Monthly Archives

January 2023

ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୨ ପାଳନ

ସୁସ୍ଥ ସମାଜ ଗଠନ ନିମନ୍ତେ ସୁସ୍ଥ ମାନସିକତା ଅପରିହାର୍ଯ୍ୟ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସଂସ୍କୃତି ଭବନରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ସୁବର୍ଣ୍ଣପୁର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ
Read More...

ବିଧାନସଭା ଗୃହ ସବ କମିଟି ବୈଠକ

ବନ୍ଧକଟାର ପରିବେଶ ଓ ପ୍ରଦୂଷଣକୁ ନେଇ କ୍ଷୋଭ ପ୍ରକାଶ କଲେ ନରସିଂହଶୀଘ୍ର ବନ୍ଧକଟାର ପାଣି ସଫେଇ ନ କଲେ ଲୋକଙ୍କ ଜୀବନହାନୀ ଅଶଙ୍କା ଅଛିପ୍ରଥମେ ପୁର୍ନରୁଦ୍ଧାର ପରେ ସୌନ୍ଦର୍ଯ୍ୟିକରଣ କରାଯାଉ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବିଧାନସଭା ଗୃହ କମିଟିର ପରିବେଶ ଓ
Read More...

ଏସ୍‌ଏସ୍‌ବିରେ ପଶ୍ଚିମ ଓଡିଶାର ପ୍ରଥମ ସ୍ଥାନ

ପ୍ରୟାସ ଓ ଇଚ୍ଛାଶକ୍ତି ସଫଳନାୟକ : ଡ. ଲିଙ୍ଗରାଜ ସାଲେଭଟା, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ପ୍ରବରଣ ମଣ୍ଡଳୀ ଉଚ୍ଚଶିକ୍ଷା ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ହୋଇଥିବା (ଏସ୍‌.ଏସ୍‌.ବି) ଓଡିଆ ଅଧ୍ୟାପକ ପରୀକ୍ଷାରେ ସମଗ୍ର ପଶ୍ଚିମ ଓଡିଶାର ତିନୋଟି ଜୋନ୍‌ ବଲାଙ୍ଗିର, ସମ୍ବଲପୁର ଓ
Read More...

ଓଡିଶା ଅବସରପ୍ରାପ୍ତ କର୍ମଚାରୀ ସଂଘ ବଲାଙ୍ଗିରର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ମାସିକ ବୈଠକ ଅମଲା ଭବନ ବଲାଙ୍ଗିରଠାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ପରେ ନୂତନ ଭାବେ ସଦସ୍ୟତା ଗ୍ରହଣ
Read More...

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ଉତ୍ସବ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଫ୍‌ଆଇଏଚ୍‌ ଓଡିଶା ହକି ପୁରୁଷ ବିଶ୍ୱ କପ ୨୦୨୩କୁ ସ୍ମରଣୀୟ କରିବା ପାଇଁ ଆଜି ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ଉତ୍ସବ ସ୍ଥାନୀୟ ଟାଉନ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରା କ୍ରୀଡା ପତାକା ଉତ୍ତୋଳୟ କରି
Read More...

ବରଗଡ ଧନୁଯାତ୍ରାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସ ମାଡ ମାରିବା ଘଟଣାକୁ ପାଇକମାଲ ସାମ୍ବାଦିକ ସଂଘର ନିନ୍ଦା :…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡରେ ଶୁକ୍ରବାର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଚାଲିଥିବା ସମୟରେ ରାତ୍ରିରେ ବଦ୍ରି ପ୍ରସାଦ ସାହୁ ନାମକ ଜଣେ ସାମ୍ବାଦିକଙ୍କୁ ପୋଲିସ ମାଡ ମାରି ମାରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଶନିବାର ପାଇକମାଲ ସାମ୍ବାଦିକ ସଂଘର ଏକ ବୈଠକ ବଡ
Read More...

୨୧ତମ ଲୋକ ଉତ୍ସବ ଲାଗି ଉଦ୍‌ଘୋଷକ ଉଦ୍‌ଘୋଷିକା ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନଠାରେ ୨୧ତମ ଲୋକ ମହୋତ୍ସବ ପାଇଁ ଉଦ୍‌ଘୋଷକ ଓ ଉଦ୍‌ଘୋଷିକା ଚୟନ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ରାଜେନ୍ଦ୍ର କଲେଜ, ବାଳିକା ମହାବିଦ୍ୟାଳୟ ଓ ଆୟୁର୍ବେଦିକ କଳାକାର ଯୋଗ ଦେଇଥିଲେ । ୫୧ ଜଣ ପୁରୁଷ ଏବଂ ମହିଳା ଯୋଗ ଦେଇଥିଲେ । ଏହି ଚୟନ
Read More...

୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚାମ୍ପିୟନସିପ ଉଦ୍‌ଯାପିତ

ପ୍ରଶାନ୍ତ ଓ ସୌମ୍ୟରଂଜନ ଚାମ୍ପିୟନ, ହିମାଂଶୁ ଓ ଶୁଭକାନ୍ତ ରନର୍ସଅପ ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ଏ ବ୍ଲକ ଦୁର୍ଗାପୂଜା ପଡିଆଠାରେ ଚାଲିଥିବା ୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚାମ୍ପିୟନସିପ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ଚାମ୍ପିୟନସିପର ଅଧ୍ୟକ୍ଷ ଆର ଏନ
Read More...

ଦଶମ ରାଜ୍ୟସ୍ତରୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ୍ ଉଦଘାଟିତ, ସେମିଫାଇନାଲରେ ସମ୍ବଲପୁର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଇରପାଲି ଠାରେ ରାଜ୍ୟସ୍ତରୀୟ ଦଶମ ଗୋଳଡେନ ଷ୍ଟାର କ୍ରିକେଟ କପ୍‌ ଉଦ୍‌ଘାଟିତ ହୋଇଯାଇଛି । ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଶୁଭ ଉଦ୍‌ଘାଟନ କରିଥିବା ବେଳେ ପ୍ରଥମ
Read More...

୨ୟ ମନୋଜ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ମୁରିବାହାଲ ଓ ବଡ଼ଗମଡ଼ା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ମନିଗାଁରେ ୨ୟ ମନୋଜ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଥ ଦିବସର ପ୍ରଥମ ରାଉଣ୍ଡରେ ମୁରିବାହାଲ ଓ ଭୋଜପୁର ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ମୁରିବାହାଲ
Read More...