Monthly Archives

January 2023

ବିବେକାନନ୍ଦ ପାଠାଗାରର ପୁଷ୍‌ପୁନି ଭେଟ୍‌ ଅନୁଷ୍ଠିତ

ସଇଁନ୍ତଲା, (କେପିଏନ୍‌ଏସ୍‌) : ସ୍ଥାନୀୟ ବିବେକାନନ୍ଦ ପାଠାଗାର ପକ୍ଷରୁ ପୁଷ୍‌ପୁନି ଭେଟ୍‌ ପାଳିତ ହୋଇଯାଇଛି । ସଭାପତି ଭୀମସେନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କିଷନ ଅଗ୍ରୱାଲ ମୁଖ୍ୟ ଅତିଥି, ପ୍ରଦୀପ ଜାଲ ମୁଖ୍ୟବକ୍ତା, ସାହିତ୍ୟ ଘର ସଭାପତି ପ୍ରମୋଦ ବୈଠାରୁ
Read More...

ଥୁଆମୂଳ ରାମପୁରରେ ତୁଷାରପାତ

ଥୁଆମୂଳ ରାମପୁର, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲାର କାଶ୍ମୀର କୁହାଯାଉଥିବା ଥୁଆମୂଳ ରାମପୁର ଅଞ୍ଚଳରେ ପାରଦ ୩ରୁ ୪ ଡିଗ୍ରୀ ତଳକୁ ଖସିବାରେ ଲାଗିଛି । ଦୁର୍ଗମ ଅଞ୍ଚଳରେ ଶୀତର ପ୍ରକୋପ ବଢିବାରେ ଲାଗିଥିବା ବେଳେ ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି ।
Read More...

ଜଳ ଯୋଗାଣ ପ୍ରକଳ୍ପର ଭୂମି ପୂଜନ

ମୁରିବାହାଲ, (କେପିଏନ୍‌ଏସ୍‌) : ବହୁଦିନର ଦାବୀ ପରେ ମୁରିବାହାଲ ବ୍ଲକର ହଳଦୀ ପଞ୍ଚାୟତ ଯମୁନା ଗାଁରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ଭୂମି ପୂଜନ କରାଯାଇଛି । ଏଥିରେ ସମିତି ସଭ୍ୟ ଟୁନାମଣି ମହାନନ୍ଦ ମୁଖ୍ୟ ଅତିଥି, ୱାର୍ଡ ସଭ୍ୟା ସୁଭାଗିନୀ ପଧାନ ସମ୍ମାନିତ ଅତିଥି ଭାବେ ଯୋଗ
Read More...

ବିଜେଡିର ମାଗଣା ସ୍ୱାସ୍ଥ୍ୟ ଶିବିର

ତୁରେକେଲା, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ହରିଭବନ ଠାରେ ବିଜେଡି ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବ କଣ୍ଟାବାଞ୍ଜି ବିଧାୟକ ଆୟୁବ୍‌ ଖାଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଶତାଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି
Read More...

ଭାରତରେ ଏକ ନମ୍ବର ହଲିଉଡ ଫିଲ୍ମ ହେଲା ଅବତାର ୨

ମୁମ୍ବାଇ : ଜେମ୍ସ କାମେରୁନଙ୍କ ଅବତାର ୨ ଫିଲ୍ମ ସାରା ବିଶ୍ୱରେ ଜବରଦସ୍ତ ବ୍ୟବସାୟ କରୁଛି । ରିପୋର୍ଟ ମୁତାବକ ଏହା ପାଖାପାଖି ୧୩ ହଜାର କୋଟି ଟଙ୍କାର ବ୍ୟବସାୟ କରିସାରିଛି । ଭାରତରେ ମଧ୍ୟ ଏହା ରେକର୍ଡ ବ୍ୟବସାୟ ଜାରି ରଖିଛି । ରବିବାର ଆଡଭାନ୍ସ ବୁକିଂ ରିପୋର୍ଟ ଆସିବା ପରେ ଏହା ୩୭୨.୨୫
Read More...

