Monthly Archives

January 2023

ଜୟପୁର ବିମାନବନ୍ଦରରୁ ପ୍ରତିଦିନ ଉଡ଼ିବ ବିମାନ

ଜୟପୁର : ଜୟପୁର ବିମାନବନ୍ଦରରୁ ଏଣିକି ସପ୍ତାହର ସବୁଦିନ ବିମାନ ଉଡ଼ିବ । ରବିବାର ମଧ୍ୟ ଭୁବନେଶ୍ୱର-ଜୟପୁର-ବିଶାଖାପାଟଣାକୁ ବିମାନ ଚଳାଚଳ କରିବ ବୋଲି ଇଣ୍ଡିଆ ଓ୍ବାନ୍‌ ଏୟାର ପକ୍ଷରୁ କୁହାଯାଇଛି । ଅନ୍ୟ ଦିନ ଭଳି ରବିବାର ପୂର୍ବାହ୍ନ ୧୧ଟା୧୦ରେ ବିମାନ ଭୁବନେଶ୍ୱରରୁ ବାହାରି ଜୟପୁରରେ
Read More...

ଭାନୁଅତୁରେ ଭୂକମ୍ପ ଅନୁଭୂତ

ପୋର୍ଟ ଭିଲା : ଭାନୁଅତୁରେ ରବିବାର ଏକ ଭୂକମ୍ପ ଅନୁଭୁତ ହୋଇଛି । ଭୁକମ୍ପର କେନ୍ଦ୍ରସ୍ଥଳ ପୋର୍ଟ ଓଲରି ଉପକୂଳ ରହିଥିଲା । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ବିଭାଗ ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରହିଥିଲା । ପ୍ରଶାନ୍ତ ମହାସାଗର ନିକଟରେ ଥିବା ଏହି ଅଞ୍ଚଳ ଭୂକମ୍ପ
Read More...

ଲାଖ ପର୍ବତରେ ବିରାଟ କୃଷକ ସମାବେଶ ଅନୁଷ୍ଠିତ

ମନମୁଣ୍ଡା : କଣ୍ଟାମାଲ ବ୍ଲକ ଲାଖ ପର୍ବତ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପରେ ଏକ ବିରାଟ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ କୃଷକନେତା ଶ୍ରୀକାନ୍ତ ମିଶ୍ରଙ୍କ ଆବାହକତ୍ଵ ଏବଂ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ କୃଷକ ନେତା କେଦାର ସାହୁ, ଚିରଞ୍ଜିବି ବିଶି, ସତ୍ୟବ୍ରତ ସାହୁ,
Read More...

ବଉଳା କୁମ୍ଭୀର ଗଣନା ପାଇଁ ପ୍ରଶିକ୍ଷଣ ଶିବିର

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନ ଓ ଉଦ୍ୟାନ ବାହାରେ ପ୍ରବାହିତ ନଦୀ ନାଳ ଗୁଡିକରେ ଥିବା ବଉଳା କୁମ୍ଭୀରମାନଙ୍କ ଗଣନା ପାଇଁ ବନ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ସୋମବାର ଠାରୁ ୧୨ ତାରିଖ ଯାଏଁ କୁମ୍ଭୀର ଗଣନା କରାଯିବ ଓ ୧୪ ତାରିଖ ଦିନ ଗଣନା ପକ୍ରିୟା ଶେଷ ହେବ ।
Read More...

ଭିତରକନିକାରେ ବଢିଲେ ବିଦେଶୀ ପକ୍ଷୀ

ରାଜନଗର : ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଚଳିତ ମାସ ୬ ତାରିଖରେ ବନବିଭାଗ ପକ୍ଷରୁ ହୋଇଥିବା ଗଣନାରୁ ଏହା ଜଣାପଡିଛି । ଗତବର୍ଷ ଭିତରକନିକାରେ ୧ ଲକ୍ଷ ୩୮ ହଜାର ୧୦୭ଟି ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ଭିତରକନିକାକୁ ୧ ଲକ୍ଷ
Read More...

ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ଓ କାଶିବାହଲ ପଂଚାୟତରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସଵ ରବିବାର ଅନୁଷ୍ଠିତ ହୋଇଯାଇଛି । ମହିମା ପଞ୍ଚାୟତ ଡେଙ୍ଗାଗୁଡା ମଣ୍ଡି ପରିସରରେ ଉତ୍ସବ କମିଟି ସଭାପତି ମହିମା ସରପଞ୍ଚ ଇଶରାମ କୋଲଥିଆଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ
Read More...

ଗାଁରେ ପଶି ଘର ଭାଙ୍ଗିଲେ ହାତୀପଲ

ଗୁଡ଼ଭେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ଅଧୀନ ଜାମୁଟ, ରହେନମାଳ ଓ ତରଙ୍ଗମୁଣ୍ଡାରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ରବିବାର ସକାଳେ ଏହିସବୁ ଗ୍ରାମର ଚାଷୀଙ୍କ ରାହାଡି, ଧାନ ଓ ପରିବାର ଫସଲକୁ ହାତୀପଲ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି । ଏଥିସହ ଜାମୁଟ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ବସ୍ ଧକ୍କାରେ ବାଇକ ଚାଳକ ମୃତ

ମାଲକାନଗିରି/କାଲିମେଳା : ମାଲକାନଗିରି-କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥରେ ବସ ଧକ୍କାରେ ଜଣେ ବାଇକ ଚାଳକର ମୃତ୍ୟୁ ଘଟିଛି । ମାଲକାନଗିରି କାଲିମେଳା ୩୨୬ନମ୍ବର ଜାତୀୟ ରାଜପଥରେ ଯାଉଥିବା ଜଣେ ବାଇକ ଆରୋହୀଙ୍କୁ କାଲିମେଳା ଆଡୁ ଆସୁଥିବା ଏକ ବସ ଏମ୍‌ଭି୧୯ ନିକଟରେ ଧକ୍କା ଦେଇଥିଲା ।
Read More...

ବାଉଁଶୁଣି ପୋଲିସ୍ ପକ୍ଷରୁ ଜୁଆ ଆଡ୍ଡାରେ ଚଢ଼ାଉ : ୬ ଗିରଫ, ମୋବାଇଲ ଜବତ

ମନମୁଣ୍ଡା : ବୌଦ୍ଧ ଜିଲ୍ଲା ବାଉଁଶୁଣି ପୋଲିସ୍ ପକ୍ଷରୁ ଜୁଆ ଆଡ୍ଡାରେ ଚଢ଼ାଉ କରାଯାଇ ୬ ଜୁଆଡିକୁ ଗିରଫ କରିଛି । ସେମାନେ ହେଲେ ବୌଦ୍ଧ ଜିଲ୍ଲାର ୫ ଏବଂ ସୋନପୁର ଜିଲ୍ଲାର ଜଣେ । ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ଛେଲିବହାଲର ସୁରୁ ପ୍ରଧାନ, ଅଇଁଲାପାଲିର ସୁଧାଂଶୁ ମେହେର,
Read More...

ପ୍ରଫେସର ବିଧୁଭୂଷଣ ମିଶ୍ର ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି

ଭୁବନେଶ୍ୱର : ରାଜ୍ୟପାଳ ତଥା ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଣେଶୀଲାଲ୍‌ ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କୁ ୪ ବର୍ଷ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତ କରିଛନ୍ତି । ପ୍ରଫେସର ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ପ୍ରଶାସନ ବିଭାଗର ପ୍ରଫେସର ଭାବରେ
Read More...