Monthly Archives

January 2023

ଜୀବନ ସେବା ଫାଉଣ୍ଡେସନ ତରଫରୁ କଳାହାଣ୍ଡିର ବିଭିନ୍ନ ଜାଗାରେ ଶୀତବସ୍ତ୍ର ବଣ୍ଟନ

ଭବାନୀପାଟଣା, (ପି.କେ. ସାହୁ) : ଭୁବନେଶ୍ୱର ସହରର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ଜୀବନ ସେବା ଫାଉଣ୍ଡେସନ ତରଫରୁ ଗତ ଦୁଇଦିନ ଧରି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳର ଆଦିବାସୀ ଗାଁମାନଙ୍କରେ ଶୀତବସ୍ତ୍ର ବଣ୍ଟନ କରିଛନ୍ତି । ବର୍ତ୍ତମାନ କଳାହାଣ୍ଡିରେ ହାଡଭଙ୍ଗା ଶୀତ ଲହରୀ
Read More...

୪୧ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଖେଳ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଆଥ୍‌ଲେଟିକ୍‌ ଆସୋସିଏସନ ଆଗଲପୁରରେ ୪୧ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଖେଳ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଖେଳରେ ଅତିଥି ଭାବେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ସାଂସଦ
Read More...

ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଠାରେ ଜଗନ୍ନାଥ ଚେତନା ତରଫରୁ ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି । ଏହି ଉତ୍ସବ ଆରମ୍ଭରେ ପ୍ରଥମେ ଜଗନ୍ନାଥ ମନ୍ଦିର ଠାରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମନ୍ଦିର ନିକଟସ୍ଥ ବଗିଚାରେ
Read More...

ବାର୍ଷିକ ବଣଭୋଜି ଓ ସମ୍ମାନ ପର୍ବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଜିଲ୍ଲା ବରଗଡ଼ର ଉପନିବନ୍ଧକ କାର୍ଯ୍ୟାଳୟ ପରିଧି ଦଲିଲ୍ ଲେଖକ, ଷ୍ଟାମ୍ପ ଭେଣ୍ଡର୍ ସଙ୍ଘର ବାର୍ଷିକ ବଣଭୋଜି ନିକଟସ୍ଥ ଦେବଦର୍ହା ଶୈବପୀଠ ତଥା ଏ ଅଞ୍ଚଳର ଜଣାଶୁଣା ପର୍ଯ୍ୟଟନସ୍ଥଳୀ ଠାରେ ଆୟୋଜନ ହେବା ସହ ବାର୍ଷିକ ସଭା ଆୟୋଜିତ ହୋଇଯାଇଛି ।
Read More...

ରେଳ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତକୁ ରେଳ ଓ ସଡକ ଉପଯୋଗକାରୀ ସଂଘ ସ୍ୱାଗତ ଜଣାଇବା ସହିତ ତାଙ୍କ ଉଦ୍ୟମରେ ରାଜ୍ୟର ଦୁଇଟି ସ୍ମାଟସିଟି ଭୁବନେଶ୍ୱର ଏବଂ ରାଉରକେଲାରେ ହକି ବିଶ୍ୱ କପ୍ ଅନୁଷ୍ଠିତ ହେଉଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛି ।
Read More...

ସର୍ବଭାରତୀୟ ମଠଖାଇ ମହୋତ୍ସବ-୨୦୨୩ର ଦ୍ୱିତୀୟ ସଂଧ୍ୟା : ମଠଖାଇ ସମ୍ମାନ ଗ୍ରହଣ କଲେ ସଫଳ ଛାତ୍ର ଆୟୁଷ, ମଂଚସ୍ଥ ହେଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବଭାରତୀୟ ମଠଖାଇ ମହୋତ୍ସବ-୨୦୨୩ର ଦ୍ୱିତୀୟ ସଂଧ୍ୟାର ପ୍ରାରମ୍ଭରେ ବଲାଙ୍ଗିର ରାଧାରାଣୀ କଳା ପରିଷଦର କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଛି ସାଂସ୍କୃତିକ କାର୍ୟ୍ୟକ୍ରମ ‘କରମ୍‌ସାନୀ’ । ଦର୍ଶକଙ୍କ ଉଲ୍ଲାସରେ ଉଛୁଳି ପଡ଼ିଛି କୋଶଳ କଳାମଣ୍ଡଳ ।
Read More...

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ
Read More...

ବ୍ରହ୍ମପୁର ମହୋତ୍ସବ ବନାମ୍ ସିଲ୍କ ସିଟିଫେଷ୍ଟ-୨୦୨୩ରେ ପଲ୍ଲିଶ୍ରୀ ମେଳାକୁ ଅଧିକ ଆକର୍ଷଣୀୟ କରାଯିବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ପୁରୁଷ ହକି କପ୍ କ୍ରୀଡା ଅବସରରେ ବ୍ରହ୍ମପୁର ସହରର ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ୍ ପଡିଆଠାରେ ଆୟୋଜିତ ହେବାକୁ ଯାଉଛି ପଲ୍ଲିଶ୍ରୀ ମେଳା ଏବଂ ରେଶମ ସହରର ମହୋତ୍ସବ (ସିଲ୍କ ସିଟି ଫେଷ୍ଟିଭାଲ) । ବ୍ରହ୍ମପୁର ମହୋତ୍ସବରେ
Read More...