Monthly Archives

January 2023

ତାଲା ଭାଙ୍ଗି ପିଡିଏସ୍‌ ଚାଉଳ ଚୋରି ଅଭିଯୋଗ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ ମୁର୍ଷୁଣ୍ଡ ପଞ୍ଚାୟତ ଗୋଦାମରୁ ରବିବାର ରାତିରେ ତାଲା ଭାଙ୍ଗି ପିଡିଏସ୍‌ ଚାଉଳ ଚୋରି ହୋଇଥିବା ନେଇ ଯୋଗାଣ ସହାୟକ ରୋହିତ ସେଠ ସାଲେଭଟା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ କେସ୍‌ ନଂ୨/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ
Read More...

କାର୍‌କୁ ପଛରୁ ପିଟିଲା ଟ୍ରକ୍‌

ହରଭଙ୍ଗା, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ ନମ୍ବର ଜାତୀୟ ରାଜପଥ ମାଧପୁର ସ୍ଥିତ ଯୋଗୀପଦରଠାରେ ରବିବାର ରାତିରେ ଏକ କାର୍‌କୁ ପଛପଟୁ ଟ୍ରକ୍‌ ଧକ୍କା ଦେଇଥିବା ସୂଚନା ମିଳିଛି । ଏଥିରେ ଥିବା ବିଜେଡି କର୍ମୀ ବ୍ରହ୍ମାବାସୀ ବେଉରା ଏକ ବଡ ଦୁର୍ଘଟଣାରୁ ଅଳ୍ପକେ
Read More...

ଉପଖଣ୍ଡସ୍ତରୀୟ ଲୋକ ଉତ୍ସବ ଲୋଗୋ ଉନ୍ମୋଚିତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡରେ ଆସନ୍ତା ୧୨ ତାରିଖ ଦିନ ଉପଖଣ୍ଡସ୍ତରୀୟ ଲୋକ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ସୋମବାର ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହାର ଲୋଗୋ ଉନ୍ମୋଚନ କରାଯାଇଥିଲା । ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ଏହାକୁ ଉନ୍ମୋଚନ କରିଥିଲେ ।
Read More...

ଭାଲୁର ମୃତଦେହ ଉଦ୍ଧାର

ଲାଞ୍ଜିଗଡ, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ସେକ୍ସନ ଇଜରୁପା ଗ୍ରାମ ନିକଟ ଜମିରୁ ଏକ ଭାଲୁର ମୃତଦେହ ଉଦ୍ଧାର କରିଛି ବିଶ୍ୱନାଥପୁର ବନ ବିଭାଗ । ବନ ବିଭାଗର ସୂଚନା ଅନୁସାରେ, ଗତକାଲି ସକାଳେ ବିଶ୍ୱନାଥପୁର ବନ ବିଭାଗ ଅନ୍ତର୍ଗତ ଇଜରୁପା ଗ୍ରାମ ନିକଟ ଏକ ଜମିରେ ଭାଲୁର
Read More...

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ଆତ୍ମହତ୍ୟା

ସମ୍ବଲପୁର : ନିଶା ଛାଡି ନପାରି ବରଗଡ ମହାନ୍ତିପଡାର ନିତେଶ ନାୟକ(୨୪) ଚାପଗ୍ରସ୍ତ ହୋଇ ଶେଷରେ ଆତ୍ମହତ୍ୟା କରିଥିବା ପୁଲିସ କହିଛି । ସୂଚନା ଅନୁସାରେ ଶାସନ ଥାନା ମାଝୀପାଲି ସ୍ଥିତ ନିଶ୍ଚିତ ନିବାରଣ କେନ୍ଦ୍ରରେ ନିଶା ଛାଡିବା ପାଇଁ ନିତେଶ କିଛିଦିନ ହେବ ରହୁଥିଲେ । ସୋମବାର ବେକରେ ଗାମୁଛା
Read More...

ପାଙ୍କେଲବାହାଲ ଷଷ୍ଠ ଧନୁଯାତ୍ରା ଉଦ୍‌ଘାଟିତ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ପାଙ୍କେଲବାହାଲ ଷଷ୍ଠ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ସନ୍ଧ୍ୟାରେ ଦେବକୀ ବସୁଦେବ ବିବାହ, ଉଗ୍ରସେନଙ୍କ ଗାଦିଚ୍ୟୁତ, କଂସ ସିଂହାସନ ଆରୋହଣ ଆଦି ଅଭିନୀତ ହୋଇଥିଲା । ଧନୁଯାତ୍ରା କମିଟି ଉପସଭାପତି ଦିଲିପ ବାଗ,
Read More...

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ଥାନା କିରାବାହାଲ ଗାଁରେ ପିଙ୍କୁ ସେଠ୍‌ ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତ । ପୁଲିସ ଘଟଣାର ତଦନ୍ତ କରୁଛି ।
Read More...

ଦୁବାଇରୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଶୁଭେଚ୍ଛା

ବିଶ୍ଵର ସର୍ବୋଚ୍ଚ ନଭଶ୍ଚୁମ୍ବି ଅଟ୍ଟାଳିକା ବୁର୍ଯ ଖଲିଫା ସମ୍ମୁଖରେ ଧନୁଯାତ୍ରା ପ୍ରଚାର ବରଗଡ, (ନିରୋଜ କୁମାର ପାଣୀ) : ଦୁବାଇରୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଝଲକ ଦେଖିବାକୁ ମିଳିଛି । ବରଗଡର କିଛି ଯୁବକ ନିଜର ମାଟିର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବକୁ ବିଶ୍ଵ ଦରବାରରେ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ ପାଳିତ

• ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦିନେ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇବ - ସୁବ୍ରତ ବାଗଚି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ ସୋମବାର ଭବ୍ୟ ସାମାରୋହରେ ପାଳିତ ହୋଇଯାଇଛି । ଏହି ବିଶ୍ୱବିଦ୍ୟାଳୟର ଯେତେବେଳେ ଶହେବର୍ଷ
Read More...

ଦେଓଗାଁରେ ପୁରୁଷ ହକି ବିଶ୍ୱକପ୍ ଟ୍ରଫିକୁ ବିପୁଳ ସ୍ୱାଗତ

ଦେଓଗାଁ, (ମନୀଷ କୁମାର ସାହୁ) : ଏଫ୍‌ଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ଵକପ୍‌ ଟ୍ରଫିକୁ ଜାତୀୟ ରାଜପଥ ୨୬ ଦେଓଗାଁ ଏଟିଏମ ଛକଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା ମାଧ୍ୟମରେ ଭବ୍ୟ ସ୍ୱାଗତ କରାଯାଇଛି । ସୋମବାର ଅପରାହ୍ନ ୪ଟା ସମୟରେ ଜାତୀୟ ରାଜପଥ ୨୬ ଦେଓଗାଁ ଏଟିଏମ ଛକଠାରେ ବ୍ଲକ
Read More...