Monthly Archives

January 2023

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ

ଭବାନୀପାଟଣା, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲାରେ ରବିବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ଭବାନୀପାଟଣା ସଦର ଥାନା ଅଧୀନ ବେଲାମାଲ ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍‌କୁ ଗ୍ୟାସ ବୋଝେଇ ଟ୍ୟାଙ୍କର ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ
Read More...

ରାଉରକେଲା ବିମାନ ବନ୍ଦରରେ ଯାତ୍ରୀଙ୍କ ଠାରୁ ଗୁଳି ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିମାନ ବନ୍ଦରରେ ଜଣେ ଯାତ୍ରୀଙ୍କ ଠାରୁ ସୁରକ୍ଷା କର୍ମୀ ଜବତ କରିଛନ୍ତି ଗୁଳି । ଯାତ୍ରୀ ଜଣକ ବ୍ୟାଗ୍‌ରେ ଏହି ଗୁଳି ରଖିଥିବା ବେଳେ ସ୍କାନରରେ ତାହା ଧରାପଡ଼ିଥିଲା । ଛେଣ୍ଡ ଥାନା ପୁଲିସ ଗୁଳିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି
Read More...

କ୍ୟାପିଟାଲ ବହିର୍ବିଭାଗ ଚିକିତ୍ସା ପାଇଁ ଆରମ୍ଭ ହେଲା ଅନ୍‌ଲାଇନ୍‌ ପଞ୍ଜିକରଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ୯ ତାରିଖରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ବହିର୍ବିଭାଗ (ଅପରାହ୍ନ) ଚିକିତ୍ସା ପାଇଁ ପଞ୍ଜିକରଣ ଆରମ୍ଭ କରାଯିବ । ପ୍ରତିଦିନ ରାତ୍ରି ୧୨ ଟାରୁ ଅପରାହ୍ନ ୩ ଘଟିକା ମଧ୍ୟରେ ପଞ୍ଜିକରଣ କରିହେବ ଯାହା, ଅପରାହ୍ନ ୩ଟା ଠାରୁ ସନ୍ଧ୍ୟା ୫ ଟା
Read More...

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଏମ୍ସ ଭୁବନେଶ୍ଵର ଠାରେ ସବୁ ଏମ୍ସ କେନ୍ଦ୍ରୀୟ…

● ଉନ୍ନତ ଗୁଣବତ୍ତା, କ୍ଲିନିକାଲ ଚିକିତ୍ସା, ଡାକ୍ତରୀ ଶିକ୍ଷାର ଉଚ୍ଚତମ ମାନକ ଏବଂ ଆଧୁନିକ ଗବେଷଣା ସହିତ ଦେଶର ସମସ୍ତ ଏମ୍ସ ବିଶ୍ଵସ୍ତରୀୟ ଉତ୍କୃଷ୍ଟ ସଂସ୍ଥାନରେ ପରିଣତ ହୋଇପାରିବେ : ଡକ୍ଟର ମାଣ୍ଡଭୀୟ● ଆଇଆଇଟି ଏବଂ ଆଇଆଇଏମ ଭଳି ଅନ୍ୟ ଜାତୀୟ ଗୁରୁତ୍ୱ ବହନ କରୁଥିବା ସଂସ୍ଥାନ ଠାରୁ
Read More...

କଳାନିକେତନର ରାଜ୍ୟସ୍ତରୀୟ ଡ୍ରଇଂ ଓ ରଙ୍ଗୋଲି ପ୍ରତିଯୋଗିତା ସମାପ୍ତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର (ଓଡ଼ିଆ ବିଭାଗ)ଠାରେ ପଶ୍ଚିମ ଓଡିଶାର ଅଗ୍ରଣୀ ଚିତ୍ରଶିକ୍ଷା ଅନୁଷ୍ଠାନ କଳାନିକେତନ ଦ୍ୱାରା ସପ୍ତମ ରାଜ୍ୟସ୍ତରୀୟ ଡ୍ରଇଂ ଓ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା' ସରସ୍ଵତୀଙ୍କୁ ପୂଜାର୍ଚ୍ଚନା
Read More...

