Daily Archives

ସ୍ୱଚ୍ଛ ସର୍ବେକ୍ଷଣ- ୨୦୨୨ ପୁରସ୍କାରରେ ପୁରସ୍କୃତ ହେବେ ରାଜ୍ୟର ୧୧ଟି ସହର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ଅକ୍ଟୋବର ପହିଲାରେ ନୂଆଦିଲ୍ଲୀ ସ୍ଥିତ ତାଲ୍‌କାତୋରା ଷ୍ଟାଡିୟମ ଠାରେ ସ୍ୱଚ୍ଛ ସର୍ବେକ୍ଷଣ- ୨୦୨୨ ପୁରସ୍କାର ଉତ୍ସବ ଅନୁଷ୍ଠିତ ହେବ । ସୂଚନା ଅନୁସାରେ, ଏହି ସର୍ବେକ୍ଷଣରେ ରାଜ୍ୟର ୧୧ଟି ସହର ପୁରସ୍କୃତ ହେବେ । ସେହି ସହରଗୁଡ଼ିକ ହେଲା-
Read More...

ମା’ ଫୁଲକେଶନୀଙ୍କ ପୀଠରେ ନବରାତ୍ର ପୂଜା ଉତ୍ସବ

ଗଞ୍ଜାମ, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲା ପିତ୍ତଳ ପୂର୍ବଖଣ୍ଡ ବୁଢୀ ଠାକୁରାଣୀ ମା' ଫୁଲକେଶନୀଙ୍କ ପୀଠରେ ଗତକାଲି ରାତିରୁ ନବରାତ୍ର ପୂଜାଉତ୍ସବ ଓ ସୁନାବେଶ ଆରମ୍ଭ ହୋଇଛି । ଏହା ବିଜୟା ଦଶମୀରେ ଉଦ୍‌ଯାପିତ ହେବ । ଏହି ଉପଲକ୍ଷେ ସକାଳେ ସଂଧ୍ଧାରେ ଦେବୀଙ୍କ ଦର୍ଶନ ପାଇଁ ବହୁ ଜନସମାଗମ
Read More...

ନନ୍ଦପୁର ଅଞ୍ଚଳରୁ ୨ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଚନ୍ଦନ କାଠ ଜବତ

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ଅଞ୍ଚଳରୁ ଗତକାଲି ୨ କ୍ୱିଣ୍ଟାଲ ୧୪ କେଜି ୭ ଶହ ଗ୍ରାମ ଚନ୍ଦନ କାଠ ପାଡୁଆ ପୋଲିସ ଜବତ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗକୁ ଚାଲାଣ କରିବା ପାଇଁ ଡଙ୍ଗା ଯୋଗେ ନନ୍ଦପୁରର ଚମ୍ପାପୁଟ କୁଲାରସିଂ ନଦୀଘାଟକୁ ଅଣାଯାଇ ଏହି ଚନ୍ଦନ କାଠ ଏକ
Read More...

ଖପ୍ରାଖୋଲ କନିଷ୍ଠ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଗଠନ

୬ ବର୍ଷ ଚାକିରି କାର୍ଯ୍ୟକାଳକୁ ମୂଳ ଚାକିରି ଭାବେ ସାମିଲ କରିବାକୁ ଦାବୀ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କନିଷ୍ଠ ଶିକ୍ଷକ ସଂଘର ଏକ ବୈଠକ ପ୍ରଦୀପ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଜଗତପୁରରେ ହାତୀପଲଙ୍କ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ

କଟକ : କଟକ ଜଗତପୁରରେ ହାତୀପଲଙ୍କ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ନିମପୁରରେ ବୃଦ୍ଧ ଓ ବୃଦ୍ଧାଙ୍କୁ ଦଳି ମାରିଦେଇଛନ୍ତି ହାତୀପଲ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଦେଖାଦେଇଛି । ଜଗତପୁର ଗୋଲେଇ ଛକଠାରୁ ଆଇବି ରୋଡ ପର୍ଯ୍ୟନ୍ତ ଲୋକେ ସତର୍କ ରହିବା ପାଇଁ କୁହାଯାଇଛି । ହାତୀକୁ
Read More...

