Monthly Archives

January 2023

ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

କଣ୍ଟାବାଞ୍ଜିକୁ ହରାଇ ଖଲିଆଖମାର ଚାମ୍ପିୟନ ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । କଣ୍ଟାବାଞ୍ଜି ଓ ଖଲିଆଖମାର ଦଳ ଫାଇନାଲ
Read More...

ମାୟାବର୍ହାରେ ହକି ରଥକୁ ସ୍ୱାଗତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ଗ୍ରାମ ପଂଚାୟତ ତରଫରୁ ହକି ରଥକୁ ସ୍ୱାଗତ କରାଯାଇଛି । ମାୟାବର୍ହା ସରପଂଚ ପ୍ରମୋଦିନୀ ଯୁଆଡି ଧାନବସାଠାରୁ ହକି ରଥକୁ ସ୍ୱାଗତ କରିବା ପରେ ମାୟାବର୍ହା ପଂଚାୟତ ଅନ୍ତର୍ଗତ ଧାନବସା,
Read More...

ଝାଙ୍କରପାଲିଠାରେ ଏକ ଖେଳ ପଡିଆ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର‌‌ ବ୍ଲକ ସ୍ଥିତ ଝାଙ୍କରପାଲିଠାରେ ଏକ ଖେଳ ପଡିଆ ନିର୍ମାଣ ପାଇଁ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ‌ କରାଯାଇଛି । ସୂଚନାଯୋଗ୍ୟ ଯେ, ବିଗତ ବହୁବର୍ଷ ଧରି ଝାଙ୍କରପାଲିଠାରେ ଏକ‌ ଖେଳ ପଡିଆ
Read More...

ପଖନମୁଣ୍ଡା ସ୍କୁଲରେ ସାବିତ୍ରୀ ବାଈ ଫୁଲେ ଜୟନ୍ତୀ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତା.୦୩/୦୧ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ
Read More...

ସେବା ଶାନ୍ତି ସଂଗଠନର ନବବର୍ଷ ପାଳନ

ଶିବତଲା, (କେପିଏନ୍‌ଏସ୍‌) : ଶିବତଲାର ସେବା ଶାନ୍ତି ସଂଗଠନ ଦ୍ୱାରା ନିଆରା ଢଂଗରେ ନବବର୍ଷ ୨୦୨୩ ପାଳନ କରାଯାଇଛି । ଶିବତଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସଫେଇ କରିବା ସହ ନୂତନ ଚାରା ରୋପଣ କରାଯାଇଛି । ପୂର୍ବରୁ ମଧ୍ୟ ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟି ମାଧ୍ୟମରେ ଉକ୍ତ
Read More...

ମୁରଶୁଣ୍ଢି ପଂଚାୟତ ଗୋଦାମରୁ ପିଡିଏସ୍‌ ଚାଉଳ ଚୋରି ଅଭିଯୋଗ

ସାଲେଭଟା, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ମୁରଶୁଣ୍ଢି ପଂଚାୟତ ଗୋଦାମରୁ ଗତ ରବିବାର ରାତିରେ ତାଲା ଭାଂଗି ପିଡିଏସ୍‌ ଚାଉଳ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ବିଷୟରେ ମୁରଶୁଣ୍ଢି ଯୋଗାଣ ସହାୟକ ରୋହିତ ସେଠ ସାଲେଭଟା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ କେସ
Read More...

ପଦ୍ମପୁର କେନ୍ଦୁପତ୍ର ଡିଭିଜନରେ ଶ୍ରମିକ ନେତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ୧୦୪ତମ ଜୟନ୍ତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପ୍ରତିଷ୍ଠାତା ତଥା ଓଡିଶାର ଜଣେ ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ୧୦୪ତମ ଜୟନ୍ତୀ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ପଦ୍ମପୁର ଡିଭିଜନ ଦ୍ୱାରା ନୃସିଂହନାଥ ସ୍ଥିତ କେନ୍ଦୁପତ୍ର ଗୋଦାମଠାରେ
Read More...

ଜମଲା ଗ୍ରାମ ପଂଚାୟତକୁ ବ୍ଲକର ମାନ୍ୟତା ଦେବା ଦାବୀରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସବ୍ ଡିିଭିଜନର ଜମଲା ଗ୍ରାମ ପଂଚାୟତକୁ ଏକ ବ୍ଲକର ମାନ୍ୟତା ଦେବା ପାଇଁ ରାମଚନ୍ଦ୍ର ବାଜପେୟୀଙ୍କ ସଭାପତିତ୍ୱରେ ଆଜି ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମପୁରର ବରିଷ୍ଠ ଆଇନଜୀବୀ ଅଜିତ
Read More...

ପୁର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଲେ ବାନ୍ଦୁପାଲି ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଂସର ଗ୍ରାମ ପଞ୍ଚାୟତର ବାନ୍ଦୁପାଲି ଗ୍ରାମର ଜନକ ସାହୁଙ୍କ ନେତୃତ୍ଵରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଆଜି ନୂତନ ବର୍ଷର ଅଭିନନ୍ଦନ ସହ ଶୁଭକାମନା ଜଣାଇ ତାଙ୍କର ସୁସ୍ଥ ନିରାମୟ ଜୀବନ ପାଇଁ
Read More...

କେଭି ଡିଗ୍ରୀ କଲେଜର ବାର୍ଷିକ କ୍ରୀଡା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି କେଭି କଲେଜର ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଏନ୍‌ଏସି ଅଧ୍ୟକ୍ଷା ବରିୟାମ ସିଂହ ସାଲୁଜା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ
Read More...