Monthly Archives

January 2023

ବନ୍ଧପଡା ହାଇସ୍କୁଲ ବାର୍ଷିକ କ୍ରୀଡା ଉଦ୍‌ଯାପିତ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ବନ୍ଧପଡା ହାଇସ୍କୁଲ ୧୬ତମ ଚନ୍ଦ୍ରକାନ୍ତି ମେମୋରିଆଲ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ଶ୍ୟାମସୁନ୍ଦର ବଗର୍ତ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଇର୍ନ୍ତଳା ବ୍ଲକ ଅଧ୍ୟକ୍ଷ ସରୋଜ
Read More...

ମୋହନଗିରି ଠାରେ ୧୮ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ସେମିଫାଇନାଲ୍‌ରେ ପହଞ୍ଚିଲା ବଲାଙ୍ଗିର କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମୋହନଗିରି ଠାରେ ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆରମ୍ଭ ହୋଇଥିବା ୧୮ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଚତୁର୍ଥ ଦିନ ବଲାଙ୍ଗିର ଓ
Read More...

କଛାରପାଲି ପ୍ରହାରୀ ପାଇଁ ଶୁଭାସ୍ତମ୍ଭ ସ୍ଥାପନ

ଦେଓଗାଁ, (କେପିଏନ୍‌ଏସ୍‌) : ଆସନ୍ତା ମାଘ ଶୁକ୍ଳପକ୍ଷ ଏକାଦଶୀରୁ ଦେଓଗାଁ ସଦର ପଞ୍ଚାୟତ କଛାରପାଲିସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ହେବାକୁ ଥିବା ୨୪ ପ୍ରହର ନାମଯଜ୍ଞ ପାଇଁ ବୁଧବାର ରାତିରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । କଛାରପାଲି ଜଗନ୍ନାଥ
Read More...

ସହଯୋଗର ହାତ ବଢାଇଲା ଜୁନିଅର ରେଡକ୍ରସ ୟୁନିଟ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସମାଜରେ ଅବହେଳିତ ପରିବାର ଖରା, ବର୍ଷା ଏବଂ ଶୀତରୁ ଅସୁରକ୍ଷିତ ହୋଇଥାଏ । ନିଜ ନିଜର ମୌଳିକ ଆବଶ୍ୟକତା ପୂରଣ କରିବାରେ ଅକ୍ଷମ ହୋଇଥାଏ । ସେମାନଙ୍କୁ ମାନବୀୟ ସେବା ଯେଗାଇଦେବାର ସମୟ ଆସିଛି । ଏ କଥାକୁ ଲକ୍ଷ୍ୟ କରି ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ
Read More...

ମା’ଙ୍କୁ ସମ୍ମାନର ନିଦର୍ଶନ : ଅପରାଧିକୁ ସୁରକ୍ଷା ଦେବା ପାଇଁ ଧମକ ଚମକ ଦେଇ ଥାନାରେ ଏଫ୍‌ଆଇଆର୍‌ ବଦଳାଇଥିବା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଘରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରି ମାଡି ପିଟ୍‌ କରିଥିବା ବିଜୁ ଜନତା ଦଳର ଜଣେ ଅପରାଧିକୁ ସୁରକ୍ଷା ଦେବା ପାଇଁ ପଦ୍ମପୁର ପୋଲିସ ଅଭିଯୋଗକାରୀକୁ ଥାନାରେ ଧମକ ଚମକ ଦେଇ ଏଫ୍‌ଆଇଆର୍‌ ବଦଲା ଯାଇଥିବା ନେଇ ପଦ୍ମପୁର ଏସ୍‌ଡିପିଓଙ୍କଠାରେ ଅଭିଯୋଗ ହୋଇଛି
Read More...

