Daily Archives

ମା’ ବସ୍ତ୍ରେନ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ : ସିନ୍ଧିଭାଡ଼ି ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ଗାଁରେ ଚାଲିଥିବା ମା' ବସ୍ତ୍ରେନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ସିନ୍ଧିଭାଡ଼ି ଓ ବାନେର ଦଳ ଫାଇନାଲ
Read More...

ଲରମ୍ଭାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର ବୈଠକ

ବିଦ୍ୟୁଷ ମନୋଭାବ ଦୂର କରି କାମ କଲେ ବିଞ୍ଝାଲ ସମାଜର ଏକତା ଅଖଣ୍ଡତା ବଜାୟ ରଖିବା ସହ ସାମଗ୍ରିକ ବିକାଶ ହେବ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଲରମ୍ଭା ଗ୍ରାମର ବାଗପଡା ଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର ଏକ ବୈଠକ ଉପଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲା ସଭାପତି
Read More...

ଦ୍ୱିତୀୟ ଦିନରେ ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା

ମୟଙ୍କ, ବାପୁନ, ଶୁଭକେତନ, ତନଭି, ପ୍ରଗତି ଓ ବିଶାଖା ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତରବିବାର ହେବ ରୋମାଞ୍ଚକର ଫାଇନାଲ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିଅମଠାରେ ରାଜ୍ୟ ସବ ଜୁନିଅର ବ୍ୟଡମିଣ୍ଟନ ପ୍ରତିଯୋଗିତା ଆଜି ଦ୍ୱିତୀୟ ଦିନରେ
Read More...

ଲାଠୋର ବଜାର ଭିତରେ ଦୁଇଟି ଜଙ୍ଗଲୀ ହାତୀ : ଲୋକେ ଆତଙ୍କିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅଧୀନ ସଦର ଲାଠୋର ବଜାର ମଝିରେ ରାତି ଅଧରେ ଦୁଇଟି ଜଙ୍ଗଲୀ ହାତୀ ପଶି ଆସିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତ ରାତି ୪ଟା ବେଳେ ଛତିଶଗଡ ଅଞ୍ଚଳରୁ କୁମନା ରାସ୍ତା ଦେଇ ଦୁଇଟି ଜଙ୍ଗଲୀ ହାତୀ ଲାଠୋର ବଜାର
Read More...

ଦେଓଗାଁ ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ

ସହର ଭିତରୁ ଆଣି ଛାଡ଼ି ଦିଆଯାଉଛି ଦେଓଗାଁ ଅଞ୍ଚଳରେ : ସାଧାରଣରେ ଅଭିଯୋଗ ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ଅଞ୍ଚଳରେ ବୁଲା କୁକୁର ସଂଖ୍ୟା ବହୁ ମାତ୍ରାରେ ବଢ଼ିଯାଇଛି । ଏହାର ମୁଖ୍ୟ କାରଣ ହେଲା ମାତ୍ର ଅଳ୍ପ ଦିନ ବ୍ୟବଧାନରେ ବଲାଙ୍ଗିର ସହରର କୁକୁରଙ୍କୁ ଗାଡ଼ିରେ
Read More...

ଦେଓଗାଁ ବ୍ଲକରେ ୧୪ଟି କ୍ଲ‌ଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୧୮ ତାରିଖରୁ ଦେଓଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ୧୫ କ୍ଲ‌ଷ୍ଟର ଯଥା ଦେଓଗାଁ, ରାମଚନ୍ଦ୍ରପୁର, ବ୍ରାହ୍ମଣୀଜୋର, ବନ୍ଧପଡ଼ା, ରତନପୁର, କୁତୁର୍ଲା, ଡଙ୍ଗରପଡ଼ା, ଜରାସିଂହା, ଉପରଝର, ବଗଡ଼ା, ଗୌଡ଼ଗୋଠ, ଅର୍ଜୁନପୁର, ଭାଳୁକୁନ୍ଦ, ବଡ଼ବନ୍ଧ ଓ
Read More...

ସଚେତନ ହେମା ମଣ୍ଡପରେ ନାଟକ ‘ଦକ୍ଷିଣା’ ମଞ୍ଚସ୍ଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମ ପଞ୍ଚାୟତର ଢୋଲବନ୍ଧ ଗ୍ରାମରେ ସଚେତନ ହେମା ଅନୁଷ୍ଠାନ ଆନୁକୂଲ୍ୟରେ ସ୍ୱର୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡୋଳାମଣି ରଣା,
Read More...

ସୂର୍ଯ୍ୟପରାଗ ପାଇଁ ଅକ୍ଟୋବର ୨୫ ତାରିଖ ସରକାରୀ ଛୁଟି ଘୋଷଣା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ୨୫ ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ପଡୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ତଦନୁଯାୟୀ ଅକ୍ଟୋବର ୨୫ ତାରିଖ ମଂଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ, ରାଜସ୍ୱ
Read More...

ସେକ୍ଟର ୧୬ ଡିଏଭି ସ୍କୁଲ ଇଣ୍ଟ୍ରାକ୍ଟ କ୍ଲବ୍‌ର ଦ୍ୱିତୀୟ ପ୍ରତିଷ୍ଠାନ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୬ସ୍ଥିତ ଡିଏଭି ସ୍କୁଲ ଇଣ୍ଟ୍ରାକ୍ଟ କ୍ଲବର ଦ୍ୱିତୀୟ ପ୍ରତିଷ୍ଠାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଦୀପିକା ଇଂରାଜୀ ବିଦ୍ୟାଳୟର ପ୍ରାଥମିକ ବିଭାଗ ଉପଅଧୀକ୍ଷକ ଅଞ୍ଜଳି ଶତପଥି ଯୋଗ ଦେଇ ଖାଦ୍ୟ ନଷ୍ଟର କ୍ଷତି,
Read More...

ଡିଡି ଓଡ଼ିଆ ଚାନେଲରେ ସଂପର୍କ ଅନୁଷ୍ଠାନ ପକ୍ଷରୁ ନାଟକ ‘ସନ୍‌ସେଟ୍ ଗେଷ୍ଟ ହାଉସ’ ପରିବେଷଣ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସଂପର୍କର ହସକାନ୍ଦ ସଂଘାତ ଭରା ନାଟକ "ସନ୍‌ସେଟ୍ ଗେଷ୍ଟ ହାଉସ" ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ଵର ପ୍ରଯୋଜନାରେ ଡିଡି ୬ (ଓଡିଆ) ଚାନେଲରେ ୨୩ ତାରିଖ ରବିବାର ରାତି ୯ ଟାରେ ପ୍ରସାରିତ ହେବ । ଏହି ନାଟକର ରଚୟିତା ଓ
Read More...