Monthly Archives

January 2023

ସଡକ ଦୁର୍ଘଟଣାରେ ଯୁବକ ମୃତ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଉପରଝର-ମହଲାଇ ରାସ୍ତାର ନୂଆପାଲି ଛକ ନିକଟରେ ଶୁକ୍ରବାର ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଆରୋହୀ ମହଲାଇ ଗାଁର ରବି ବାଙ୍କ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ତାଙ୍କ ସହିତ ଥିବା ବିଭୀଷଣ ଭୋଇ ଗୁରୁତର ଆହତ ହୋଇଛନ୍ତି ।
Read More...

ଡାକ୍ତରଖାନାରୁ ଧରାପଡିଲା ମୋବାଇଲ ଚୋର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତଖାନାରୁ ଜଣେ ମୋବାଇଲ ଚୋର ଧରାପଡିଛି । ଚୋର ଜଣକ ସୁନୀଲ ନାଗ ବୋଲି ଜଣାପଡିଛି । କଣ୍ଟାବାଞ୍ଜି ସହରର ଗୌରୀ ହଂସ ନାମକ ଜଣେ ରୋଗୀଙ୍କ ସଂପର୍କୀୟ ତାଙ୍କ ମୋବାଇଲ ମେଡିସିନ ୱାର୍ଡରେ ଚାର୍ଜରେ ବସାଇଥିଲେ । ମୋବାଇଲକୁ
Read More...

ଅଳିଆଗଦାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ନବଜାତ ଶିଶୁଙ୍କ ମୃତଦେହ ଏଣେତେଣେ ଫିଙ୍ଗିବା ଘଟଣା ବାରବାର ସାମ୍ନାକୁ ଆସୁଥିବା ବେଳେ ଶୁକ୍ରବାର କ୍ଲବପଡା ଏକ ଡାଇଗ୍ନୋଷ୍ଟିକ ସେଣ୍ଟର ସାମ୍ନାର ଅଳିଆଗଦାରୁ ଏକ ନବଜାତ ଶିଶୁପୁତ୍ରର ମୃତଦେହ ପୁଲିସ ଉଦ୍ଧାର କରିଛି । କିଛି ଛୋଟପିଲା ଅଳିଆଗଦା
Read More...

‘ତାମ୍ପରା’ ଲେକ୍ ଗେଷ୍ଟ ହାଉସ ପରିସରରେ ଗଞ୍ଜାମ ଏସ୍‌ପିଙ୍କୁ ବିଦାୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏଙ୍କୁ ଡ଼ିଆଇଜି ଭାବେ ପଦୋନ୍ନତି ହୋଇଛି ଏବଂ ସେ ଅନୁଗୁଳ ସ୍ଥାନକୁ ଡ଼ିଆଇଜି ଭାବେ ପଦୋନ୍ନତି ସ୍ୱରୂପ ତାଙ୍କର ବଦଳି ହୋଇଯାଇଛି । ଏ ଏନେଇ ଆନୁଷ୍ଠାନିକ ଭାବେ ଛତ୍ରପୁର ନିକଟସ୍ଥ ଟୁରିଜିମ୍
Read More...

ଦୁର୍ଗା ମନ୍ଦିରରୁ ମା’ଙ୍କ ରୂପା ମୁକୁଟ ଚୋରି ଅଭିଯୋଗ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ମନ୍ଦିରପଡ଼ା ସ୍ଥିତ ଦୁର୍ଗା ମନ୍ଦିରରୁ ମା’ଙ୍କ ରୂପା ମୁକୁଟ ଚୋରି ଅଭିଯୋଗ ହୋଇଛି । ସକାଳୁ ଅନୁସନ୍ଧାନୀ କୁକୁର ସାହଯ୍ୟରେ ପୁଲିସ ଛାନ୍‌ଭିନ୍ ଆରମ୍ଭ କରିଛି । ସୂଚନାନୁଯାୟୀ, ନୂଆପଡ଼ା ମନ୍ଦିରପଡ଼ା ସ୍ଥିତ ଦୁର୍ଗା ମନ୍ଦିରରେ ବୁଧବାର ସନ୍ଧ୍ୟାରେ
Read More...

