Monthly Archives

January 2023

୧୫ ଦିନ ବନ୍ଦ ରହିବ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ରାସ୍ତା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ନିର୍ମାଣ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ଶ୍ରୀମନ୍ଦିରର ସିଂହଦ୍ଵାର ସମ୍ମୁଖ ପର୍ଯ୍ୟନ୍ତ ରାସ୍ତା ୧୫ ଦିନ ଯାଏ ବନ୍ଦ ରହିବ । ନିର୍ମାଣ କାର୍ଯ୍ୟ ଚାଲିଥିବାରୁ
Read More...

ଡେଲାଙ୍ଗରେ ଧାନ ସଂଗ୍ରହ ଶୁଭାରମ୍ଭ ସମାବେଶ

ସଂସ୍ଥାପିତ ହେବ ୨ ଦିବଙ୍ଗତ ସମବାୟ ବ୍ୟାଙ୍କ ସଭାପତିଙ୍କ ପ୍ରତିମୂର୍ତ୍ତି ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ସମବାୟ ବ୍ୟାଙ୍କ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ରଖିଥିବା ଦିବଙ୍ଗତ ସଭାପତି ଓ ସାଂସଦ ପଦ୍ମଚରଣ ସାମନ୍ତସିଂହାରଙ୍କ ପ୍ରତିମୂର୍ତ୍ତି ପୁରୀ ବ୍ୟାଙ୍କ
Read More...

୮୦ତମ ୟୁକୋ ବ୍ୟାଙ୍କ ପ୍ରତିଷ୍ଠା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ହାଟବାୟା ବଜାର ସ୍ଥିତ ସର୍ବପୁରାତନ ଜାତୀୟକରଣ ବ୍ୟାଙ୍କ ୟୁକୋ ବ୍ୟାଙ୍କ ପକ୍ଷରୁ ଶୁକ୍ରବାର ବ୍ୟାଙ୍କ ପରିସରରେ ୮୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଶାଖା ପରିଚାଳକ ଯୋଗେଶ ଚନ୍ଦ୍ର ପ୍ରଧାନ, ସହକାରୀ
Read More...

ଦ୍ୱିତୀୟ ପି ଏମ୍‌ ମହାନ୍ତି ମେମୋରିଆଲ ଚେସ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାଗିରଥି ସଲ୍ୟୁସନ ଓ ସ୍ରିଷ୍ଟି ନିଉଜର ମିଳିତ ଆନୁକୂଲ୍ୟରେ ଦ୍ୱିତୀୟ ପି ଏମ୍ ମହାନ୍ତି ମେମୋରିଆଲ ରାଉରକେଲା ମୁକ୍ତ ଚେସ ପ୍ରତିଯୋଗିତା ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲ ଠାରେ ଉଦ୍‌ଘାଟିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ରାଜା
Read More...

ପ୍ରତିଶ୍ରୁତି ଦେଇ ଭୁଲିଗଲେ ବ୍ଲକ ଅଧ୍ୟକ୍ଷା

ପାଟଣାଗଡ, (କେପିଏନ୍‌ଏସ୍‌) : ନିର୍ବାଚନ ସମୟରେ ନେତା/ରାଜ ନେତା ନିଜ ନିଜର ଆଭିମୁଖ୍ୟ ଦେଖାଇ ଏଇଟା କରିଦେବି, ସେଇଟା କରିଦେବି, ଘର ଘର ପାଣି ଯୋଗାଇ ଦେବି, ଲାଇଟ ଲଗାଇ ଦେବି, ଘର କରିଦେବି, ରାସନ କାର୍ଡ କରିଦେବି ବୋଲି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଭୋଟ ହାତେଇବା ପାଇଁ ଆଳ
Read More...

ଦେଓଗାଁ ଫରେଷ୍ଟ ରେଞ୍ଜରେ ବିୟୁଟି ପାର୍ଲର ତାଲିମ କାର୍ଯ୍ୟକ୍ରମ ଆରମ୍ଭ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ଚନ୍ଦ୍ରପୁର ଡାକୁପଡାସ୍ଥିତ ଦେଓଗାଁ ଫରେଷ୍ଟ ରେଞ୍ଜରେ ଏକ ବିୟୁଟି ପାର୍ଲର ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ରେଞ୍ଜ ଅଫିସର ଆଲୋକ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଚେୟାରମ୍ୟାନ୍
Read More...

ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଉପଦେଷ୍ଟା ମନୋନୀତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଉପଦେଷ୍ଟା ମଣ୍ଡଳୀର ପୁନର୍ଗଠନ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ରାଉରକେଲାର ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର ଅନ୍ୟତମ ଉପଦେଷ୍ଟା ଭାବେ ସ୍ଥାନ ପାଇଛନ୍ତି । ଏହି ଉପଦେଷ୍ଟା ମଣ୍ଡଳୀରେ ସମାଜର ବିଭିନ୍ନ
Read More...

ପୁଷ୍‌ପୁନିର ଛେର ଛେରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ଅନେକ ପର୍ବ ପର୍ବାଣୀ ମଧ୍ୟରେ ପୁଷ୍‌ପୁନି ହେଉଛି ଅନ୍ୟତମ ପର୍ବ । ଏହା ଏକ ନିଆରା ପର୍ବ, ଏଥିରେ ସାଜସଜ୍ଜା ନାହିଁ କି ପୂଜା ପାଠ ନାହିଁ । ଖାଇବା, ପିଇବା, ମଜା ମଜଲିସ କରିବା ଭଲି ଏକ ସୁନ୍ଦର ତିହାର । କିଛି ବର୍ଷ ଆଗରୁ ଚାଷୀ ଓ
Read More...

ଓଡିଶା ଗ୍ରାମ୍ୟ ବ୍ୟାଙ୍କର ମେଗା ଋଣ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୨୬,୭୨୨ ମିଶନ ଶକ୍ତି ଗୋଷ୍ଠୀଙ୍କୁ ୧୦୦୧ କୋଟି ଟଙ୍କାର ଋଣଉପକୃତ ହେଲେ ୨.୬୮ ଲକ୍ଷ ମା୫ଟି ମୋବାଇଲ ଭ୍ୟାନ-ତଥା-ଏଟିଏମ୍‌ର ଶୁଭାରମ୍ଭମିଶନ ଶକ୍ତି ମା'ମାନଙ୍କ ସଶକ୍ତିକରଣରେ ଭାଗୀଦାର ହୋଇ ଓଡିଶାର ରୂପାନ୍ତରରେ ସାମିଲ ହେବା ପାଇଁ ବ୍ୟାଙ୍କର୍ସମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
Read More...

ତେନ୍ତୁଳିମୁଣ୍ଡାଠାରେ ୨୦ତମ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିମୁଣ୍ଡା ଗ୍ରାମଠାରେ ୨୦ତମ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି
Read More...