ସିଆରପି ମହିଳା ତପସ୍ୱିନୀ ମେହେରଙ୍କ ଦ୍ୱାରା ଗର୍ବବତୀ ଓ ପ୍ରସୂତି ମହିଳାମାନଙ୍କୁ ଛତୁଆ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ
ମୁରିବାହାଲ, (କେପିଏନ୍ଏସ୍) : ମୁରିବାହାଲ ବ୍ଲକ ଇଛାପଡା ପଞ୍ଚାୟତର ଭଣ୍ତାରବାଜୀ ଗାଁର ଜଣେ ସିଆରପି ମହିଳା ତପସ୍ୱିନୀ ମେହେର ଘର ଘର ବୁଲି ଗର୍ବବତୀ ଓ ପ୍ରସୂତି ମହିଳାମାନଙ୍କୁ ଛତୁଆ ଓ ଶୁଖିଲା ଖାଦ୍ୟ ବାଣ୍ଟିବାର ଦେଖିବାକୁ ମିଲିଥିଲା । ଏହା ହେଉଛି ଅଙ୍ଗନୱାଡି କର୍ମୀମାନଙ୍କର କାମ!-->…
Read More...
Read More...