ତାଳଚେର ଗସ୍ତରେ ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ : ଟିଏଫ୍‌ଏଲ୍ ପ୍ଲାଣ୍ଟର ଅଗ୍ରଗତି ସମ୍ପର୍କରେ କରିବେ ସମୀକ୍ଷା

ଅନୁଗୁଳ : ଶନିବାର ତାଳଚେର ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ । ଟିଏଫ୍‌ଏଲ୍ ପ୍ଲାଣ୍ଟର ଅଗ୍ରଗତି ସମ୍ପର୍କରେ କରିବେ ସମୀକ୍ଷା । ଅନୁଗୁଳ ତାଳଚେରରେ ନୂତନ ଭାବେ ନିର୍ମାଣଧିନ ତାଳଚେର ଫଟିଲାଇଜର ଲିମିଟେଡ ପ୍ଲାଣ୍ଟର ଅଗ୍ରଗତି ସମୀକ୍ଷା କରିବାକୁ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା
Read More...

ଭୁତିବାହାଲରେ ଏକଦିବସୀୟ ପୁଷପୁନି ଧମାକା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଭୁତିବାହାଲ କିଙ୍ଗସ୍‌ ଦଳକୁ ପରାସ୍ତ କରି ଭୁତିବାହାଲ ନାଇଟ ରାଇଡ଼ର୍ସ ଦଳ ଚାମ୍ପିୟନ ଗାଇସିଲେଟ, (ପୁସ୍ତମ ଯୁଆଡି) : ସ୍ଥାନୀୟ ମାଁ ଆଗଲପୁରୀଏନ୍‌ କ୍ରିକେଟ ଫିଲ୍‌ଡ ଭୁତିବାହାଲରେ ଏକଦିବସୀୟ ପୁଷପୁନି ଧମାକା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ
Read More...

ସେଲ୍ୟୁଟ୍‌ ଜିଲ୍ଲା ପ୍ରଶାସନ : ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଜୀବନ ବଂଚୁଥିବା ଦୁଆରୁ ଏବେ ସାଲେପାଲି ବୃଦ୍ଧାଶ୍ରମରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଜୀବନ ବଂଚୁଥିବା ଦୁଆରୁ ଏବେ ସାଲେପାଲି ବୃଦ୍ଧାଶ୍ରମରେ ହସଖୁସିରେ ନାଚୁଛି । ବଲାଙ୍ଗିର ଜିଲ୍ଲା ପ୍ରଶାସନର ପଦକ୍ଷେପ ଯୋଗୁଁ ଦୁଆରୁ ଏବେ ନୂଆ ଜୀବନ ପାଇଛି । ଏଣୁ ଜିଲ୍ଲା ପ୍ରଶାସନକୁ ସେଲ୍ୟୁଟ୍‌ ଜଣାଇଛନ୍ତି ବୁଦ୍ଧିଜୀବୀମାନେ
Read More...

ପୁଣିଥରେ ମା’ ହେଲା ଧଳା ବାଘୁଣୀ ରୂପା

ବାରଙ୍ଗ : ପୁଣିଥରେ ମା' ହେଲା ଧଳା ବାଘୁଣୀ ରୂପା । ନନ୍ଦନକାନନକୁ ନୂଆ ସଦସ୍ୟର ଆଗମନ ହୋଇଛି । ରୂପା ତା'ର ଦ୍ୱିତୀୟ ଗର୍ଭସ୍ଥ ସନ୍ତାନକୁ ଜନ୍ମ ଦେଇଛି । ଜନ୍ମିତ ଶାବକ ସୁସ୍ଥ ଥିବାର ଜଣାପଡିଥିବା ବେଳେ ଗୋଟିଏ ଧଳା ଓ ଦୁଇଟି ସାଧାରଣ ବାଘ ଶାବକ ବୋଲି ଅନୁମାନ କରାଯାଉଛି । ତେବେ ନବଜାତକକୁ
Read More...

ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର

କୋଣାର୍କ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଗତକାଲି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । ସେଠାରେ ପହଞ୍ଚିବା ପରେ ପ୍ରଥମେ ସୂର୍ଯ୍ୟ ମନ୍ଦିର ଭିତରକୁ ଯାଇ ସୂର୍ଯ୍ୟ ମନ୍ଦିରର ବିଭିନ୍ନ ସୂକ୍ଷ୍ମ କାରୁକାର୍ଯ୍ୟ ଗୁଡିକ ଦେଖି ବିମୋହିତ
Read More...