ଯୋଶୀ ମଠ ପରିସ୍ଥିତି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଶାସନ ସଚିବ

କ୍ଷୁଦ୍ର, ମଧ୍ୟମ ଏବଂ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିବାକୁ ଭାରତ ସରକାରଙ୍କ ଏଜେନ୍ସି ଏବଂ ବିଶେଷଜ୍ଞମାନେ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରୁଛନ୍ତିଏନ୍ଡିଆର୍ଏଫ୍ର ଗୋଟିଏ ଦଳ ଏବଂ ଏସ୍ଡିଆର୍ଏଫ୍ର ୪ଟି ଦଳ ଯୋଶୀ ମଠରେ ପହଞ୍ଚିଛନ୍ତିପ୍ରଭାବିତ ପରିବାର ଗୁଡିକୁ ସୁରକ୍ଷିତ ସ୍ଥାନକୁ
Read More...

ବିଜେଡିର ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର ଅନୁଷ୍ଠିତ : ୨୦୧ ୟୁନିଟ ରକ୍ତ ସଂଗ୍ରହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିଜେଡି ପ୍ରତିଷ୍ଠା ଦିବସ ଓଡିଶାର ମୁଖ୍ୟମନ୍ତ୍ରୀ ବି.ଜେ.ଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର କୁଶପଲ୍ଲି ଗ୍ରାମରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ
Read More...

ସ୍ତ୍ରୀ ହତ୍ୟାକାରୀ ଅଭିଯୁକ୍ତ ସ୍ୱାମୀ ଗିରଫ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ ହୁମା ଫାଣ୍ଡି ଅଧୀନସ୍ତ ମୟୁରପଦା ଗ୍ରାମର ଚାଞ୍ଚଲ୍ୟ ସୁଷ୍ଟି କରିଥିବା ନୂଆ ବର୍ଷ ଦିନ ନିଜ ସ୍ତ୍ରୀକୁ ପଇସା ପାଇଁ ପିଟିପିଟି ମାରି ଦେଇଥିବା ଅଭିଯୁକ୍ତ ସ୍ୱାମୀ ଲକ୍ଷ୍ମଣ ରେଡ଼ିଙ୍କୁ ହୁମା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି
Read More...

ବିଶ୍ୱର ସର୍ବବୃହତ୍ ରିଭର କ୍ରୁଜ ‘ଗଙ୍ଗା-ବିଳାସ’ ଭାରତରେ ରିଭର କ୍ରୁଜ ପର୍ଯ୍ୟଟନର ତାଲା ଖୋଲିବ : ସର୍ବାନନ୍ଦ…

● ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ‘ଗଙ୍ଗା ବିଳାସ’ କାର୍ଯ୍ୟକ୍ରମ ଚଳିତ ଜାନୁୟାରୀ ୧୩ତାରିଖରେ ବାରାଣସୀରେ ଶୁଭାରମ୍ଭ ହେବ● ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶର ବିଭିନ୍ନ ୨୭ନଦୀ ବ୍ୟବସ୍ଥାରେ ଥିବା ୫୦ଟି ପର୍ଯ୍ୟଟନ ସ୍ଥଳକୁ ଯାତ୍ରୀଙ୍କୁ ନେବାକୁ ଜାହାଜ ନିୟୋଜିତ ହେବ । ଗଙ୍ଗା
Read More...

ଜାତୀୟ କନିଷ୍ଠ ହ୍ୟାଣ୍ଡବଲ୍ ଦଳରେ ଡେଲାଙ୍ଗର ୨ ଝିଅ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜସ୍ଥାନରେ ହେବାକୁ ଥିବା ଜାତୀୟ କନିଷ୍ଠ ହ୍ୟାଣ୍ଡବଲ୍ ଚମ୍ପିୟାନସିପ୍-୨୦୨୨-୨୩ରେ ଓଡ଼ିଶା ଦଳରେ ଡେଲାଙ୍ଗରୁ ୨ ଝିଅ ମନୋନିତ ହୋଇଛନ୍ତି । ସେମାନେ ହେଲେ ଚିଙ୍କି ଭୋଇ ଓ ସ୍ଵର୍ଣ୍ଣଲତା ବୀରେନ୍ଦ୍ର । ଆସନ୍ତା ଜାନୁଆରୀ ୧୦ତାରିଖରେ ରାଜସ୍ଥାନର ଜୟପୁର
Read More...