Daily Archives

ସମ୍ବଲପୁରୀ ଦିନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ପ୍ରସ୍ତୁତି ବୈଠକ ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ପୌରୋହିତ୍ୟରେ ରାଜବୋରାସମ୍ବର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । 'ସମ୍ୱଲପୁରୀ ଦିନ୍‌' ଦିନ ସମ୍ୱଲପୁରୀ ନୃତ୍ୟ ଗୀତ ନାଟକ ଓ କବିତା ପାଠ ହେବ । ଏହି…
Read More...

ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ରକ୍ତଦାନ କରି ଜନ୍ମଦିନ ପାଳନ କଲେ ଯୁବ କୁଲୁତା ସମାଜ ସଦସ୍ୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିନରେ ଜନ୍ମଦିନକୁ ଲୋକେ ବନ୍ଧୁ ବାନ୍ଧବଙ୍କ ଗହଣରେ କେକ୍‌ କାଟି ନାଚ ଗୀତ ସହ ବଡ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି । କିନ୍ତୁ ଠିକ୍‌ ସେତିକି ବେଳେ ଜନ୍ମଦିନରେ ରକ୍ତଦାନ କରି ଜନ୍ମଦିନ ଉତ୍ସବ ପାଳନ କରିବାକୁ କିଛି ଯୁବକ ଆଗେଇ ଆସିଛନ୍ତି । ବଲାଙ୍ଗିର…
Read More...

ଓମ୍‌ ଶାନ୍ତି ଯୋଗ ପୀଠରେ ଗୁରୁ ପୂର୍ଣ୍ଣିମା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଜେନ୍ଦ୍ର ପାର୍କଠାରେ ଓମ୍‌ ଶାନ୍ତି ଯୋଗ ପୀଠ ଦ୍ୱାରା ଗୁରୁ ପୂର୍ଣ୍ଣିମା ଦିବସ ପାଳନ କରାଯାଇଛି । ସକାଳେ ନିୟମିତ ଯୋଗ ଶିକ୍ଷା ପରେ ସଭାପତି ନାରାୟଣ ପାଢୀଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ କରାଗଲା ଓ ଗୁରୁ ପୂର୍ଣ୍ଣିମାର ମହତ୍ୱ ଉପରେ…
Read More...

ପର୍ଯ୍ୟଟନ ବିଭାଗ ଦେଇଛି ୫୦ଲକ୍ଷ : ବଡପ୍ୟାକେଜ ଅପେକ୍ଷାରେ ସନ୍ଥକବି ଭୀମଭୋଇଙ୍କ ସାଧନା, ସିଦ୍ଧି ଓ ସମାଧିପୀଠ

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ସନ୍ଥକବି ଭୀମଭୋଇ ହେଉଛନ୍ତି ମହିମାଧର୍ମର ଶ୍ରେଷ୍ଠ ପ୍ରଚାରକ । ତାଙ୍କ ପାଇଁ ମହିମାଧର୍ମ ବହୁମାତ୍ରାରେ ପ୍ରଚାର ଓ ପ୍ରସାର ଲାଭ କରିଥିଲା । ସୋନପୁର ଜିଲ୍ଲାର ଖଳିଆପାଲି ହେଉଛି ସନ୍ଥକବି ଭୀମଭୋଇଙ୍କ ସାଧନା, ସିଦ୍ଧି ଓ ସାମାଧି କ୍ଷେତ୍ର । ଜଣେ…
Read More...

ଲୋୟର ସୁକତେଲ ପ୍ରକଳ୍ପ ବିସ୍ଥାପିତଙ୍କ ବିଜୁଳି ସଂଯୋଗ ଓ ପାନୀୟ ଜଳ ଯୋଗାଣ ବିଛିନ୍ନ ବିରୋଧରେ ଜାତୀୟ ମାନବାଧିକାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୪ ଦିନ ହେଲା ବିଜୁଳି ସଂଯୋଗ ଓ ପାନୀୟ ଜଳ ଯୋଗାଣ ବନ୍ଦ କରି ଦିଆଯାଇଥିବାରୁ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି…
Read More...

ବିଶ୍ଲେଷଣ ପାକ୍ଷିକ ଖବର କାଗଜର ୪ର୍ଥ ସ୍ୱନକ୍ଷତ୍ର ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ଲେଷଣ ପାକ୍ଷିକ ଖବର କାଗଜର ୪ର୍ଥ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ମଂଟେସୋରୀ ପବ୍ଲିକ ସ୍କୁଲ ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି । ବିଶ୍ଲେଷଣର ସଂପାଦକ ରାଜେଶ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭବ୍ୟ ସଭାରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର…
Read More...

ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ପଣ୍ଡକାମାଲ ପଞ୍ଚାୟତର ଆମ୍ବଗାଁ ବିଦ୍ୟାଳୟରେ କାର୍ଯ୍ୟରତ ଥାଇ ଅବସର ଗ୍ରହଣ କରିଥିବା ଶିକ୍ଷକ ମିହିର କୁମାର ଦୁବେଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମ.ରାମପୁର ବ୍ଲକ୍ କଲୋନୀ ଉ.ପ୍ରା ବିଦ୍ୟାଳୟରେ…
Read More...

ଓଲଟିଲା ପଣସ ବୋଝେଇ ଅଟୋ : ଚାଳକ ଗୁରୁତର

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ବ୍ଲକ ଡମ କର୍ଲାଖୁଣ୍ଟା ଅନ୍ତର୍ଗତ ପାଜିବାହାଲୀ ଛକଠାରେ ମୋହନଗିରି ଠାରୁ ମ. ରାମପୁରକୁ ଆସୁଥିବା ଏକ ପଣସ ବୋଝଇ ଅଟୋ (ଓଡି୦୩ଏସ୍‌୮୮୮୦) ଭାରସାମ୍ୟ ହରାଇ ଓଲଟି ପଡିଛି । ଏଥିରେ ଚାଳକଙ୍କୁ ଗୁରୁତର ଅବସ୍ଥାରେ ମ.ରାମପୁର ଡାକ୍ତରଖାନାକୁ ଚିକତ୍ସା…
Read More...

ନୂତନ ଗଞ୍ଜାମ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଭାବେ ଆୟୁସୀ ପତିଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂତନ ଗଞ୍ଜାମ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଭାବେ ଆୟୁସୀ ପତି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୯ ବ୍ୟାଚର ଓଏଏସ୍‌ ଅଫିସର ଅଟନ୍ତି । ସେ ଗଞ୍ଜାମ ଜିଲ୍ଲାରେ ପ୍ରଥମ ଭାବେ ଏହି ଦାୟିତ୍ୱ ତୁଲାଇ ନିଜର ଚାକିରି କାଳ ଆରମ୍ଭ କରିଛନ୍ତି । ଏଣୁ…
Read More...