Daily Archives

ବିଶ୍ୱ ରକ୍ତଦାତା ଦିବସରେ ରକ୍ତଦାତାମାନଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷେ ପଦ୍ମପୁର ରକ୍ତଭଣ୍ଡାର ତରଫରୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟଠାରେ ଏକ ସଭାର ଆୟୋଜନ କରାଯାଇଛି । ଏହି ସଭାରେ ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ସରୋଜ କୁମାର ସେଠ, ଡା. ଗୀତାପୀଉଷ ସିନ୍ଧୁ ମିଶ୍ର, ଡା. ଯଦୁମଣି
Read More...

ପଦ୍ମପୁରରେ ଲୋକକଳା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପୂର୍ବାହ୍ନରେ ସ୍ଥାନୀୟ ପଦ୍ମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସ୍ତରରେ ଓଡିଆ ଭାଷା, ସଂସ୍କୃତି ଓ ସାହିତ୍ୟ ବିଭାଗ ଦ୍ୱାରା ପାଳିତ ହୋଇଥିବା ଲୋକକଳା ଉତ୍ସବ ପଦ୍ମପୁର ବ୍ଲକ ସଂସ୍କୃତି ସଂଘ ଆନୁକୂଲ୍ୟରେ ଏକ ଭବ୍ୟ ପରିବେଶ ଭିତରେ ଅନୁଷ୍ଠିତ
Read More...

ବିଶ୍ୱ ରକ୍ତଦାତା ଦିବସରେ ବିରଞ୍ଚି ଦାଶ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ଭୁବନେଶ୍ୱର ଆନୁକୂଲ୍ୟରେ ରେଡକ୍ରସ ଭବନରେ ରାଜ୍ୟସ୍ତରୀୟ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କୁ ରକ୍ତ ନାୟକ ସମ୍ମାନ
Read More...

ଦାବୀ ଦୋହରାଇଲେ ନରସିଂହ : ସମଲେଶ୍ୱରୀ ମନ୍ଦିର ତଥା ଦେବୋତ୍ତର ଭିତ୍ତି ଭୂମୀର ବିକାଶ ପାଇଁ ୫୦୦ କୋଟି ଦାବୀ

ସମଲେଶ୍ୱରୀ ମନ୍ଦିର ଓ ଭିତ୍ତି ଭୂମୀର ବିକାଶ ହେଲେ ଯୁବକ ପାଇବେ ରୋଜଗାର : ନରସିଂହ ବଲାଙ୍ଗିର (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ସମଲେଶ୍ୱରୀ ମନ୍ଦିରର ପୁନଃ ନିର୍ମାଣକୁ ନେଇ ପୂର୍ବରୁ କରିଥିବା ଦାବୀକୁ ଦୋହରାଇଛନ୍ତି । ଏକ ପ୍ରେସ
Read More...

ଗ୍ରୀଷ୍ମ ଅବକାଶରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣୀୟ କାର୍ଯ୍ୟକ୍ରମର ସୁପରିଚାଳନା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ମୟାବର୍ହାର ପ୍ରଧାନ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିକ୍ଷକ ବୃନ୍ଦ ଗ୍ରୀଷ୍ମ ଛୁଟିରେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷଣୀୟ କାର୍ଯ୍ୟକ୍ରମର ସୁପରିଚାଳନା କରିଛନ୍ତି
Read More...

ଭାରସାମ୍ୟ ହରାଇ ଓଲଟିଲା ଶାଳ ମଞ୍ଜି ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଭାରସାମ୍ୟ ହରାଇ ଓଲଟିଲା ଶାଳ ମଞ୍ଜି ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର । ଏଭଳି ଏକ ଘଟଣା ଘଟିଛି, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗଦ୍ରିଙ୍ଗିଆ ଘାଟି ନିକଟରେ । ସୂଚନା ପ୍ରକାରେ ବୁଧବାର ଦିନ
Read More...

ବରଗଡ଼ ଚିନିକଳକୁ ବିକ୍ରି ନକରି ପୁନଃ ଉଦ୍ଧାର କରିବାକୁ ଦାବୀ କଲା ଆପ୍ : ହସ୍ତତନ୍ତ ଓ ବୟନ ଶିଳ୍ପମନ୍ତ୍ରୀଙ୍କୁ…

ବରଗଡ଼, (ନିରୋଜ କୁମାର ପାଣୀ) : ପୁଣି ତେଜିଲା ବରଗଡ଼ ସମବାୟ ଚିନିକଳ ବିକ୍ରି ପ୍ରସଙ୍ଗ । ଏହି ସଂସ୍ଥାକୁ ବିକ୍ରି କରେଇ ନଦେବାକୁ ଆମ୍ ଆଦମୀ ପାର୍ଟି ପୁଣି ଦାବୀ କରି ବରଗଡ଼ ଜିଲ୍ଲାର ମନ୍ତ୍ରୀ ରୀତା ସାହୁଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛି । ବୁଧବାର ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କ ସହ
Read More...

ଯୌତୁକରେ ମୋଟର ସାଇକେଲ ମାଗିଲେ ଅର୍ଜୁନ : ମଙ୍ଗଳସୂତ୍ର ସହ ଶଙ୍ଖାଚୁଡ଼ି ଖୋଲି ଦେଲେ ଦେବକୀ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ନବ ବିବାହିତାଙ୍କ ଯୌତୁକକୁ ବିରୋଧ ଘଟଣା ଏବେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଯୌତୁକରେ ବର ମୋଟର ସାଇକେଲ ମାଗିବାରୁ ସମସ୍ତଙ୍କ ସାମ୍ନାରେ ମଙ୍ଗଳ ସୂତ୍ର ଓ ଶଙ୍ଖା, ଚୁଡି ଖୋଲି ଦେଇ ବାପା ଘରକୁ
Read More...

ଛୁଇବନ୍ଧରେ ରାସ୍ତାକଡରେ ଥିବା ଟ୍ରକକୁ କାର୍‌ ପିଟିବା ଘଟଣା : ସଦର ଥାନାରେ ଟ୍ରକ ସହ ଟ୍ରକ ଚାଳକ ଅଟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର - ସମ୍ବଲପୁର ଜାତୀୟ ରାଜପଥ ନମ୍ବର ୨୬, ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଛୁଇବନ୍ଧରେ ରାସ୍ତାକଡରେ ଥିବା ଟ୍ରକକୁ ଏକ କାର୍‌ ପିଟି ଦେଇଥିବା ବେଳେ ଏଥିରେ କାର୍‌ରେ ବସିଥିବା ୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଘଟଣାସ୍ଥଳରେ ହିିଁ ମୃତ୍ୟୁ ହୋଇଥିଲା । ତେବେ
Read More...

କନ୍ଧମାଳରେ ଫୁଟିଲା ଗୁଳି : ୧ ଗୁରୁତର

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଡାକପାଲା ଅଂଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି । ଗୁଳି ମାଡ଼ରେ ଡ଼ାକପାଲା ଅଂଚଳର ଅଜିତ ପ୍ରଧାନ ନାମକ ଜଣେ ଯୁବକ ଗୁରୁତର ହୋଇପଡିଥିବା କୁହାଯାଉଛି । ଅଜିତଙ୍କ ଛାତିରେ ଗୁଳି ବାଜିଛି ।
Read More...
error: Content is protected !!