କର୍ମଚାରୀ ଅଭାବ, ଉନ୍ନୟନ କାମ ବାଧାପ୍ରାପ୍ତ ଅଭିଯୋଗ
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକରେ ଅନେକ ପଦବୀ ଖାଲି ପଡିଛି । ଫଳରେ ଉନ୍ନୟନମୂଳକ କାମ ହୋଇପାରୁ ନଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ବ୍ଲକରେ ୨୦ଟି ପଂଚାୟତରୁ ୧୦ଟି ପଂଚାୟତରେ ପିଇଓ ପଦବୀ ଖାଲି ପଡିଛି । ଜଣେ ଲେଖାଏଁ ପିଇଓ ୨ଟି!-->…
Read More...
Read More...