ଜିଲ୍ଲା ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟଙ୍କ ରକ୍ତଦାନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପଶ୍ଚିମ ଓଡିଶାର ମହାନ ପର୍ବ ପୁଷପୁନି । ସମସ୍ତେ ନିଜ ନିଜ ପରିବାରରେ ଆନନ୍ଦ ଉଲ୍ଲାସରେ ପିଠା ମଂଡା, ମାଛ ମାଂସ ଖାଈ ମସଗୁଲ ରହିଥାନ୍ତି । ଠିକ୍ ଏତିକି ବେଳେ ସଂଜୀବ ବିଶ୍ୱାଳ ସେ ସବୁକୁ ଅଣଦେଖା କରି ଏକ ଅମୂଲ୍ୟ ଜୀବନ ବଞ୍ଚାଇବାକୁ ଆଗେଇ ଆସିଛନ୍ତି ।!-->…
Read More...
Read More...