Monthly Archives

January 2023

ଆର୍ଯ୍ୟ ମନ୍ଦିରରେ ବିଶ୍ୱଶାନ୍ତି ଯଜ୍ଞ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଆର୍ଯ୍ୟ ମନ୍ଦିରରେ ବିଶ୍ୱଶାନ୍ତି ଓ ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ପ୍ରଫେସର ତରୁଣ ମିଶ୍ରଙ୍କ ପୌରାହିତ୍ୟରେ ଏକ ଯଜ୍ଞର ଆୟୋଜନ କରାଯାଇଥିଲା । ଏଥିରେ ଶ୍ରୀ ମିଶ୍ର ଓ ତାଙ୍କ ପତ୍ନୀ ମଧୁଛନ୍ଦା ମିଶ୍ର, ଶୁଭେନ୍ଦୁ ସାହୁ ଓ ତାଙ୍କ ପତ୍ନୀ କର୍ତ୍ତା
Read More...

ବସ୍ ଓ କାର୍ ମୁହାଁମୁହିଁ ଧକ୍କା, ୨ ମୃତ

ଭବାନୀପାଟଣା/କେସିଙ୍ଗା, (ପି.କେ. ସାହୁ) : ୨୬ ନମ୍ଵର ଜାତୀୟ ରାଜପଥ କେସିଙ୍ଗା ଥାନା ଚାଞ୍ଚେର ସ୍ଥିତ ପାଣି ପାଉଚ ଫ୍ୟାକ୍ଟ୍ରି ନିକଟରେ ସୋମବାର ବିଳମ୍ଵିତ ରାତିରେ ବସ୍ ଓ କାର୍ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।
Read More...

ନୂତନ କଲେଜ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ରୋତ କଲେଜର ନୂତନ ଅଧ୍ୟକ୍ଷ ଭାବେ ବରିଷ୍ଠ ଅଧ୍ୟାପକ ସନ୍ତୋଷ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବ ଅଧ୍ୟକ୍ଷ ଗଣେଶ ଦାସଙ୍କୁ ବରଗଡ ଜିଲ୍ଲା ସୋହେଲା କଲେଜକୁ ବଦଳି କରାଯାଇଛି । ସୋମବାର ଶ୍ରୀ ରଥଙ୍କୁ କଲେଜର ଅଧ୍ୟାପକ, କର୍ମଚାରୀ ଓ
Read More...

ଆଜି ବରଗଡ଼ରେ ପହଞ୍ଚିବ ହକି ବିଶ୍ୱକପ ଟ୍ରଫି, ରଙ୍ଗମହଲ ଦରବାରରେ ପ୍ରଦର୍ଶିତ ହେବ ଟ୍ରଫି

ମଥୁରାନଗରୀ : ଆଜି ହକି ବିଶ୍ୱକପ ଟ୍ରଫି ବରଗଡ଼ ପହଞ୍ଚିବ । ଜିଲ୍ଲାପାଳ ମୋନିଷା ବାନାର୍ଜିଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଏକାଧିକ ବୈଠକ ଜରିଆରେ ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲା ସୂଚନା ଅଧିକାରୀ କଲ୍ୟାଣୀ ଦାଶଙ୍କଠାରୁ ଜଣାପଡ଼ିଛି । ବିଶ୍ୱକପକୁ ବରପାଲି ବିଡ଼ିଓଙ୍କ ନେତୃତ୍ୱରେ ପ୍ରଶାସନିକ
Read More...

କାର୍‌ ଧକ୍କାରେ ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଇଁନ୍ତଲା ଥାନା ସାତମାଇଲ ଛକଠାରେ ଏକ କାର୍‌ ଧକ୍କାରେ ଲାଲ ବରାଲ (୨୫) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇହୋଇଥିବା ଜଣାପଡିଛି । ସେ ସାତମାଇଲ ଛକଠାରେ ଥିବା ଢାବାରେ ରୋଷେୟା ଭାବେ କାମ କରନ୍ତି । ସେ ଛିଡା ହୋଇଥିବା ସମୟରେ ପଛପଟୁ ଏକ କାର୍‌
Read More...

କଣ୍ଟାବାଞ୍ଜିରେ ଭାଗବତ ସପ୍ତାହ ପାରାୟଣ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସ୍ଥାନୀୟ ରାଧାମାଧବ ମନ୍ଦିରଠାରେ ସପ୍ତାହ ବ୍ୟାପୀ ଭାଗବତ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ଅନୁଷ୍ଠିତ ହୋଇଥିଲା । ମହନ୍ତ ବାବା ଅଦ୍ୱୈତ ପ୍ରସାଦ ଦାସଙ୍କ ପୌରାହିତ୍ୟରେ ଅଂଜନ ନାୟକ ଭାଗବତ ଗାନ କରିଥିଲେ । ମୁଖ୍ୟ ଯଜମାନ ଭାବେ କେଭି ଡିଗ୍ରୀ କଲେଜ ଅଧ୍ୟକ୍ଷ
Read More...

ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହି ମୃତ

ବାଲୁଗାଁ : ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ନାଭାଲ ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏହି ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ
Read More...

ଗାଁରୁ ବାସନ୍ଦ ଘଟଣା : ପରିବାର ଲୋକଙ୍କୁ ହତ୍ୟା ଧମକ, ଜିଲ୍ଲାପାଳଙ୍କ ଦ୍ୱାରାସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ମିର୍ଦ୍ଧାପାଲି ପ୍ରଭାକର ରାଉତଙ୍କ ପରିବାରକୁ ଗାଁରୁ ବାସନ୍ଦ ଘଟଣାରେ ବିବାଦ କମିବା ପରିବର୍ତ୍ତେ ବଢିଚାଲିଛି । ବାସନ୍ଦ ହେବା ପରେ ପ୍ରଭାକରଙ୍କ ପରିବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୁଲିସ ଗାଁର ସରପଞ୍ଚ ପିଙ୍କୁ ପଟେଲ,
Read More...

ନବରଙ୍ଗପୁର ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ

ନବରଙ୍ଗପୁର : ନବରଙ୍ଗପୁର ନଗରପାଳ କୁନୁ ନାୟକଙ୍କୁ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାଶଙ୍କ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ କରି ପ୍ରତିବାଦରେ ନବରଙ୍ଗପୁର ମୁନିସିପାଲଟି ଅଞ୍ଚଳ ତଥା ନବରଙ୍ଗପୁର ସହର ବନ୍ଦ ପାଳନ କରୁଛି ଜିଲ୍ଲା ବିଜେପି । ସକାଳ୬ ରୁ ଆରମ୍ଭ ହୋଇ ସଂନ୍ଧ୍ୟା
Read More...

ଅଜଣା ଗାଡି ଧକ୍କାରେ ଯୁବତୀ ମୃତ

ସମ୍ବଲପୁର : ଅଇଁଠାପାଲି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏକ ଅଜଣା ଗାଡି ଧକ୍କାରେ ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, କ୍ଷେତରାଜପୁର ପୋଦ୍ଦାର କଲୋନୀର ଜଣେ ଯୁବତୀ ଏକ ଆକ୍ଟିଭା ଯୋଗେ ସହର ଭିତରୁ ଜାତୀୟ
Read More...