Daily Archives

ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଉଡ଼ୁଥିଲା ଡ୍ରୋନ୍, ତଦନ୍ତ କରୁଛି ପୋଲିସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଡ୍ରୋନ୍ ଉଡ଼ିବାର ଖବର ସାମ୍ନାକୁ ଆସିଛି । ସକାଳ ୫ ଟାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଧୀନରେ ନିୟୋଜିତ ଏସ୍‌ପିଜି ଏହି ବିଷୟରେ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଡ୍ରୋନ୍…
Read More...

ସିଭିଲ କୋର୍ଟ ପରିସରରେ ସିନିୟର ସିଭିଲ ଜଜ୍‌ଙ୍କ ପେପରଲେସ୍‌ କୋର୍ଟ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଆଜି ସକାଳ ୯. ୩୦ରେ ସିନିଅର ସିଭିଲ ଜଜ୍‌ଙ୍କ ପେପରଲେସ୍‌ କୋର୍ଟ ଉଦ୍‌ଘାଟିତ ହୋଇଯାଇଛି । ଆଭାସି ମାଧ୍ୟମରେ ଏହାକୁ ଉଦ୍‌ଘାଟନ କରିଛନ୍ତି ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ଼. ଜଷ୍ଟିସ୍‌ ଏସ୍‌ ମୁରଲୀଧର, ବଲାଙ୍ଗିର…
Read More...

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁପୂର୍ଣିମା ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟ ରସାନନ୍ଦ ତ୍ରିପାଠୀ ଉଦ୍ଦେଶ୍ୟ କଥନ କରିଥିଲେ । ମୁଖ୍ୟ ଅତିଥି ଭାବେ…
Read More...

୨୦୧୪ ବର୍ଷ ପର୍ଯ୍ୟନ୍ତ ଦେଶରେ କେବଳ ୩୮୦ ମେଡିକାଲ୍ କଲେଜ ଥିଲା, ବର୍ତ୍ତମାନର ସ୍ଥିତି କହିଲେ କେନ୍ଦ୍ର ମନ୍ତ୍ରୀ…

ନୂଆଦିଲ୍ଲୀ : ସ୍ୱାଧୀନତା ଠାରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ ମୋଟ ୩୮୦ ମେଡିକାଲ କଲେଜ ଥିଲା, ନରେନ୍ଦ୍ର ମୋଦୀ ସରକାର ଆସିବା ପରେ ଏଥିରେ ବୃଦ୍ଧି ଘଟିଛି । ରବିବାର ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ସରକାର ୨୦୧୪ରେ କ୍ଷମତାକୁ ଆସିବା ପରେ ୨୬୨ଟି ନୂତନ ମେଡିକାଲ…
Read More...

ଜରାସିଂହା ବୁଢ଼ିଆଈ ଯାତ୍ରା ଆଜି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଜରାସିଂହାରେ ଅନୁ‌ଷ୍ଠିତ ହେଉଥିବା ଐତିହାସିକ ବୁଢ଼ିଆଈ ଯାତ୍ରା ଗତ ଶନିବାର ଦିନ ଗୋରସ ରୋକା ହେବା ସହ ମନ୍ଦିରରେ ପୂଜା ଆରମ୍ଭ ହୋଇଥିଲା । ଶନିବାର ଦିନ ଗାଁର ସମସ୍ତ ଶ୍ରଦ୍ଧାଳୁ ନିଜ ନିଜ ଘରୁ ଗୋରସ ଆଣିବା ପର ବୁଢ଼ୀଆଇ ମନ୍ଦିରରେ…
Read More...

ଅଭିନବ ଶ୍ରୀକ୍ଷେତ୍ର ମୁରସିଂହ ଶ୍ରୀମନ୍ଦିର ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ମୁରସିଂହରେ ଶ୍ରୀକ୍ଷେତ୍ର ପୁରୀ ପରଂପରା ଚାଲି ଆସିଥିବା ରଥଯାତ୍ରା ରବିବାର ବିଲମ୍ବିତ ରାତିରେ ସମାପ୍ତ ହୋଇଯାଇଛି । ଗତ ୨୦ ତାରିଖ ରଥ ଦ୍ବିତୀୟ ଦିନଠାରୁ ରଥ ଟଣା ହୋଇ କୁତୁର୍ଲା ଆମ୍ବପାଲିରେ ମାଉସୀ ମା' ଘରେ ରହିଥିଲେ ଶ୍ରୀ ଜଗନ୍ନାଥ ।…
Read More...

ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଡାକ୍ତରଙ୍କ ଭୂମିକା ଅତୁଳନୀୟ

ସିଡବ୍ଲୁଏସ୍‌ ହସ୍ପିଟାଲରେ ଡାକ୍ତର ଦିବସ ପାଳିତ ରାଉରକେଲା, (ସସ୍ମିତା ପ୍ରଧାନ) : ଡାକ୍ତରଙ୍କୁ ସମାଜରେ ସ୍ୱତନ୍ତ୍ର ସ୍ଥାନ ମିଳିଛି । କୁହାଯାଏ ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ ବା ଭଗବାନଙ୍କ ଦ୍ଵିତୀୟ ଅବତାର । ବାସ୍ତବରେ ଜୀବନ ରକ୍ଷା ପାଇଁ ଡାକ୍ତରଙ୍କ ପ୍ରୟାସ ତଥା ଚିକିତ୍ସା…
Read More...