Monthly Archives

January 2023

ବେଲପଡାଠାରେ ବ୍ଲକସ୍ତରୀୟ ଲୋକ ମହୋତ୍ସବ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ଲୋକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ଯୋଗଦାନ କରିଥିବା ବେଳେ ବେଲପଡା ବ୍ଲକ ଅଧ୍ୟକ୍ଷା
Read More...

ଆୟୁଷ୍ମାନ ଭାରତ ପିଏମ୍ ଜେଏୱାଇ ଯୋଜନାରେ ତାଲିକାଭୁକ୍ତ ହୋଇଥିବା ସମସ୍ତ ହସ୍ପିଟାଲର ପ୍ରଦର୍ଶନକୁ ମାପି ଗ୍ରେଡ ପ୍ରଦାନ…

ନୂଆ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଲା ରୋଗୀ କୈନ୍ଦ୍ରିକ ସେବା ଯୋଗାଣକୁ ଗୁରୁତ୍ୱ ଦେବାକୁ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ସଚେତନ ଓ ଉତ୍ସାହିତ କରିବା ନୂଆଦିଲ୍ଳୀ, (ପିଆଇବି) : ଯୋଗାଇ ଦିଆଯାଇଥିବା ବିଭିନ୍ନ ପ୍ରକାର ସେବାର ସଂଖ୍ୟା ପରିବର୍ତ୍ତେ ସ୍ୱାସ୍ଥ୍ୟସେବାର ମାନକୁ ବିଚାରକୁ ନେଇ
Read More...

ମାଣ୍ଡିଆ ମଣ୍ଡି ଉଦ୍‌ଘାଟନ କଲେ ବିଧାୟକ ସରୋଜ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବିଧାୟକ ସରୋଜ ମେହେର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ତେଲେନପାଲି ଗ୍ରାମଠାରେ ମାଣ୍ଡିଆ ମଣ୍ଡିର ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସମ୍ପୃକ୍ତ ଅଞ୍ଚଳର ବହୁ ଚାଷୀ ଯୋଗଦାନ କରିଥିବା ବେଳେ ବିଧାୟକ ସରୋଜ ମେହେରଙ୍କ ସହ ଅନ୍ୟ ବିଭାଗୀୟ କର୍ମଚାରୀମାନେ
Read More...

ନୂତନ ଆଗଲପୁର ଥାନାରେ ପ୍ରଥମ ଥାନାଧିକାରୀ ଭାବରେ ଯୋଗଦେଲେ ସନାତନ ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁରଠାରେ ଫାଣ୍ଡି ଥିବାବେଳେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ନୂତନ ଥାନା ଉଦ୍‌ଘାଟିତ ହୋଇଥିଲା । ତେବେ ଏହି ନୂତନ ଥାନାରେ ପ୍ରଥମେ ଥାନାଧିକାରୀ ଭାବରେ ଯୋଗଦାନ କରିଛନ୍ତି ସନାତନ
Read More...

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିଚଳିତ ଓ ଭୟଭୀତ କରୁଥିବା ଫୁଟେଜ ପ୍ରଦର୍ଶନ ନକରିବାକୁ ଟିଭି ଚ୍ୟାନେଲଗୁଡିକୁ…

ରକ୍ତ, ମୃତଶରୀର, ଶାରୀରିକ ଆକ୍ରମଣଭଳି ବିଭତ୍ସ ଚିତ୍ର ଗୁଡିକ କାର୍ଯ୍ୟକ୍ରମ ସଂହିତାର ଉଲ୍ଲଂଘନସାମାଜିକ ଗଣମାଧ୍ୟମରୁ ଚ୍ୟାନେଲଗୁଡିକ ନେଉଥିବା ହିଂସାତ୍ମକ ଭିଡିଓ ଗୁଡିକୁ ପ୍ରଦର୍ଶିତ କରିବା ପୂର୍ବରୁ ସଠିକ ଭାବେ ସମ୍ପାଦିତ କରାଯାଉନାହିଁଘଟଣାର ଶିକାର ହେଉଥିବା ବ୍ୟକ୍ତିମାନଙ୍କ ବ୍ୟକ୍ତିଗତ
Read More...

ମାନସିକ ଅନଗ୍ରସର ଅସହାୟ ଆଶ୍ରମ ‘ସ୍ୱଧାର’ର ସମସ୍ତ ଅନ୍ତେବାସୀଙ୍କୁ ଭତ୍ତା ଯୋଗାଇଦେଲେ ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନସିକ ଅନଗ୍ରସର ଅସହାୟ ଆଶ୍ରମ 'ସ୍ୱଧାର'ର ସମସ୍ତ ଅନ୍ତେବାସୀଙ୍କୁ ଭତ୍ତା ଯୋଗାଇଦେଲେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ସାଲେପାଲି ସ୍ୱଧାର ଆଶ୍ରମରେ ରହୁଥିବା ସମସ୍ତ ଅନ୍ତେବାସୀଙ୍କୁ ବଲାଙ୍ଗିର ଜିଲ୍ଲା ସାମାଜ
Read More...

ପୃଥ୍ୱୀରାଜ ହାଇସ୍କୁଲର ୧୯୮୬ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥିବୀର ସବୁ ସଂପର୍କ ରକ୍ତର ସଂପର୍କ ହୋଇଥିବା ବେଳେ ବନ୍ଧୁତା ହିଁ ଗୋଟିଏ ସଂପର୍କ ଯେଉଁଟା ମଣିଷ ନିଜେ ଗଢିଥାଏ । ଏହି ସଂପର୍କକୁ ଦୀର୍ଘ ସମୟ ବାନ୍ଧି ରଖିବା ପାଇଁ ୧୯୮୬ ପୃଥ୍ୱୀରାଜ ହାଇସ୍କୁଲର ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ ସିନଖମନ ଫାର୍ମ
Read More...

ଗଞ୍ଜାମ ପ୍ରେସ୍‌ କ୍ଲବ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ

ଗଞ୍ଜାମ କଲେଜ ଲାୟନ୍ସ ଟିମ୍‌ ଚମ୍ପିୟାନ ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ପ୍ରେସ୍‌ କ୍ଲବ ପକ୍ଷରୁ ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ କଲେଜ ଲାୟନ୍ସ ତହସିଲ
Read More...

ମହତାବ ହାଇସ୍କୁଲ ୧୯୬୬ ମାଟ୍ରିକ ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ମଣ୍ଡଳର ସର୍ବ ପୁରାତନ ମହତାବ ଉଚ୍ଚ ବିଦ୍ୟାଳୟର ୧୯୬୬ ମାଟ୍ରିକ (୧୧ଶ) ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ସମାବେଗ ବିଦ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍‌ କୁନ୍ତଳା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଆସନ୍ତା କାଲି ଗାନ୍ଧୀ ଷ୍ଟାଡିୟମ ଠାରେ ପୁରୁଷ ବିଶ୍ୱ କପ୍‌ ଉଦ୍‌ଘାଟନ ମହୋତ୍ସବର ସିଧା ପ୍ରସାରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୧୧ ତାରିଖ ବୁଧବାର ଅପରାହ୍ନ ୫ଟା ସମୟରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ପୁରୁଷ ବିଶ୍ୱ କପ୍‌ ଉଦ୍‌ଘାଟନ ମହୋତ୍ସବର ସିଧା ପ୍ରସାରଣ ପ୍ରଦର୍ଶନ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ସୁବ୍ୟବସ୍ଥା କରାଯାଇଛି । ପୁରୁଷ ବିଶ୍ୱ କପ୍‌ ଉଦ୍‌ଘାଟନ ମହୋତ୍ସବର
Read More...