Monthly Archives

January 2023

କଣ୍ଟାବାଞ୍ଜି ସହରାଞ୍ଚଳ ଯୁବ ଯାଦବ ବୁଦ୍ଧିଜୀବୀ ମଂଚ ଗଠିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରାଂଚଳର ଯୁବ ଯାଦବ ବୁଦ୍ଧିଜୀବୀ ମଂଚ ରବିବାର ଦିନ ଗଠିତ ହୋଇଛି । କଣ୍ଟାବାଞ୍ଜି ଉପକଣ୍ଠସ୍ଥ କୁକୁଡାହାଡ ଗ୍ରାମର ଶ୍ରୀଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ମନ୍ଦିର ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ
Read More...

ଡ. କ୍ଷମା ଦ୍ୱିବେଦୀଙ୍କୁ ମଦନମୋହନ ମାଲବିୟ କେବଲସଚ୍‌ ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବେଲପଡା ନବୋଦୟ ବିଦ୍ୟାଳୟରେ କଳା ଶିକ୍ଷୟିତ୍ରୀ ଥିବା ଡ. କ୍ଷମା ଦ୍ୱିବେଦୀଙ୍କୁ ନୂଆଦିଲ୍ଲୀଠାରେ ସ୍ୱାଧିନତା ସଂଗ୍ରାମୀ ତଥା ଭାରତରତ୍ନ ପଣ୍ଡିତ ମଦନମୋହନ ମାଲବିୟ କେବଲସଚ୍‌ ସମ୍ମାନରେ ସମ୍ମାନିତ କରାଯାଇଥିବା ଜଣାପଡିଛି । ଚିତ୍ରକଳା
Read More...

ଅହେତୁକ ଫିସ୍‌ ବୃଦ୍ଧିକୁ ନେଇ ବଲାଙ୍ଗିର ସରକାରୀ ମହାବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ମହାବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀମାନେ ନିଜ କଲେଜରେ ଅହେତୁକ ଫିସ୍‌ ବୃଦ୍ଧିକୁ ନେଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଧାରଣାରେ ବସିଥିବା ଛାତ୍ରଛାତ୍ରୀଙ୍କ କହିବାନୁସାରେ, ପୂର୍ବରୁ କଲେଜରେ ୨୫୦ ଟଙ୍କା ନେଉଥିବା ବେଳେ ହଠାତ୍‌
Read More...

ମଠଖାଇ ମହୋତ୍ସବ-୨୦୨୩ ଅବସରରେ ସେମିନାର୍‌ ଆୟୋଜିତ : ଏନ୍‌ଏସ୍‌ଡ଼ିଏନ୍‌ ସଂଜୟ ଲାଲ୍‌ଙ୍କ ଦ୍ୱାରା ଅଭିନୟ କଳା ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଠଖାଇ ମହୋତ୍ସବ-୨୦୨୩ ଅବସରରେ ଆଜି ପୂର୍ବାହ୍ନରେ ସେମିନାର୍‌ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ଏନ୍‌ଏସ୍‌ଡ଼ିଏନ୍‌ ସଂଜୟ ଲାଲ୍‌ଙ୍କ ଦ୍ୱାରା ସ୍ଥାନୀୟ କଳାକାରମାନଙ୍କୁ ନେଇ ଅଭିନୟ କଳା ପ୍ରଦର୍ଶନ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟାରେ
Read More...

୨୧ତମ ବଲାଙ୍ଗିର ଲୋକ ଉତ୍ସବ ପାଇଁ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସ୍ୱାଗତ ଜଣାଇଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁଆରୀ ୨୦ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କୋଶଳ କଳା ମଣ୍ଡଳରେ ୨୧ତମ ବଲାଙ୍ଗିର ଲୋକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଜିଲ୍ଲା ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ସ୍ୱାଗତ
Read More...

ପାଟଣେଶ୍ୱରୀ ମହିଳା ଉଚ୍ଚମାଧ୍ୟମିକ ସ୍କୁଲର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ରମାଇଁ ହାଇସ୍କୁଲ ଖେଳପଡିଆଠାରେ ଚାଲିଥିବା ପାଟଣେଶ୍ୱରୀ ମହିଳା ଉଚ୍ଚମାଧ୍ୟମିକ ସ୍କୁଲର ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷା ଭାଗ୍ୟବତୀ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟସଭା ସାଂସଦ ନିରଞ୍ଜନ
Read More...

ଗମ୍ଭାରିପାଲି ଆଞ୍ଚଳିକ ଧନୁଯାତ୍ରା ପାଇଁ କଂସ ବରଣ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ଗମ୍ଭାରିପାଲିରେ ଆସନ୍ତା ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ପାଇଁ ଆନୁଷ୍ଠାନିକ ଭାବେ କଂସ ବରଣ ପର୍ବ ସମାପନ ହୋଇଯାଇଛି । ଧନୁଯାତ୍ରା କମିଟିର ସଭାପତି ଜଗନ୍ନାଥ ପୁଜାହାରୀ ଓ ସମ୍ପାଦକ
Read More...

ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଠିକାଦାରପଡାରେ ଜଣେ ଯୁବକଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଯୁବକ ଜଣକ ଠିକାଦାରପଡାର ଅମରେଶ ନାୟକ ବୋଲି ଜଣାପଡିଛି । ତାଙ୍କ କହିବା ଅନୁସାରେ ତାଙ୍କୁ ବିଭୁତିପଡାର ୩ ଜଣ ଯୁବକ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ
Read More...

ଅଘରିଆ ସମାଜର ବୈଠକ

ଝାରମୁଣ୍ଡା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କୁଶଙ୍ଗଠାରେ ଅଖିଳ ଭାରତୀୟ ଅଘରିଆ ସମାଜର ଏକାଦଶ କାର୍ଯ୍ୟକାରୀ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୮ଟି ଗୁଡ଼ିର ସଭାପତି ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସାମାଜିକ ଉନ୍ନତି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇ ସିଦ୍ଧାନ୍ତ
Read More...