Monthly Archives

January 2023

ରତ୍ନାକର ବାଗ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଉଦ୍‌ଘାଟନୀ ମ୍ୟାଚ୍‌ରେ ତେତେଲପଡାକୁ ହରାଇ ଚାରପାଣି ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା' ସାହାଜି ଯୁବକ ସଂଘ ପକ୍ଷରୁ ରତ୍ନାକର ବାଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମା' ସାହାଜି ଯୁବକ
Read More...

ସର୍ବଭାରତୀୟ ମଠଖାଇ ମହୋତ୍ସବ-୨୦୨୩ : ନିର୍ଦ୍ଦେଶକ ପ୍ରବୀର ଗୁହାଙ୍କ ସହିତ ଅନ୍ତରଙ୍ଗ ଆଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବଭାରତୀୟ ମଠଖାଇ ମହୋତ୍ସବ-୨୦୨୩ ତୃତୀୟ ଦିବସରେ ପହଂଚିଥିବା ବେଳେ ଆଜି ପୂର୍ବାହ୍ନରେ ନିର୍ଦ୍ଦେଶକ ପ୍ରବୀର ଗୁହାଙ୍କ ସହିତ ଅନ୍ତରଙ୍ଗ ଆଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଫେସର ମଧୁସୂଦନ ପତି, ନାଟ୍ୟଭୂଷଣ ଜଗଦାନନ୍ଦ
Read More...

ରାଜ୍ୟରେ ୩୦ଟି ନୂଆ ଥାନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଗତକାଲି ୩୦ଟି ନୂଆ ଥାନାର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଫାଣ୍ଡିକୁ ଥାନାର ମାନ୍ୟତା ଦେଇ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ମୁଖ୍ୟମନ୍ତ୍ରୀ ବଢ଼ୁଥିବା ସାଇବର କ୍ରାଇମକୁ ନେଇ ଉଦ୍‌ବେଗ
Read More...

କୋରାପୁଟ ଉପଖଣ୍ଡର ୬ଟି ବନାଞ୍ଚଳରେ ପକ୍ଷୀ ଗଣନା ଆରମ୍ଭ

କୋରାପୁଟ : ଆଜି କୋରାପୁଟ ଉପଖଣ୍ଡରେ ଥିବା ୬ଟି ବନାଞ୍ଚଳରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ମୋଟ ୨୪ଟି ଜଳାଶୟରେ ଏହି ଗଣନା କାର୍ଯ୍ୟରେ ବନବିଭାଗର ୧୨୦ କର୍ମଚାରୀ ନିୟୋଜିତ ହୋଇଛନ୍ତି । କୋରାପୁଟ ବନାଞ୍ଚଳର ୫ଟି, ସେମିଳିଗୁଡାର ୬ଟି, ନାରାୟଣପାଟଣାର ୩ ଟି, ଲକ୍ଷ୍ମୀପୁରର ୨ଟି, ଲମତାପୁଟର
Read More...

ରାମନାଗୁଡା ଥାନାକୁ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ନୂତନ ଥାନାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ମାର୍ଚ୍ଚ ୨୭ ତାରିଖରେ ଏଠାରେ ଥାନା ହେବା ନେଇ ଘୋଷଣା କରାଯାଇଥିଲା । ସୋମବାର ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଶୁଭ ଉଦ୍‌ଘାଟନ
Read More...

ଟ୍ରକ୍‌ ଧକ୍କାରେ ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋସଲ କଳାମଣ୍ଡଳ ରାସ୍ତାରେ ଟ୍ରକ୍‌ ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି । ଆହତ ଜଣକ ସାଲେପାଲିର ବିଜୟ କୁମ୍ଭାର ବୋଲି ଜଣାପଡିଛି । ସୂଚନା ଅନୁସାରେ, ସେ କୌଣସି କାମରେ ସହରକୁ ଆସୁଥିବା ବେଳେ କଳାମଣ୍ଡଳ ରୋଡ୍‌ରେ ଏକ ଟ୍ରକ୍‌
Read More...

ହକି ବିଶ୍ଵ କପ୍‌କୁ ସ୍ଵାଗତ କରିବାକୁ ବ୍ରହ୍ମପୁରରେ ସାଇକ୍ଲୋଥନ୍

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ହକି ବିଶ୍ଵ କପ୍ ପାଇଁ ବ୍ରହ୍ମପୁରରେ ସାଇକ୍ଲୋଥନ୍କୁ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍, ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କିର୍ତ୍ତି ଭାସନ୍, ବ୍ରହ୍ମପୁର ଡେପୁଟି ମେୟର୍ ଇ.ବିବେକ ରେଡ୍ଡୀ ପତାକା ଦେଖାଇ ଶୁଭାରମ୍ଭ
Read More...

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ : ୭ ଗୁରୁତର

ମୋହନା : ଯାତ୍ରୀବାହୀ ଅଟୋ ଓଲଟି ୭ ଗୁରୁତର ଆହତ । ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଦ ଲେଡବନ୍ଧ ଘାଟିରେ ଏଭଳି ଘଟଣା ଘଟିଥିବେ ଜଣାପଡିଛି । ଗୁରୁତରଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ୩ ଜଣ ପୁରୁଷ ଯାତ୍ରୀ ଅଛନ୍ତି । ସମସ୍ତ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ମୋହନା ମେଡିକାଲରେ
Read More...

ବାଇକ୍‌ ଦୁର୍ଘଟଣାରେ ଯୁବକ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଉପକଣ୍ଠସ୍ଥ ଜାମସର ଛକଠାରେ ଏକ ବାଇକ୍‌ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏଥିରେ ସମ୍ପୃକ୍ତ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ମୃତକ ଜଣକ ବରଗଡ ଜିଲ୍ଲା ଭଟଲି ଅଞ୍ଚଳର ଅନୀଲ ବିଶି ବୋଲି ଜଣାପଡିଛି । ସେ ଜାମସର ଦେଇ ବଲାଙ୍ଗିର
Read More...

ଭିଜିଲାନ୍ସ ଜାଲରେ ରାଉରକେଲା ଆର୍‌ଡବ୍ଲୁ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କିରାଣୀ ନନ୍ଦୀ କିଶୋର ନାଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରାଉରକେଲା ଆର୍‌ଡବ୍ଲୁ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କିରାଣୀ ନନ୍ଦୀ କିଶୋର ନାଥଙ୍କ ଅଫିସ୍ ସମେତ ୬ଟି ସ୍ଥାନରେ ଚଢାଉ କରିଥିବା ଜଣାପଡିଛି । ଭୁବନେଶ୍ୱର, ବରଗଡ଼,
Read More...