Monthly Archives

January 2023

ବାସନ୍ତୀ ପାଠାଗାରର ସାହିତ୍ୟ ଆସର ଓ ‘ସହରରୁ ପଲ୍ଲୀ’ ପୁସ୍ତକ ଉନ୍ମୋଚନ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଓ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଗଳ୍ପ ସଂକଳନ 'ସହରରୁ ପଲ୍ଲୀ' ପୁସ୍ତକ ଉନ୍ମୋଚନ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭାପତିତ୍ୱ ଓ ସଂପାଦକ ବିକ୍ରମ
Read More...

ହରିଶଙ୍କର ଛକରେ ପିକଅପ୍ ଧକ୍କାରେ ୨ ମୋଟର ସାଇକେଲ ଆରୋହୀ ଗୁରୁତର

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ଧଣ୍ଡାମୁଣ୍ଡା ରାସ୍ତା ହରିଶଙ୍କର ଛକଠାରେ ପିକଅପ୍ ଗାଡ଼ି ଧକ୍କାରେ ୨ ମୋଟର ସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ୨ ଗୁରୁତର ମୋଟର ସାଇକେଲ ଆରୋହୀ ଭାନପୁର ପଞ୍ଚାୟତ ଝାଙ୍କରପାଲି ଗାଁର ଗୋବର୍ଦ୍ଧନ ବାଗ ଓ ଜିତୁ ବରିହା ବୋଲି ଜଣାପଡିଛି ।
Read More...

ଖପ୍ରାଖୋଲରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ହାଇସ୍କୁଲ ଖେଳ ପଡିଆ ଠାରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ସମ୍ମାନିତ
Read More...

ବଲାଙ୍ଗିର ଜିଲ୍ଲାରେ ପୁରୁଷ ହକି ବିଶ୍ଵ କପ ଟ୍ରଫିକୁ ବିପୁଳ ସ୍ଵାଗତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଫ.ଆଇ.ଏଚ. ପୁରୁଷ ବିଶ୍ଵ କପ୍ ହକି ଟ୍ରଫିକୁ ଆଜି ବଲାଙ୍ଗିର ଜିଲ୍ଲାରେ ସାଂସ୍କୃତିକ କାର୍ଯକ୍ରମ, ଶୋଭାଯାତ୍ରା ମାଧ୍ୟମରେ ଭବ୍ୟ ସ୍ଵାଗତ କରାଯାଇଛି । ବଲାଙ୍ଗିର ନୂଆପଡା ସୀମାନ୍ତବର୍ତ୍ତୀ ଗ୍ରାମ ଭାଲୁମୁଣ୍ଡା ଠାରେ ପୁରୁଷ ହକି ବିଶ୍ଵ କପ ଟ୍ରଫିକୁ
Read More...

ହୃଷିକେଶ ରାୟ ମହାବିଦ୍ୟାଳୟର ରାଷ୍ଟ୍ରୀୟ ସେବା ଯୋଜନା ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଧାମରା ବସ୍ତି ଠାରେ ରାଷ୍ଟ୍ରୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଆୟୋଜିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ
Read More...

ପ୍ରଗତି ଉତ୍କଳ ସଂଘ ତରଫରୁ ‘ମୋ ପ୍ରିୟ କବି ଓ କବିତା’ ଆସର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ତରଫରୁ ନବବର୍ଷ ଉପଲକ୍ଷେ 'ମୋ ପ୍ରିୟ କବି ଓ କବିତା' ଆସର ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅଜୟ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାକ୍ତର କୃପାସିନ୍ଧୁ
Read More...

ବସ୍ତି ଅଂଚଳରେ ମଦ ବିକ୍ରି ବନ୍ଦ ପାଇଁ ଅଣ୍ଟାଭିଡିଲା ‘ଆଶ୍ରା’

ରାଉରକେଲା, (ସସ୍ମିତା ପ୍ରଧାନ) : ଆଶ୍ରା ଗୃପର ସଦସ୍ୟମାନେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ଡେପୁଟି କମିସନର, ଏସ୍‌ପି, ଏକ୍ସସାଇଜ ଇନ୍ସପେକ୍ଟର ଓ ସ୍ଥାନୀୟ ଥାନା ଅଧିକାରୀମାନଙ୍କୁ ସାକ୍ଷାତ କରି ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ସହିତ କେମିତି ବିଭିନ୍ନ ବସ୍ତି ଅଂଚଳରେ ବିକ୍ରି ହେଉଥିବା
Read More...

କର୍ଲାମୁଣ୍ଡାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଯାତ୍ରା ଅନୁଷ୍ଠିତ

ଯୋଗଦେଲେ ବ୍ଲକ ଅଧ୍ୟକ୍ଷା, ସରପଞ୍ଚ ଓ ସମାଜସେବୀ କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଆଜି ନିଜ ଅଧିକାର ସୁରକ୍ଷା ପାଇଁ କ୍ରାନ୍ତି ଯାତ୍ରା ମାଧ୍ୟମରେ କ୍ରାନ୍ତିକାରୀ ଚେତନା ଜାଗ୍ରତ ନିମନ୍ତେ
Read More...

ବିଶ୍ୱ ଶାନ୍ତି ଓ ମାନବ ସମାଜର କଲ୍ୟାଣ ପାଇଁ ଯଜ୍ଞ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆର୍ଯ୍ୟ ମନ୍ଦିରରେ ବିଶ୍ୱ ଶାନ୍ତି ଓ ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ପୌରାହିତ୍ୟରେ ଏକ ଯଜ୍ଞର ଆୟୋଜନ କରାଯାଇଥିଲା । ଉକ୍ତ ଯଜ୍ଞରେ ଶ୍ରୀ ମିଶ୍ର ଓ ସପତ୍ନୀ ମଧୁଛନ୍ଦା ମିଶ୍ର ଏବଂ ଶୁଭେନ୍ଦୁ ସାହୁ ଓ ସପତ୍ନୀ
Read More...

ବଲାଙ୍ଗିରର ଅଜୟ ଅମର ହେଲେ ‘ସାରେଗାମାପା’ ୱିନର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାର ବହୁ ଚର୍ଚ୍ଚିତ ଟିଭି ରିୟାଲିଟି ସୋ’ ଜି ସାର୍ଥକ ସାରେଗାମାପା ସ୍ୱରର ମହାମଂଚ-୨୦୨୨ରେ ନିଜର ସୁମଧୂର କଣ୍ଠର ଚମତ୍କାରିତା ପ୍ରଦର୍ଶନ ପୂର୍ବକ ବଲାଙ୍ଗିରର ଅଜୟ ଅମର ସିଂହଦେଓ ପ୍ରଥମ ସ୍ଥାନ ଅଧିକାର କରି ବିଜେତା ଘୋଷିତ ହୋଇଛନ୍ତି । ଏହା ଦ୍ୱାରା ସେ
Read More...