Daily Archives

ଆଜି ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ୱର : ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ସରସଂଘ ଚାଳକ ଡ. ମୋହନ ଭାଗବତ । ଶୁକ୍ରବାର ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଟକର ଗତିରାଉତପାଟଣାସ୍ଥିତ କେଶବଧାମକୁ ଯାତ୍ରା କରିବେ । କେଶବଧାମରେ ସଂଘର…
Read More...

ବିଭିନ୍ନ ପଞ୍ଚାୟତକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ଶ୍ରୀ ସାଲୁଜା ବଙ୍ଗୋମୁଣ୍ଡା ବ୍ଲକର କଁସିଲ ଓ ମୁଣ୍ଡପଦର ପଞ୍ଚାୟତକୁ ଗସ୍ତ କରିଥିଲେ । ବିଭିନ୍ନ…
Read More...

ସନ୍ଧ୍ୟା ସାଥୀ ଫ୍ରେଣ୍ଡସ୍‌ କ୍ଲବ ପକ୍ଷରୁ ଭୀମଭୋଇ ମେଡିକାଲ କଲେଜର ମେଡ଼ିସିନ ୱାର୍ଡ ପାଇଁ କୁଲର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସନ୍ଧ୍ୟା ସାଥୀ ଫ୍ରେଣ୍ଡସ୍‌ କ୍ଲବ ସଦସ୍ୟମାନଙ୍କ ତରଫରୁ ଭୀମଭୋଇ ମେଡିକାଲ କଲେଜର ଅଧ୍ୟକ୍ଷ ଡ଼ଃ ମାନସି ପଣ୍ଡା ଏବଂ ହସ୍ପିଟାଲ ମେନେଜର ସୁଦିପ ଦତ୍ତଙ୍କ ଉପସ୍ଥିତରେ ଦୁଇଗୋଟି କୁଲର ମେଡ଼ିସିନ ୱାର୍ଡ ପାଇଁ ପ୍ରଦାନ କରାଯାିଛି ।…
Read More...