Daily Archives

ଲଦାଖ ଗସ୍ତ ସମୟରେ ଛଅଟି ରାଜ୍ୟ ତଥା ଦୁଇଟି କେନ୍ଦ୍ରଶାସିତ ଅଂଚଳରେ ରହିଥିବା ୭୫ ଟି ଆର୍‌ଓ ଭିତ୍ତିଭୂମି ପ୍ରକଳ୍ପ…

ମୋଟ ୨,୧୮୦ କୋଟି ଟଙ୍କା ବ୍ୟୟରେ ୪୫ ଟି ସେତୁ, ୨୭ ଟି ରାସ୍ତା, ଦୁଇଟି ହେଲିପ୍ୟାଡ୍ ଏବଂ ଏକ ଅଙ୍ଗାରକ ନିରପେକ୍ଷ ବାସସ୍ଥାନ ନିର୍ମାଣ କରାଯାଇଛିଏହି ପ୍ରକଳ୍ପ ଗୁଡିକ ପ୍ରତିରକ୍ଷା ପ୍ରସ୍ତୁତିକୁ ମଜଭୁତ କରିବ ଏବଂ ସୀମାବର୍ତ୍ତୀ ଅଂଚଳ ଗୁଡିକର ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରିବ ବୋଲି
Read More...

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ୨୦୨୨ର ଅଡିସନ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ୨୦୨୨ର ଅଡିସନ ପୁଇଁନ୍ତଲା ବ୍ଲକର ୨୭ ତାରିଖ ଓ ୨୮ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମ ଦିନ ଉଦ୍‌ଘାଟନୀରେ ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଂଜନ ମିଶ୍ର
Read More...

କାଳୀପୂଜା ପେଣ୍ଡାଲରେ ସାଂସ୍କୃତିକ ଓ ପ୍ରତିଯୋଗିତା ସହ କାଳୀପୂଜା ମହୋତ୍ସବ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ କାଳୀପୂଜା କମିଟି ଆନୁକୂଲ୍ୟରେ କାଳୀପୂଜା ମହୋତ୍ସବ ଆଜି ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି
Read More...

ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଅମଲା ଭବନ ଠାରେ ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ସାଧାରଣ ପରିଷଦ ବୈଠକ ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆଜି ସକାଳେ ଅନୁଷ୍ଠିତ ହୋଇଯାଇଛି । ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ
Read More...

ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା ପାଇଁ ଦାବୀ କଲା ଓକିଲ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଓକିଲ ସଂଘର କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର ଉପଖଣ୍ଡର ସାମଗ୍ରିକ ବିକାଶ ପାଇଁ ଏହାକୁ ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରିବାକୁ ଓକିଲ ସଂଘ ନିଜର ଦାବୀ ଉପସ୍ଥାପନା କରିଛି । ଅତୀତରେ ଦାଶ କମିଶନ
Read More...

ପଖନମୁଣ୍ଡା ବିଦ୍ୟାଳୟରେ ଶିକ୍ଷାମିତ୍ରଙ୍କ ସମୀକ୍ଷା ବୈଠକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ଦ୍ଵାରା ପରିଚାଳିତ ଲେମ୍ପ ପରିବର୍ତ୍ତନ ପ୍ରକଳ୍ପ ଦ୍ଵାରା ନିୟୋଜିତ ଶିକ୍ଷାମିତ୍ରଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଂଯୋଜକ ବିଜୁଦାସ
Read More...

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ବରଗଡ଼, (ନିରୋଜ କୁମାର ପାଣୀ) : ସଂକଳ୍ପ ପରିବାର ଓ ଟାଙ୍ଗରପାଲି ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଟାଙ୍ଗରପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ଟାଙ୍ଗରପାଲି ଗ୍ରାମର ସନ୍ତୋଷ କୁମାର
Read More...

ପଦ୍ମପୁର ଜିଲ୍ଲା ଦାବୀ କଲା କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସ୍ଥିତ ସାଇରାଜ୍ କଲ୍ୟାଣ ମଣ୍ଡପଠାରେ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚାର ଦ୍ଵିତୀୟ ରାଜ୍ୟ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସଭାପତି ସାଗର ଚରଣ ଦାସ ଯୋଗ ଦେଇଥିଲେ ଏବଂ ଏହି ବୈଠକରେ ସର୍ବସମ୍ମତି
Read More...

ଶ୍ରୀରାମ ଚରିତ ମାନସ, ନବାହ୍ନ ପାରାୟଣ ଓ ପ୍ରବଚନ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଏ ବ୍ଲକ ସ୍ଥିତ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଥିବା ଶୃତି ଭବନ ଠାରେ ଶ୍ରୀରାମ ଚରିତ ମାନସ, ନବାହ୍ନ ପାରାୟଣ ଓ ପ୍ରବଚନ ଦୀର୍ଘ ୯ ଦିନ ଧରି ଚାଲିବା ପରେ ଶତାଧିକ ଭକ୍ତଙ୍କ ଉପସ୍ଥିତିରେ ଉଦ୍‌ଯାପିତ ହୋଇଯାଇଛି । ଶେଷରେ ସମସ୍ତ ଭକ୍ତ ସାମୁହିକ
Read More...

ତୁରେକେଲାରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଗ୍ରାମର ନୂଆପଡା ସ୍ଥିତ ଖେଳପଡିଆ ପାଖରେ ଗିରି ଗୋବର୍ଦ୍ଧନ ପୂଜା ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ତିନିଦିନ ଧରି ଚାଲିଥିବା ଏହି ପୂଜାରେ ପ୍ରତିଦିନ ଅନ୍ନପ୍ରସାଦ ଭକ୍ତମାନଙ୍କୁ ଦେବା ସହିତ ପ୍ରତିସଂନ୍ଧ୍ୟାରେ ଦଣ୍ଡନୃତ୍ୟ,
Read More...