Daily Archives

ଆସନ୍ତା ୪ରେ ‘ପରବାସୀ କୁଟୁମ୍‌ ଓ ଉତାଲଗଡର’ର ନୂଆଁଖାଇ ଭେଟ୍‌

ଶୋଭାଯାତ୍ରା, ସଭା, ସମ୍ମାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲିକିବ ତାଳପଦରର ଖଗେଶ୍ୱର ମଣ୍ଡପ ପଦ୍ମପୁର, (ନିରୋଜ କୁମାର ପାଣୀ) : ପରବାସୀ କୁଟୁମ୍‌ ଓ ଉତାଲଗଡ ନାଟ୍ୟ ସଂସଦର ମିଳିତ ଆୟୋଜନରେ ଆଗାମୀ ୪ ସେପ୍ଟେମ୍ବର ରବିବାର ଦିନ ନୂଆଁଖାଇ ଭେଟ୍‌ଘାଟ୍‌ ବିଜେପୁର ବ୍ଲକର ତାଳପଦର
Read More...

ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା ଉଦ୍‌ଘାଟିତ

ଖେଳ ଓ ଖେଳାଳିଙ୍କ ସମସ୍ତ ପ୍ରକାର ସୁବିଧା କରାଯିବ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲା ବ୍ୟଡମିଣ୍ଟନ ସଂଘ ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ସ୍ଥିତ ବ୍ୟାଡମିଣ୍ଟନ ଇନ୍‌ଡୋର
Read More...

ଜଲିଆରେ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଅନ୍ତର୍ଗତ ଜଲିଆ ଗାଁର ଗଣେଶ ପୂଜା କମିଟି ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ସ୍ଥାନୀୟ କ୍ଲବ ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପୂଜା କମିଟିର ସଭାପତି ଭାବରେ ପିଣ୍ଟୁ ପଟେଲ, ସମ୍ପାଦକ ଭାବେ
Read More...

ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ କୁଟୁମଡୋଲାଠାରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ସଚେତନତା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ପଞ୍ଚାୟତ ସମିତି ଅନ୍ତର୍ଗତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ କୁଟୁମଡୋଲାଠାରେ ଜିଲ୍ଲା ସ୍ୱଳ୍ପ ସଂଚୟ ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ବିଭାଗ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ସଚେତନତା କାର୍ଯ୍ୟକ୍ରମ
Read More...

ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ବୈଠକ

ସେପ୍ଟେମ୍ବର ୧୧ ଭୁବନେଶ୍ୱର ଆନ୍ଦୋଳନରେ ଯୋଗଦେବା ପାଇଁ ସଂଘର ନିଷ୍ପତ୍ତି ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସ୍ଥିତ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ସଭାପତି ସୁଧାଂଶୁ ଶେଖର ବାରିକଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ
Read More...

ଓଜନ ଏବଂ ମାପନ ଉପକରଣ ନିର୍ମାତା/ରପ୍ତାନିକାରୀଙ୍କୁ କେନ୍ଦ୍ର ସରକାରଙ୍କ କାରଣ ଦର୍ଶାଅ ନୋଟିସ : ମାଗିଲେ ଅନୁପାଳନ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାର ବୈଧ ମାପ ବିଜ୍ଞାନ ବିଭାଗ ଜରିଆରେ ଓଜନ ଓ ମାପନ ଉପକରଣ ନିର୍ମାତା ଓ ରପ୍ତାନିକାରୀ ମାନଙ୍କୁ ୬୩ଟି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏସବୁ ନୋଟିସ ଜରିଆରେ ସେମାନଙ୍କ ଠାରୁ ଅନୁପାଳନ ବିବରଣୀ ମଗାଯାଇଛି । ବିଶେଷ କରି ଇ-କମର୍ସ ପ୍ଲାଟଫର୍ମରେ
Read More...

ପୁଣି ଆଉ ଗୋଟିଏ ଦିନ ବଢ଼ିଲା ବିଧାନସଭା ଅଧିବେଶନ

ନୂଆଦିଲ୍ଲୀ : ପୁଣି ଆଉ ଗୋଟିଏ ଦିନ ବଢ଼ିଲା ବିଧାନସଭା ଅଧିବେଶନ । ସୂଚନା ଅନୁସାରେ ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ତୃତୀୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ମଧ୍ୟ ଗୃହରେ ଉତ୍ତେଜନା ଦେଖାଦେଇଛି । ଏହି ସମୟରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ଏବଂ ବିରୋଧୀ ଦଳ ଭାଜପା ସଦସ୍ୟମାନେ
Read More...

ମୃତକଙ୍କ ପରିବାର ବର୍ଗଙ୍କୁ ମା’ ଉଜ୍ଜଳେଶ୍ୱରୀ ଗନମ୍ୟାନ ସଂଘ ତରଫରୁ ସହାୟତା ପ୍ରଦାନ

ଗଞ୍ଜାମ : ମା' ଉଜ୍ଜଳେଶ୍ଵରୀ ଗନମ୍ୟାନ ସଂଘ ତରଫରୁ ଆସୋସିଏସନର ଜନୈକ ସଦସ୍ୟଙ୍କ ବିୟୋଗରେ ତାଙ୍କ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ କରାଯାଇଛି । ସଂଘ ସଦସ୍ୟ ସୁରେଶ କୁମାର ଦାଶଙ୍କ ବିୟୋରେ ତାଙ୍କ ବିଧବା ପତ୍ନୀଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଛତ୍ରପୁର ସହର
Read More...

ବାଲା ଓ ପୋଷଣ ବଗିଚାକୁ ନେଇ ସଚେତନତା କାର୍ଯ୍ୟକ୍ରମ

ନର୍ଲା : କଳାହାଣ୍ଡି ଜିଲ୍ଲା, ନର୍ଲା ବ୍ଲକ, ତୁଳାଗାଁ କ୍ଲଷ୍ଟର, ମାଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୈବଲ୍ୟା ଶିକ୍ଷା ଫାଉଣ୍ଡେସନ, ସାଥୀ ଟିମ ଜରିଆରେ ଏକ ବାଲା (ବିଲଡିଙ୍ଗ୍ ଆଣ୍ଡ ଲରର୍ଣ୍ଣି ଏଡ) ଏବଂ ପୋଷଣ ବଗିଚାକୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଅଛି । ଏଥିରେ କୈବଲ୍ୟା
Read More...

୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଘଟଗାଁ ବିଇଓ

ଘଟଗାଁ : ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଘଟଗାଁ ବିଇଓ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଶିକ୍ଷାଧିକାରୀ ଅଭୟ କୁମାର ବେହେରା । ବାଲେଶ୍ଵର ଏସ୍.ପିଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଡିଏସ୍‌ପି ଏସ୍.କେ ସାମନ୍ତରାୟଙ୍କ ନେତୃତ୍ଵରେ ତିନିଜଣ ଇନିସ୍ପେକ୍ଟର
Read More...
error: Content is protected !!