ସଡକ ଦୁର୍ଘଟଣା : ୧ ଗୁରୁତର

ବରଗଡ଼, (କେପିଏନ୍‌ଏସ୍‌) : ସଡକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା କଳାପାଣି ଛକ ୫୩ ନମ୍ବର ଜାତୀୟ ରାଜପଥରେ ବୁଧବାର ସକାଳ ପ୍ରାୟ ୧୦ଟା ବେଳେ ଗୋଟିଏ କଣ୍ଟେନର ସମ୍ବଲପୁର ପଟରୁ ବରଗଡ଼ ପଟକୁ ଆସୁଥିବା ସମୟରେ କଣ୍ଟେନରକୁ ଓଭର୍‌ଟେକ୍‌
Read More...

କାଏଲ୍‌ ଠାନୁ ମୂଲ୍‌ ହେବା ବଲାଙ୍ଗିର ଲୋକଉତ୍ସବ : ସଜେଇ ହେଲାନ’ କୋଶଳ କଳାମଣ୍ଡଳ, ଗୁଡେ ଘୁଲ୍‌ଘୁଲା ବାନ୍ଧ୍‌ଲାନ’…

ବଲାଙ୍ଗିର, (କେପିଏନ୍‌ଏସ୍‌) : କାଏଲ୍‌ ଠାନୁ ମୂଲ୍‌ ହେବା ବଲାଙ୍ଗିର ଲୋକଉତ୍ସବ : ସଜେଇ ହେଲାନ’ କୋଶଳ କଳାମଣ୍ଡଳ, ଗୁଡେ଼ ଘୁଲ୍‌ଘୁଲା ବାନ୍ଧ୍‌ଲାନ’ କଳାକାର । ବଲାଙ୍ଗିର ଜିଲ୍ଲା ପ୍ରଶାସନ୍‌ ବି ପ୍ରସ୍ତୁତ ହେଇ ସାର୍‌ଲାନ’ । ଗଲା କାଲି ବେଲ୍‌ବୁଡ଼ାକେ ଜିଲ୍ଲା ପ୍ରଶାସନ୍‌ ତରଫ୍‌ ନୁ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୯ ମୃତ

ମୁମ୍ବାଇ : ମୁମ୍ବାଇ-ଗୋଆ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ଗୋରେଗାଓଁ ପୋଲିସ ଷ୍ଟେସନ ଅନ୍ତର୍ଗତ ରୋପୋଲି ଗ୍ରାମ୍ୟ ନିକଟ ମୁମ୍ବାଇ-ଗୋଆ ରାଜପଥରେ ଘଟିଛି । ଏକ ଟ୍ରକ ଏବଂ ଚାରି ଚକିଆ ଯାନ ମଧ୍ୟରେ ଦୁର୍ଘଟଣା
Read More...

ସିଂହାମୁଣ୍ଡା ହାଇସ୍କୁଲର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ସିଂହାମୁଣ୍ଡା ପଞ୍ଚାୟତ ୟୁଜି ହାଇସ୍କୁଲର ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସାଧନା ଭୋଇଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭାପତି ଅଜିତ ବଗର୍ତ୍ତୀ ଅତିଥି ଭାବେ
Read More...

ବିଦ୍ୟାଳୟରୁ ଚାଉଳ ନେଇ ଖାଇଗଲେ ହାତୀପଲ

ନିମବାହାଳି : ଢେଙ୍କାନାଳ ବନଖଣ୍ଡ ଅଧିନ ମେରାମଣ୍ଡଳି ସେକ୍ସନ ଅଧିନ ସୁରଭି ସ୍ଥିତ ପ୍ରାଥମିକ ବିଦ୍ୟାଳୟରୁ ବଣୁଆ ହାତୀପଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ଚାଉଳକୁ କବାଟ ଓ ଝରକା ଭାଙ୍ଗି ଲୁଟି ନେଇଥିବା ଜଣାପଡିଛି । ବୁଧବାର ୧୦ ଟିକିଆ ହାତୀପଲ ବିଦ୍ୟାଳୟର ପାଚେରୀ, ମୁଖ୍ୟ
Read More...