Daily Archives

ହରିଶଙ୍କର ମା’ ବିନ୍ଧ୍ୟବାସିନୀ ମନ୍ଦିରର ୫୬ ଡିସିମିଲ ପଡ଼ିଆର ସୁରକ୍ଷା ସହ ଦଖଲ ପାଇଁ ସର୍ବଭାରତୀୟ ବିଂଝାଲ…

ଦାବୀ ପୂରଣ ନ ହେଲେ ଭୟାବହ ଆନ୍ଦୋଳନ ଚେତାବନୀ ସମ୍ବଲପୁର : ବଲାଙ୍ଗିର ଜିଲ୍ଲା ହରିଶଙ୍କର ସ୍ଥିତ ମା' ବିନ୍ଧ୍ୟବାସିନୀ ମନ୍ଦିର ପ୍ରାଙ୍ଗଣରେ ଥିବା ୫୬ ଡିସିମିଲ ପଡ଼ିଆର ସୁରକ୍ଷା କରିବା ନେଇ ସର୍ବଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ସମ୍ବଲପୁର ରେଭେନ୍ୟୁ ଡିଭିଜନାଲ କମିଶନର (ଆର୍‌ଡିସି)
Read More...

ବାରମ୍ବାର ବିଜୁଳି ବିଭ୍ରାଟ ପ୍ରତିବାଦରେ ବିଜେପିର ବାଇକ୍ ରେଲି ଓ ଇଲେକ୍ଟ୍ରି ଅଫିସ ଘେରାଓ

ବରଗଡ, (ନିରୋଜ କୁମାର ପାଣୀ) : ବାରମ୍ବାର ବିଜୁଳି ବିଭ୍ରାଟ ପ୍ରତିବାଦରେ ବିଜେପି ପକ୍ଷରୁ ବାଇକ୍ ରେଲି ଓ ଇଲେକ୍ଟ୍ରି ଅଫିସ ଘେରାଓ କରାଯାଇଛି । ସୂଚନା ଅନୁସାରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜନ ଜୀବନ ଅତିଷ୍ଠ ହୋଇ ପଡିଥିବା ବେଳେ ବରପାଲି ବ୍ଲକରେ ଟାଟା ପାୱାରର ଅଘୋଷିତ
Read More...

ରୋଟାରୀ କ୍ଲବ ଅଫ୍ କଟକ ଅଭିନବ ତରଫରୁ ଜାତୀୟ ଡାକ୍ତର ଦିବସ ମହାସମାରୋହରେ ପାଳିତ : ୨୬ ଜଣ ଚିକିତ୍ସକ ସମ୍ବର୍ଦ୍ଧିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ୍ ଅଭିନବ ତରଫରୁ ଜୁଲାଇ ୧ ତାରିଖ ଶନିବାର ଦିନ ଦି ଲିଙ୍କ୍ ଚକ୍ଷୁ ଚିକିତ୍ସାଳୟ ଏବଂ ଗବେଷଣା ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ରୋଟାରି କ୍ଲବ୍ ଅଫ୍ ଅଭିନବ କଟକର ସଭାପତି ଆଲୋକ କୁମାର ସାହୁଙ୍କ ସଭାପତିତ୍ୱରେ ଜାତୀୟ ଡାକ୍ତର ଦିବସ ମହାସମାରୋହରେ
Read More...

ପାଲା ସମିତିର ୧୧ତମ ବାର୍ଷିକ ମହୋତ୍ସବ ଓ ଗୁରୁପୂଜା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀ ଅନନ୍ତ ଗୋପାଳ ଗୁରୁ ଦାସ ପାଲା ସମିତି ପକ୍ଷରୁ ଅନୁଷ୍ଠାନର ୧୧ତମ ବାର୍ଷିକ ଉତ୍ସବ ଓ ବ୍ୟାସ ପୂର୍ଣ୍ଣିମା ଅବସରରେ ଗୁରୁ ପୂଜା କାର୍ଯ୍ୟକ୍ରମ ଶ୍ରୀ ଖେଲେଶ୍ୱର ଦେବ ମନ୍ଦିର ପରିସରରେ ଆୟୋଜନ କରାଯାଇଥିଲା । ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ପାଲା
Read More...

