକ ପରିବାରଙ୍କ ଆକ୍ରମଣରେ ଜଣେ ଗ୍ରାମବାସୀ ଆହତ ହେବା ପରେ ଗ୍ରାମରେ ଉତ୍ତେଜନା
Read More...

ଶିକ୍ଷକ ନିଯୁକ୍ତି ଦାବୀରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପକ୍ଷରୁ ବିଇଓ ଅଫିସରେ ଲିଖିତ ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାନଫାସଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଭିଭାବକମାନଙ୍କ ସହ ବ୍ଲକ ଶିକ୍ଷା ଅଧିକାରୀ ରୀନା ବେହେରାଙ୍କୁ ସାକ୍ଷାତ କରି ଶିକ୍ଷକ ନିଯୁକ୍ତି ପାଇଁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ
Read More...

ଡେଲାଙ୍ଗ ବ୍ଲକରେ ମିଶନ ଶକ୍ତି ଦ୍ଵାରା ବ୍ୟାଙ୍କ ଋଣ ଓ ସୁଧର ଫେରସ୍ତ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ମିଶନ ଶକ୍ତି ଦ୍ଵାରା ବ୍ୟାଙ୍କ ଋଣ ଓ ସୁଧର ଫେରସ୍ତ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଗଡ଼ମୋଟରୀ କଲ୍ୟାଣ ମଣ୍ଡପ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ବାସନ୍ତି ସାହୁ, ଉପାଧ୍ୟକ୍ଷ
Read More...