Monthly Archives

January 2023

ଶ୍ରୁତି ଭବନରେ ବାଳ ସଂସ୍କାର କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ସେକ୍ଟର ୧୯ ଆଖଣ୍ଡଳମଣି ମନ୍ଦିର ସ୍ଥିତ ଶ୍ରୁତି ଭବନ ତରଫରୁ ଏକ ଦିବସୀୟ ବାଳ ସଂସ୍କାର କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଗୁରୁଜୀ ଆଚାର୍ଯ୍ୟ ପ୍ରଣବ ଚୈତନ୍ୟ ଓ ଗୁରୁମା ବ୍ରହ୍ମଚାରିଣୀ ଗୀତାଞ୍ଜଳିଙ୍କ ପ୍ରତ୍ୟକ୍ଷ
Read More...

କୋଚ ଶିବପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଚତୁର୍ଥ ଦିନରେ ହୀରାକୁଦକୁ ହରାଇ ନକଟାସର ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିଅମ ଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଲବ ଖଲିଆପାଲି ଓ ସ୍ପୋର୍ଷ୍ଟ ହଷ୍ଟେଲ ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ତୃତୀୟ ବର୍ଷ କୋଚ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନରେ ମୁଖ୍ୟ
Read More...

ଓଡିଶା ଭାଷା ବିକାଶ ମଞ୍ଚର ଭକ୍ତକବିଙ୍କ ତିରୋଧାନ ଦିବସ, ପୁସ୍ତକ ଉନ୍ମୋଚନ ଓ ମଧ୍ୟ ରାତ୍ର କବିତା ଆସର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲ୍‌ଚରାଲ୍ ଏକାଡେମୀ ପରିସରରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଏବଂ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ପୌରାହିତ୍ୟରେ ଭକ୍ତକବିଙ୍କ ପୁଣ୍ୟ ସ୍ମୃତିଚାରଣ, କବି ପ୍ରତାପ କୁମାର ପଣ୍ଡାଙ୍କ
Read More...

ଚାନ୍ଦିଲି ପାହାଡ ମହୋତ୍ସବରେ ଯୋଗ ଦେଲେ ନରସିଂହ

ଭୀମପାହାଡ ସଦୃଶ ବିକଶିତ ହେବ ଚାନ୍ଦିଲି ପାହାଡ : ନରସିଂହ୭୨ ଏକର ପରିମିତ ଭୁଲିଆକଟାଁର ହେବ ବିକାଶପାହାଡ ରାସ୍ତା ପାଇଁ ବିଧାୟକ ପାଣ୍ଠିରୁ ଦେଲେ ୧୦ଲକ୍ଷ ଅନୁଦାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରାକୃତିକ ପରିବେଶ ଭରା ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ
Read More...

ଆସନ୍ତାକାଲି କଳା ଉତ୍ସବ ୨୦୨୨କୁ ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, (ପିଆଇବି) : କଳା ଉତ୍ସବ ୨୦୨୨ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ଓ ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ୩-୭ ଜାନୁୟାରୀ ୨୦୨୩ ପର୍ୟ୍ୟନ୍ତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆରଆଇଇ), ଭୁବନେଶ୍ବର
Read More...

ଅର୍ଦ୍ଧଦଗ୍ଧ ମୃତଦେହ ଜବତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ କାଳୁଆ ବାଡି ରାସ୍ତା ପାର୍ଶ୍ବରେ ଥିବା ଏକ ଧାନ ବିଲରେ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ମୃତଦେହ ଜଣେ ପୁରୁଷର ବୋଲି ଘଟଣା ସ୍ଥଳରେ ପୁରୁଷ ଚପଲ ପଡ଼ିଥିବା ଦେଖି ଅନୁମାନ କରାଯାଇଛି । ହେଲେ
Read More...

ଓଡିଶାରେ ଭିଣ୍ଟେଜ୍‌ ଯାନ ପାଇଁ ନୂତନ ପଞ୍ଜିକରଣ

ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟନୂତନ ପଞ୍ଜିକରଣ ପ୍ରାପ୍ତ ଭିଣ୍ଟେଜ ଯାନ ଗୁଡିକୁ ଭିଏ (ଭିଣ୍ଟେଜ୍‌) ଠାରୁ ଆରମ୍ଭ କରି ଏକ ସ୍ୱତନ୍ତ୍ର ପଞ୍ଜିକରଣ ମାର୍କ ଦିଆଯିବ କଟକ : ଭିଣ୍ଟେଜ୍‌ ଯାନ ସଂଗ୍ରହକାରୀଙ୍କ ପାଇଁ ଏକ ଖୁସି ଖବର, ନୂତନ ବର୍ଷ ଠାରୁ, ୫୦
Read More...

ଉତ୍ତର ଓଡିଶା ରେଳ ସମନ୍ୱୟ ସମିତିର ଦାବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍ତର ଓଡ଼ିଶା ରେଳ ସମନ୍ୱୟ କମିଟିର କର୍ମକର୍ତ୍ତାମାନେ ବନ୍ଧମୁଣ୍ଡା ସ୍ଥିତ ଆଞ୍ଚଳିକ ପ୍ରବନ୍ଧକ ରାଜକିଶୋର ମହାନ୍ତିଙ୍କୁ ସାକ୍ଷାତ କରି ରାଉରକେଲାରୁ ବାଲେଶ୍ଵର ଭାୟା ଚକ୍ରଧରପୁର ବଡ଼ବିଲ ଯାଜପୁର ଭଦ୍ରକ ବାଲେଶ୍ୱର ଇଣ୍ଟରସିଟି ଚଳାଚଳ ପାଇଁ ଅଗ୍ରଗତି
Read More...

ନୃସିଂହନାଥ ପୀଠରେ ଗଣ୍ତ ସମାଜର ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ସ୍ଥିତ ବୁଢାଦେଓ ମଣ୍ତପ ପ୍ରାଙ୍ଗଣ ଠାରେ ଆଜି ଗଣ୍ତ ସମାଜର ବୁଢାଦେଓ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମଣ୍ତପ ସଭାପତି ଦୁର୍ଯ୍ୟୋଧନ ପୁଟାଙ୍କ ନେତୃତ୍ୱରେ
Read More...

ଷଷ୍ଠ ଦିନରେ ବରଗଡ ଧନୁଯାତ୍ରା ମହୋତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର ହୀରକ ଜୟନ୍ତୀ ସମାରୋହର ଆଜି ଷଷ୍ଠ ଦିନରେ ଲକ୍ଷାଧିକ ଦର୍ଶକଙ୍କ ସମାଗମ ହୋଇଛି । ସହରର ୫ କିଲୋମିଟର ପରିଧି ମଧ୍ୟରେ ଅନୁଷ୍ଠିତ ହେଉଥିବା ଏହି ମୁକ୍ତାକାଶ ମଞ୍ଚରେ ପ୍ରତ୍ୟେକ ଲୋକ ନିଜକୁ ଅଭିନୟରେ ସାମିଲ କରିଥାନ୍ତି ।
Read More...