Monthly Archives

January 2023

ଯୁବ ସାମ୍ବାଦିକଙ୍କ ଅକାଳ ବିୟୋଗକୁ ନେଇ ଗଞ୍ଜାମ ପ୍ରେସକ୍ଲବର ଶୋକସଭା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବ୍ରହ୍ମପୁରରେ ଦୈନିକ ଖବର କାଗଜ ସକାଳର କାର୍ଯ୍ୟରତ ତଥା ଯୁବ ଆଇନଜୀବୀ ଚିରଞ୍ଜିତ ରାଜଗୁରୁଙ୍କ ଅକାଳ ବିୟୋଗକୁ ନେଇ ଗଞ୍ଜାମ ପ୍ରେସକ୍ଲବ ପକ୍ଷରୁ ଏକ ଶୋକସଭା ଗଞ୍ଜାମ ସହରରେ ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇଙ୍କ ପୌରାହିତରେ
Read More...

ମୁଖ୍ୟ ଶାସନ ସଚିବଙ୍କ ପୁରୀ ଜିଲ୍ଲା ଗସ୍ତ ଓ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ୩ ମାସରେ ସମ୍ପର୍ଣ୍ଣ ହେବ : ଶ୍ରୀ ମହାପାତ୍ର ପୁରୀ, (କେପିଏନ୍‌ଏସ୍‌) : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରୀୟ ପରିଦର୍ଶନ କରିବା ସହ ସମୀକ୍ଷା ମଧ୍ୟ କରିଛନ୍ତି
Read More...

ବଙ୍ଗୋମୁଣ୍ଡାରେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ରାଓଡି ସ୍ପୋର୍ଟସ କ୍ଲବ ପକ୍ଷରୁ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ କାହ୍ନା ଅଗ୍ରୱାଲ, ସମ୍ମାନୀୟ ଅତିଥି
Read More...

ଉଦ୍ୟାନ କୃଷି ଦ୍ୱାରା ଘରେ ଘରେ ପୁଷ୍ଟି ପ୍ରୟାସରେ ଯୋଗଦେଲେ ନରସିଂହ

ଯୋଜନା ଠିକ୍‌ କିନ୍ତୁ କାର୍ଯ୍ୟକାରିତା ଉପରେ ପ୍ରଶ୍ନ କଲେ ନରସିଂହବିଭାଗ ପକ୍ଷରୁ ସରକାରୀ ଶିତଳ ଭଣ୍ଡାର ପାଇଁ ଯାଉ ପ୍ରସ୍ତାବ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ଜିଲ୍ଲା ଉଦ୍ୟାନ କୃଷି ଉଦ୍ୟାନ
Read More...

ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ଅର୍ଣ୍ଣପୂର୍ଣ୍ଣା ଦାସ ୟାଦବଙ୍କ ବିୟୋଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଝାକରପଡ଼ା ନିବାସୀ ଶିକ୍ଷୟତ୍ରୀଙ୍କ ଅର୍ଣ୍ଣପୂର୍ଣ୍ଣା ଦାସ ୟାଦବ(୭୭)ଙ୍କ ପରଲୋକ ଘଟିଛି । ଗତ କିଛି ଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ଗତ କିଛି ଦିନ ତାଙ୍କର ଦେହ ଅତ୍ୟନ୍ତ ଅସୁସ୍ଥ ଥିଲା ।
Read More...

ଗାନ୍ଧୀ ଷ୍ଟଡିୟମରେ ଓ.ସି.ଏ ଭିଜନ ୨୦୨୪ ଇନ୍ଟ୍ରା ଡିସ୍‌ଟ୍ରିକ୍ଟ କ୍ଲବ କ୍ରିକୋଟ ସିନିୟର ଲିଗ୍‌ ଉଦ୍‌ଯାପିତ : ନବ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟଡିୟମରେ ସିନିୟର ଇନ୍ଟ୍ରା ଡିସ୍‌ଟ୍ରିଷ୍ଟ କ୍ଲବ ଲିଗ୍‌ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ନବକିଶୋର
Read More...

ଶିଳ୍ପୀ ସମାଜର ବାର୍ଷିକ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସଂଗୀତ ଶିଳ୍ପୀ ସମାଜର ବାର୍ଷିକ ଉତ୍ସବ ମହାସମାରୋହରେ ସେକ୍ଟର ୫ ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି । ସକାଳ ଅଧିବେଶନରେ ମା' ସରସ୍ୱତୀଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ହେବା ସହିତ ଏକ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ
Read More...

ମୋହନଗିରୀ ଧନୁଯାତ୍ରା : ତୃତୀୟ ସନ୍ଧ୍ୟାରେ କଂସ ରାଜୁତି

ମ.ରାମପୁର, (ହେମନ୍ତ ସାହୁ) : ଆଂଚଳିକ ବିକାଶ ଧାରା ଟ୍ରଷ୍ଟ ତରଫରୁ ଆୟୋଜିତ ହୋଇଥିବା ମୋହନଗିରୀ ଧନୁଯାତ୍ରାର ତୃତୀୟ ସନ୍ଧ୍ୟାରେ କଂସଙ୍କ ରାଜୁତି ଚାଲିଥିବା ଦେଖାଯାଇଥିଲା । ଏହି ଦିବସରେ କଂସ ଦରବାରରେ ସ୍ୱତନ୍ତ୍ର ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ସରପଂଚ ସଂଘ ସଭାପତି ସୁବୋଧ ରଣା ଓ
Read More...

ସାନ-ଆର୍ଯ୍ୟପଲ୍ଲୀ ଠାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଉପରେ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ-ଆର୍ଯ୍ୟପଲ୍ଲୀ, ବାତ୍ୟା ଆଶ୍ରୟସ୍ଥଳୀ ଠାରେ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରିଲାଏନ୍ସ ଫାଉଣ୍ଡେସନ, ପ୍ରେମ ଓ ଜିଲ୍ଲା ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଗଞ୍ଜାମଙ୍କ ମିଳିତ ଆନୁକୂଲ୍ୟରେ
Read More...

ବରିଷ୍ଠ ବିଜେପି ନେତା ନିତ୍ୟାନନ୍ଦ ହୋତାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲଖମରା ପଞ୍ଚାୟତର କୁଧେରନପାଲି ଗ୍ରାମର ବରିଷ୍ଠ ବିଜେପି ନେତା ନିତ୍ୟାନନ୍ଦ ହୋତା(୬୩)ଙ୍କ ଆଜି ସକାଳ ୯ଟା ସମୟରେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ସ୍ଵର୍ଗତ ଶ୍ରୀ ହୋତା
Read More...