କେଉଁଟ, କୈବର୍ତ୍ତ ଓ ଧୀବର ଜାତିକୁ ଅନୁସୂଚିତ ଜାତି ତାଲିକାରୁ ହଟାଇବାକୁ ଦାବୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଦଳିତଙ୍କ ପାଇଁ ଉଦ୍ଧିଷ୍ଟ ଅନୁସୂଚିତ ଜାତି ତାଲିକାରୁ କେଉଁଟ, କୈବର୍ତ୍ତ ଓ ଧୀବର ଜାତିକୁ ହଟାଇବାକୁ ଦାବୀ ହୋଇଛି । ଓଡିଶା ରାଜ୍ୟ କୈବର୍ତ୍ତ ଓ ଧୀବର ହଟାଓ କ୍ରିୟାନୁଷ୍ଠାନ କମିଟି ଏବଂ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଏହି ମର୍ମରେ ଲୋଇସିଂହା
Read More...

ଟିଟିଲାଗଡ଼ ଥାନା ଘେରାଉ କଲା ଆଦିବାସୀ କଲ୍ୟାଣ ସଙ୍ଘ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଲୁଥୁର୍‌ବନ୍ଧ ଗ୍ରାମ ପଞ୍ଚାୟତର ମହଦା ଗ୍ରାମରେ ପାର୍କ ନିର୍ମାଣକୁ ନେଇ ଗ୍ରାମବାସୀ ନିର୍ମାଣ ସ୍ଥାନ ପରିବର୍ତ୍ତନ କରିବା ପାଇଁ ଏକ ବର୍ଷରୁ ଅଧିକ ସମୟ ହେବ ଦାବୀ କରି ଆସୁଛନ୍ତି । ଯେଉଁ ଜାଗାରେ ପାର୍କ ନିର୍ମାଣ କରାଯିବାକୁ ଗ୍ରାମବାସୀମାନେ ବିରୋଧ
Read More...

ଉନ୍ନୟନ ସମନ୍ଵୟ ଓ ତଦାରଖ କମିଟି (ଦିଶା) ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ତଦାରଖ କମିଟି (ଦିଶା)ର ବୈଠକ କମିଟିର ଅଧ୍ୟକ୍ଷା ତଥା ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ
Read More...

ବାଲେଶ୍ୱର ସହରରେ ୨ ବସ୍‌ ମୁହାଁମୁହିଁ ଧକ୍କା, ଡ୍ରାଇଭର ସମେତ ୧୬ ଆହତ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାଲେଶ୍ୱର ସହରରେ ୨ ବସ୍‌ ମୁହାଁମୁହିଁ ଧକ୍କା ହୋଇ ବସ୍‌ର ଡ୍ରାଇଭର ସମେତ ୧୬ ଜଣ ଆହତ ହୋଇଛନ୍ତି । ଟାମୁଳିଆ ଓଭର୍‌ ବ୍ରିଜ୍ ଉପରେ ୨ ବସ୍‌ ମୁହାଁମୁହିଁ ଧକ୍କା ହୋଇଥିବା କୁହାଯାଇଛି । ଆହତଙ୍କୁ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି
Read More...

ମହାରାଷ୍ଟ୍ର ରାଜନୀତି : ବୈଠକ ପୂର୍ବରୁ ଅଜିତ ପାୱାରଙ୍କୁ ବଡ ଝଟ୍‌କା, ୪ ଜଣ ବିଧାୟକ ଏବଂ ଜଣେ ସାଂସଦ ଶରଦ ପାୱାରଙ୍କୁ…

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଗୋଳିଆ ଘଂଟା ମଧ୍ୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ, କାରଣ ଆଜି ଶରଦ ପାୱାର ଏବଂ ଅଜିତ ପାୱାର ସେମାନଙ୍କ ସମର୍ଥକଙ୍କ ବୈଠକ ଡାକିଛନ୍ତି । ଏହି ବୈଠକରୁ ସ୍ପଷ୍ଟ ହେବ ଯେ, କାହାର କେତେ ଶକ୍ତି ଅଛି । ତେବେ ଏହି ବୈଠକ ପୂର୍ବରୁ ଅଜିତ ପାୱାର ଏକ ବଡ଼
Read More...

ଲୋକନୃତ୍ୟ ଢାପ୍‌ ଉପରେ ଗବେଷଣା ପାଇଁ ବିପିନ ବାରିକ ମନୋନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ପ୍ରମୁଖ ଲୋକନୃତ୍ୟ ଢାପ ଉପରେ ଗବେଷଣା କରିବା ପାଇଁ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଥାଲବନ୍ଧ ଗ୍ରାମର ବିପିନ ବିହାରୀ ବାରିକ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତଥା ସଂସ୍କୃତି ଗବେଷଣା ଓ ତାଲିମ କେନ୍ଦ୍ର ନୂଆଦିଲ୍ଲୀ
Read More...