ନନ୍ଦନକାନନରେ ମା’ ହେଲା ଧୂସର ଗଧିଆ : ୫ଟି ଶାବକ ଜନ୍ମ
ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଇତିହାସର ପ୍ରଥମ ଥର ପାଇଁ ଗଧିଆ ଶାବକ ଜନ୍ମ ହୋଇଛି । ପ୍ରାଣୀ ଉଦ୍ୟାନର ୨୭ (ଖ) ଖୁଆଡ଼ରେ ରହୁଥିବା ଏକ ମାଈ ଗଧିଆ ଶାବକ ଜନ୍ମ ଦେଇଛି । ଗଧିଆଟି ୫ଟି ଶାବକ ପ୍ରସବ କରିଥିବା ବେଳେ ଆହୁରି ଅଧିକ ଜନ୍ମ ଦେବ ବୋଲି କର୍ତ୍ତୃପକ୍ଷ ଆଶା କରିଛନ୍ତି । ତେବେ!-->…
Read More...
Read More...