Monthly Archives

June 2023

ବଜ୍ରାଘାତରେ ତିନି ଗୋରୁଙ୍କ ମୃତ୍ୟୁ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଗୋଛାଡେଙ୍ଗେନ ଗ୍ରାମ ପଞ୍ଚାୟତର କନ୍ଧସରାବାହାଲି ଗ୍ରାମରେ ଆଜି ବଜ୍ରାଘାତରେ ତିନି ଗୋରୁଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ ଆଜି ଦିନ ପ୍ରାୟ ଦୁଇଟା ସମୟରେ ହୋଇଥିବା ବଜ୍ରାଘାତରେ ଗୋଟିଏ ଗାଈ ଏବଂ ଦୁଇ ପଟ ବଡ଼
Read More...

ଟିକ୍ରାପଡା ଚାନ୍ଦ ମନ୍ଦିରରେ ଶ୍ରୀଜୀଉ ମାନଙ୍କ ସ୍ନାନଯାତ୍ରା ଓ ହାତୀ ବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଶ୍ରୀକ୍ଷେତ୍ର ଚାନ୍ଦ ମନ୍ଦିର ଠାରେ ଶ୍ରୀଜୀଉ ମାନଙ୍କର ସ୍ନାନ ଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୦ଟା ସମୟରୁ ଶ୍ରୀଜୀଉମାନଙ୍କର ମହାସ୍ନାନ, ମନ୍ଦିର ପୂଜକ
Read More...

ବଜ୍ରାଘାତରେ ବୃଦ୍ଧଙ୍କ ମୃତ୍ୟୁ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା କରଲାମୁଣ୍ଡା ବ୍ଲକର କୁଶୁରଲା କଲୋନୀପଡ଼ାର ଚାଷୀ ୬୦ ବର୍ଷୀୟ ବୃଦ୍ଧ ମହିଚନ୍ଦ୍ର ନାଗ ନିଜ ଚାଷ ଜମିରୁ ଅପରାହ୍ଣରେ ଜାଲେଣି କାଠ ସଂଗ୍ରହ କରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ । ପରେ ୧୦୮ଆମ୍ବୁଲାନସକୁ ଫୋନ୍ କରି ଏମ୍‌.ରାମପୁର
Read More...

ରିଷିଡାରେ ଶ୍ରୀଜଗନ୍ନାଥଙ୍କ ସ୍ନାନ ଯାତ୍ରା

କଳାହାଣ୍ଡି, (ନରୋତ୍ତମ ସେଲମା) : ଆଜି କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ରିଷିଡାଠାରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ବିଧି ବ୍ୟବସ୍ଥା ମୁତାବକ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କୁ ରତ୍ନବେଦୀରୁ ସ୍ନାନବେଦୀକୁ ଅଣାଯାଇ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା ।
Read More...

କୁତମୁଣ୍ଡାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ପାଟଣାଗଡ଼, (ପୁସ୍ତମ ଯୁଆଡ଼ି) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକର କୁତମୁଣ୍ଡା ଗ୍ରାମର ସ୍ୱେଛାସେବୀ ଯୁବସଂଘ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଘସିଏନର ଗୋପୀନାଥ ନାଏକ (ପିଇଓ)ଙ୍କ ନେତୃତ୍ୱରେ ଏକ ଦଶ ଜଣିଆ ଡାକ୍ତରୀ
Read More...

ବିପଦପୂର୍ଣ୍ଣ ଅବସ୍ଥାରେ ବସିଛି ଟ୍ରାନ୍ସଫର୍ମର

ବଙ୍ଗୋମୁଣ୍ଡା, (ପୁସ୍ତମ୍ ଯୁଆଡ଼ି) : ବଙ୍ଗୋମୁଣ୍ଡା ବ୍ଲକ୍ କଁସିଲ ଗାଁର ପ୍ରାୟ ୩ଟି ଟ୍ରାନ୍ସଫର୍ମରରେ ବ୍ୟାରିକେଟ୍‌ ନାହିଁ । ଦୁଇଟି ଟ୍ରାନ୍ସଫର୍ମର ଅଙ୍ଗନୱାଡି ପାଖାପାଖି ଓ ମୁଖ୍ୟ ରାସ୍ତା ଲାଗିଥିବାରୁ ଜନସାଧାରଣ ଓ ପଶୁମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଛି । ଟ୍ରାନ୍ସଫର୍ମରର ବିଦ୍ୟୁତ୍
Read More...

ପୁଣି ଲୋକଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ନେଇ ଥାନରେ ଅଭିଯୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକରେ ଏବେ ବି କାଙ୍ଗାରୁ କୋର୍ଟ କରାଯାଇ ସାଧାରଣ ଲୋକଙ୍କୁ ସାମାଜିକ ବାସନ୍ଦ କରାଯାଇ ମାନସିକ ଯନ୍ତ୍ରଣା ଦିଆଯାଉଥିବା ଅଭିଯୋଗ ହୋଇଆସୁଛି । କିଛି ଦିନ ତଳେ ସନ୍ତୋଷପୁର ଗ୍ରାମରେ ନିଜ ବଂଶର ଏକ ଦଶାହ କାର୍ଯ୍ୟରେ ଜୈନେକ ମହିଳା ଯୋଗଦେବାକୁ
Read More...

ଆଇଆର୍‌ଇ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ଦେବସ୍ନାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍‌ଇ ଜଗନ୍ନାଥ ମନ୍ଦିରରେ ଆଜି ପୂର୍ବାହ୍ନରୁ ଶ୍ରୀଜୀଉଙ୍କୁ ସ୍ନାନମଣ୍ଡପକୁ ଗୋଟି ପହଣ୍ଡିରେ ଆଣି ବିଜେ କରିଛନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନମଣ୍ଡପକୁ ଆଣି ୧୦୮ କଳସରେ ସେବାୟତମାନେ ଦିଅଁଙ୍କ ମହାସ୍ନାନ କରାଇଛନ୍ତି । ସ୍ନାନପରେ ଶ୍ରୀ
Read More...

ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା ଏବଂ ମୃତାହତଙ୍କ ଆତ୍ମାର ଶାନ୍ତି ଓ ସତ୍‌ଗତି ନିମନ୍ତେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ ଚେନ୍ନାଇ-ହାୱଡା କରମଣ୍ଡଳ ଏକ୍ସପ୍ରେସ ମିଶି ତିନୋଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବାରୁ ବହୁ ସଂଖ୍ୟାରେ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ବିପୁଳ ସଂଖ୍ୟାରେ ଯାତ୍ରୀ ଆହତ ହୋଇଥିବା ଖବର ଶୁଣି ବଲାଙ୍ଗିର ସ୍ୱେଚ୍ଛାସେବୀ
Read More...

ଟାକିରିଆ-ବ୍ରହ୍ମପୁରରେ ମା’ କନକଦୁର୍ଗାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

- ଶେଷରେ ରାମାୟଣ ମଞ୍ଚସ୍ଥ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଣମଣା ପଞ୍ଚାୟତ ଅନ୍ତର୍ଭୁକ୍ତ ଟାକିରିଆ-ବ୍ରହ୍ମପୁରର ମା' କନକଦୁର୍ଗାଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି
Read More...