ନାଲ୍‌କୋ ପକ୍ଷରୁ କମିଶନରେଟ୍‌ ପୋଲିସକୁ ୬ଟି ପିସିଆର୍‌ ଭ୍ୟାନ୍‌ ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ପକ୍ଷରୁ ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ୍‌କୁ ୬ଟି ନୂଆ ପୋଲିସ୍‌ ନିୟନ୍ତ୍ରଣ କକ୍ଷ (ପିସିଆର) ଭ୍ୟାନ୍‌ ଯୋଗାଇ ଦିଆଯାଇଛି । ବିଶେଷ କରି ଦ୍ୱୈତ ନଗରୀ (କଟକ-ଭୁବନେଶ୍ୱର)ର ଆଇନ ଶୃଙ୍ଖଳା ନିୟନ୍ତ୍ରଣ ସାଙ୍ଗକୁ
Read More...

କରମଣ୍ଡଲ ଇନଟରନେସନାଲ ଲିମିଟେଡର ଲକି ଡ୍ର କାର୍ଯ୍ୟକ୍ରମ ଆୟୋଜିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡର ବି.ଡି ପେଲେସ୍‌ରେ କରମଣ୍ଡଲ ଇନଟରନେସନାଲ ଲିମିଟେଡର ଲକି ଡ୍ର ଗ୍ରୋମର ଖରିଫ ଧମାକା ୨୦୨୧-୨୨ ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଏରିଆ ମୁଖ୍ୟ ବଳରାମ ପଟ୍ଟନାୟକ ଯୋଗଦାନ କରିଥିଲେ । ଅତିଥି ଭାବରେ ଆଦିତ୍ୟ ପାତ୍ର, ଉପ ପ୍ରବନ୍ଧକ ମୃତ୍ୟୁଞ୍ଜୟ
Read More...

ମନ୍ଦିର ଢାଞ୍ଚାରେ ପୂଜାମଣ୍ଡପ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ଗୋବିନ୍ଦତୋଳା ସାର୍ବଜନୀନ ଦୁର୍ଗାପୂଜା ଚଳିତ ବର୍ଷ ୫୪ ବର୍ଷରେ ପଦାର୍ପଣ କରିଛି । ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମନ୍ଦିର ଢ଼ାଞ୍ଚାରେ ପୂଜାମଣ୍ଡପ ତିଆରି ଚାଲିଛି । ସୂଚନା ଅନୁସାରେ, ଭୁବନେଶ୍ୱରୀ ଦେବୀ ସୁସଜ୍ଜିତ ମଣ୍ଡପରେ ଉପବିଷ୍ଟ ହୋଇ
Read More...

ଯୁକ୍ତ ୩ ସ୍ପଟ୍‌ ନାମଲେଖା : ଆଜି ପ୍ରକାଶ ପାଇବ ମେଧା ତାଲିକା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଯୁକ୍ତ ୩ ସ୍ପଟ୍‌ ନାମଲେଖା ପାଇଁ ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ଆଜି ଅପରାହ୍ନ ୨ଟାରେ ମେଧା ତାଲିକା ପ୍ରକାଶ ପାଇବ । ବୁଧବାରଠାରୁ ଏହି ନାମଲେଖା ମଧ୍ୟ ଆରମ୍ଭ ହେବ । ମନୋନୀତ ଛାତ୍ରୀଛାତ୍ରମାନେ ବୁଧବାର ଅପରାହ୍ନ ୨ଟାରୁ ଅକ୍ଟୋବର ୧ ତାରିଖ ସନ୍ଧ୍ୟା ୫ଟା
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ +୩ ସିଟ୍ ବୃଦ୍ଧି ଓ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଶିକ୍ଷାମନ୍ତ୍ରୀଙ୍କୁ ଅନୁରୋଧ କଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁବନେଶ୍ୱରରେ ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ କୁମାର ନନ୍ଦ ଓ ଯୁବ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା ଯୁବନେତା ଅର୍କେଷ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୁଝାରୀଙ୍କୁ ଭୁବନେଶ୍ୱର ସ୍ଥିତ ବାସଭବନରେ
Read More...
error: Content is protected !!