କୃଷ୍ଣନନ୍ଦପୁର ଗାଁରେ ବୁଲୁଛି ହାତୀ : ଲୋକେ ଆତଙ୍କିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଚନ୍ଦନପୁର ଥାନା ଅଧୀନ କୃଷ୍ଣନନ୍ଦପୁର ଗ୍ରାମରେ ଏକ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଛି । ସୋମବାର ସକାଳେ ଦନ୍ତା ହାତୀଟି ଗାଁ ରାସ୍ତାରେ ଯାଉଥିବାର ଶୌଚ ହେବା ପାଇଁ ଯାଇଥିବା ଲୋକେ ଦେଖିଥିଲେ । ହାତୀଟିକୁ ଦେଖି ଗାଁ ଲୋକେ ରୁଣ୍ଡ ହୋଇ ହୋ
Read More...

ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ

କେନ୍ଦ୍ରାପଡ଼ା : ଭିତରକନିକା ଜାତୀୟ ଉଦ୍ୟାନରେ ବଉଳା କୁମ୍ଭୀର ଗଣନା ଆରମ୍ଭ ହୋଇଯାଇଛି । ଜାତୀୟ ଉଦ୍ୟାନ ଓ ଉଦ୍ୟାନ ବାହାରେ ପ୍ରବାହିତ ନଦୀ, ନାଳ ଗୁଡ଼ିକରେ ଥିବା ବଉଳା କୁମ୍ଭୀର ଗୁଡିକୁ ଗଣନା କରାଯିବ । ସୋମବାର ଠାରୁ ୩ ଦିନ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଜାରି ରହିବ । କୁମ୍ଭୀର ବିଶେଷଜ୍ଞ
Read More...

ଶ୍ରୀନହରରେ ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ

ପୁରୀ : ଶ୍ରୀନହରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ । ଏହି ଅବସରରେ ଗଜପତି ମହାରାଜା ସିଂହାସନ ଆରୋହଣ କରିବା ସହ ଅଭିଷିକ୍ତ ମଧ୍ୟ ହୋଇଥିଲେ । ଏଥିପାଇଁ ଶ୍ରୀନହରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଗଜପତି ମହାରାଜାଙ୍କୁ ଅଭିମନ୍ତ୍ରୀତ
Read More...

ଠାକୁର ଅନୁକୂଳଚନ୍ଦ୍ରଙ୍କ ଉତ୍କଳ ଆଗମନୀର ୧୦୧ତମ ପୂର୍ତ୍ତି ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ : ସୁନ୍ଦର ରାଜ୍ୟ ଓ ଦେଶ…

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ତାଳବଣିଆସ୍ଥିତ ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ରବିବାର ଆୟୋଜିତ ଠାକୁର ଅନୁକୂଳଚନ୍ଦ୍ରଙ୍କର ଉତ୍କଳ ଆଗମନୀର ୧୦୧ତମ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସୁନ୍ଦର ରାଜ୍ୟ ଓ ଦେଶ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି। ସଭାସ୍ଥଳକୁ ଯାଇ
Read More...

ହୀରାକୁଦରେ ପକ୍ଷୀ ଗଣନା ସମାପ୍ତ

ସମ୍ବଲପୁର : ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ରବିବାର ଦିନିକିଆ ବିଦେଶୀ ପକ୍ଷୀ ଗଣନା ଶେଷ ହୋଇଛି । ୧୦ ତାରିଖରେ ପକ୍ଷୀ ଗଣନା ରିପୋର୍ଟ ପ୍ରକାଶ ପାଇବ । ବିଗତ ବର୍ଷ ଅପେକ୍ଷା ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରକୁ ଅଧିକ ପକ୍ଷୀ ଆସିଥିବା ଆଶା କରାଯାଉଛି । ସମ୍ବଲପୁର ସମେତ ବରଗଡ ଓ ଝାରସୁଗୁଡା
Read More...