Monthly Archives

June 2023

ଡୁମାଲ ସମାଜର ଗ୍ରାମ୍ୟ ପ୍ରତିନିଧି ମଣ୍ଡଳୀ ଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ଅନ୍ତର୍ଗତ କେରମେଲି ଗ୍ରାମଠାରେ ଡୁମାଲ ସମାଜର ସଦସ୍ୟ/ସଦସ୍ୟା ବାରପୁଡୁଗିଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ କର୍ଲାପିଟା, ବରପିଟା ଓ କେରମେଲି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏକତ୍ରିତ ହୋଇ ଜିଲ୍ଲା ପ୍ରତିନିଧିଙ୍କ ଉପସ୍ଥିତିରେ ନିର୍ବାଚନୀ
Read More...

ସଚେତନ ନାଗରିକ ମଞ୍ଚର ଶୋକ

ରାଉରକେଲା, (ସସ୍ମତା ପ୍ରଧାନ) : ସଚେତନ ନାଗରିକ ମଞ୍ଚ ତରଫରୁ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା ସହ ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ଏହା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା ।
Read More...

ଚନ୍ଦ୍ରମଣି ନାଟ୍ୟ ସଂଘର ଶତ ବାର୍ଷିକୀ ପାଳନ ନିମନ୍ତେ ବୈଠକ

ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ରମଣି ନାଟ୍ୟ ସଂଘର ଶତ ବାର୍ଷିକୀ ପାଳନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ
Read More...

ଋଷିକୁଲ୍ୟା ନଦୀକୁ ଚିରସ୍ରୋତା କରିବା ପାଇଁ ଅଭିଯାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମଠାରେ ଋଷିକୁଲ୍ୟା ନଦୀକୁ ସୁରକ୍ଷା ଦେବା ସଙ୍ଗେ ସଙ୍ଗେ ଋଷିକୁଲ୍ୟା ନଦୀକୁ ଚିରସ୍ରୋତା କରିବା ଅଭିଯାନରେ ସାମିଲ ହେବା ପାଇଁ ଆୟୋଜିତ ସଭାରେ ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଥିଲା । ଋଷିକୁଲ୍ୟା ନଦୀ ହେଉଛି ଗଞ୍ଜାମର
Read More...

ଜୁନ ୨୨ରେ ବଲାଙ୍ଗିର ବନ୍ଦ ଡାକରା : ପଶ୍ଚିମ ଓଡିଶା ମହିଳା ସଂଗଠନର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ସମାଜରେ ଜାତି ଜାତି ଓ ଧର୍ମ ଧର୍ମରୁ ଆହୁରି ବଡ ବିଭେଦ ମହିଳା ଓ ପୁରୁଷ ସମାଜ ମଧ୍ୟରେ ରହିଛି । ଗୀତା ଭାଗବତ, କୋରାନ ଓ ବାଇବେଲର ପବିତ୍ର ସଂଦେଶ ମଧ୍ୟ ସମାଜରେ ନାରୀକୁ ତାର ପ୍ରକୃତ ହକ ଦେଇ ପାରିନାହିଁ । ଅନେକ କ୍ଷେତ୍ରରେ ପୁରୁଷ କୈନ୍ଦ୍ରିକ ସମାଜ
Read More...

ଖପ୍ରାଖୋଲ ଭୁଦେବ ପେଟ୍ରୋଲ ପମ୍ପରୁ ବେଆଇନ ଡିଜେଲ ପେଟ୍ରୋଲ ଚାଲାଣ ବେଳେ ଟ୍ରକ ଜବତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲଠାରେ ଆଜି ବେଆଇନ ଭାବେ ଡିଜେଲ ଓ ପେଟ୍ରୋଲ ଚାଲାଣ ହେଉଥିବା ଗୋଟିଏ ଛତିଶଗଡ ନମ୍ବର ବିଶିଷ୍ଟ ଟ୍ରକକୁ ଖପ୍ରାଖୋଲ ଯୋଗାଣ ନିରୀକ୍ଷକ ଜବତ କରିଛନ୍ତି । ସୂଚନା ଅନୁସାରେ ଆଜି ସକାଳ ୧୦ଟା ସମୟରେ ଗୋଟିଏ ଟ୍ରକ ନଂ ସିଜି ୪ ଏନ୍‌ଜେଡ
Read More...

ଟିଟିଲାଗଡ଼ରେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଲୋକେ କଲବଲ

ବିକାଶ କାର୍ଯ୍ୟ ଅପେକ୍ଷା କ'ଣ ଗ୍ରୀଡ ସ୍ଥାପନ ଜରୁରୀ ନ ଥିଲା : ସାଧାରଣରେ ପ୍ରଶ୍ନ ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାରା ରାଜ୍ୟରେ ଉତ୍ତପ୍ତ ସହର ରୂପେ ଟିଟିଲାଗଡ ସହର ପରିଚିତ । ଖରା ଦିନ ଆସିବା ପୂର୍ବରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ
Read More...

ଦୁଃଖଦ ରେଳ ଦୁର୍ଘଟଣା ପରେ ଓଡ଼ିଶା ଆସି ଉଦ୍ଧାର ଓ ସହାୟତା କାର୍ଯ୍ୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ପ୍ରିୟଜନଙ୍କୁ ହରାଇଥିବା ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହିତ ସରକାର ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି : ପ୍ରଧାନମନ୍ତ୍ରୀଆହତମାନଙ୍କୁ ଯଥାସମ୍ଭବ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ସବୁମତେ ଉଦ୍ୟମ କରାଯିବ : ପ୍ରଧାନମନ୍ତ୍ରୀହୃଦୟ ବିଦାରକ ଦୁର୍ଘଟଣାର ପ୍ରଶମନ ଲାଗି ‘ସାମଗ୍ରିକ ସରକାର’
Read More...

ବାଲିସାହି ପୋଖରୀ ପୁନଃ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କଥା ଦେଇ କଥା ରଖିଲେ ପ୍ରଶାସନିକ ଅଧିକାରୀ । ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ ୭ ବାଲିସାହିରେ ଥିବା ପୋଖରୀ ଦୀର୍ଘ ବର୍ଷ ହେବ ପଙ୍କ ଉଦ୍ଧାର ହୋଇ ନଥିବାରୁ ଖରାଦିନେ ପାଣି ଶୁଖି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥଲେ ଅଞ୍ଚଳବାସୀ । ଉକ୍ତ
Read More...

କର୍ଲାପିଟା, କେରମେଲି ଏବଂ ବରପିଟା ଗ୍ରାମରେ ଡୁମାଲ ସମାଜର ଗ୍ରାମ୍ୟ ପ୍ରତିନିଧି ମଣ୍ଡଳି ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ କେରମେଲି ଗ୍ରାମ ଠାରେ ଡୁମାଲ ସମାଜର ସଦସ୍ୟ ସଦସ୍ୟା ବାରପୁଡୁଗିଆ ଗ୍ରା.ପ. ଅଧିନସ୍ଥ କର୍ଲାପିଟା, ବରପିଟା ଓ କେରମେଲି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏକତ୍ରୀତ ହୋଇ ଜିଲ୍ଲା ପ୍ରତିନିଧିଙ୍କ ଉପସ୍ଥିତିରେ ନିର୍ବାଚନୀ ପ୍ରକ୍ରିୟାରେ
Read More...