Monthly Archives

September 2022

କଣ୍ଟାବାଞ୍ଜି କୋର୍ଟ ପରିସରରେ ଏସିଡ୍‌ ଆକ୍ରାନ୍ତ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସିଭିଲ କୋର୍ଟ ପରିସରରେ ବୁଧବାର ଅପରାହ୍ନରେ ଏସିଡ୍‌ ଆକ୍ରାନ୍ତ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶିବିରରେ ଯେ କୌଣସି ମହିଳା, ଯୁବତୀ କିମ୍ବା ବ୍ୟକ୍ତି କୌଣସି ବ୍ୟକ୍ତି ଦ୍ୱାରା ଏସିଡ୍‌
Read More...

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅଷ୍ଟାଦଶ ଦିବସ

ଏପିଜେ ଲୋଇସିଂହା, ସିସିଏଫ୍‌ଏ ଓ ଜରାସିଂହା ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆୟୋଜିତ ଆଜି ସୁପର ନକ୍‌ ଆଉଟ ଖେଳ ଗାନ୍ଧୀ ଷ୍ଟାଡିୟମଠାରେ ପ୍ରଥମ ଖେଳ ଏପିଜେ ଲୋଇସିଂହା ୬-୦ ଗୋଲରେ ଚୁଡାପାଲି ନବଜ୍ୟୋତିକୁ ହରାଇ ସେମି ଫାଇନାଲକୁ
Read More...

ବଲାଙ୍ଗିର ଦିନ୍‌କୁ ସରକାରୀ ମାନ୍ୟତା ପାଇଁ ସାଲୁଜାଙ୍କ ସୁପାରିଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଭେମ୍ବର ୧କୁ ବଲାଙ୍ଗିର ଦିନ୍‌ ଭାବେ ସରକାରୀ ମାନ୍ୟତା ଦେବା ପାଇଁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ସରକାରଙ୍କୁ ସୁପାରିଶ କରିଥିବା ଜଣାପଡିଛି । ବଲାଙ୍ଗିର ଜିଲ୍ଲାର ଇତିହାସ, କଳା, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଏହାର ବ୍ୟାପକ ପ୍ରଚାର
Read More...

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପିଏମ କେୟାର୍ସ ପାଣ୍ଠି ଟ୍ରଷ୍ଟିବୋର୍ଡ ବୈଠକ

ପିଏମ କେୟାର୍ସକୁ ସହୃଦୟତାର ସହ ଦାନ କରୁଥିବାରୁ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ପ୍ରଶଂସାପିଏମ କେୟାର୍ସ ଆପାତକାଳୀନ ଓ ଦୂରାବସ୍ଥା ସମୟରେ କେବଳ ସହାୟକ ହୁଏ ନାହିଁ ବରଂ ରିଲିଫ ସହାୟତା ଓ ବିପର୍ଯ୍ୟୟ ପ୍ରଶମନ ପଦକ୍ଷେପ ଓ ପୁନନିର୍ମାଣ ପ୍ରତି ମଧ୍ୟ ଧ୍ୟାନ ଦେଇଥାଏମାନ୍ୟବର ପୂର୍ବତନ
Read More...

ଯକ୍ଷ୍ମା ରୋଗର ଲକ୍ଷଣ, ପ୍ରାଦୁର୍ଭାବ ଓ ନିରାକରଣ ଉପରେ ଏକ ଆଲୋଚନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯକ୍ଷ୍ମା ରୋଗର ଲକ୍ଷଣ, ପ୍ରାଦୁର୍ଭାବ ଓ ନିରାକରଣ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆଧାର କରି ବରିଷ୍ଠ ଶ୍ରେଣୀର
Read More...

ଯୁକ୍ତ ୨ ଓ ଯୁକ୍ତ ୩ରେ ସିଟ୍‌ ସଂଖ୍ୟା ବଢାଇବାକୁ ଛାତ୍ର କଂଗ୍ରେସର ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବାପେକ୍ଷା ବଲାଙ୍ଗିର ଜିଲ୍ଲାରେ ପାସ ହାର ବଢିଥିଲେ ସୁଦ୍ଧା ସିଟ୍‌ ସଂଖ୍ୟା ବଢିପାରୁ ନାହିଁ । ଫଳରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଉଚ୍ଚ ମାର୍କ ରଖି ମଧ୍ୟ ଛାତ୍ରଛାତ୍ରୀମାନେ ଯୁକ୍ତ ୨ ଓ ଯୁକ୍ତ ୩ ପଢିବା ପାଇଁ ସିଟ୍‌ ପାଉ ନାହାନ୍ତି । ଯାହାକୁ ନେଇ
Read More...

ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ବରଗଡ, (ନିରୋଜ କୁମାର ପାଣୀ) : ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଦୀର୍ଘ ୨୨ ବର୍ଷର ସରକାରରେ ରହିବା ପରେ ମୁଖ୍ୟମନ୍ତ୍ରୀଙ୍କ VSSUT ବୁର୍ଲାକୁ ୨୦୦୦ କୋଟି ଟଙ୍କା ଅନୁଦାନ ଘୋଷଣା କରିବା ମିଛ ସୁନେଲି ସ୍ୱପ୍ନ ନୁହେଁ ତ ? ବୋଲି ବରଗଡ଼
Read More...

ଟ୍ରକ ଧକ୍କାରେ ବାପ ପୁଅ ଗୁରୁତର : ଭୀମସାର ବୁର୍ଲାକୁ ସ୍ଥାନାନ୍ତରିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଗୌଡିପାଲି ନିକଟସ୍ଥ ପଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ଧକ୍କା ଦେବା ଫଳରେ ବାଇକ ଆରୋହୀ ବାପ ପୁଅ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ସ୍ଥାନୀୟ ଲୋକମାନଙ୍କ ଠାରୁ ଖବର ପାଇ ଚଙ୍ଗରିଆ ସରପଞ୍ଚ ସୁଶିଲ କୁମାର ଗୁରୁ ଓ
Read More...

ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର କାଉନସିଲ ହଲଠାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ
Read More...

ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଦ୍ଵିତୀୟ ଗଭର୍ନିଙ୍ଗ୍‌ ବଡି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର କାଉନସିଲ ହଲଠାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଦ୍ଵିତୀୟ ଗଭର୍ନିଙ୍ଗ ବଡି ବୈଠକ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ଼ ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ
Read More...