Daily Archives

ଗାନ୍ଧୀନଗରପଡାରେ ବାଇକ ଧକ୍କାରେ ଜଣେ ଛାତ୍ର ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଗାନ୍ଧୀନଗରପଡାରେ ଗୋଟିଏ ବାଇକ ଧକ୍କାରେ ଜଣେ ଛାତ୍ର ଆହତ ହୋଇଥିବା ଖବର ମିଳିଛି । ଛାତ୍ର ଜଣକ ପିଆର୍‌ ହାଇକସ୍କୁଲର ବୋଲି ଜଣାପଡିଛି । ସୂଚନା ଅନୁସାରେ ଛାତ୍ର ଜଣକ ସାଇକେଲରେ ଯାଉଥିବା ସମୟରେ ଗୋଟିଏ ବାଇକ ଧକ୍କା ଦେଇଥିଲା । ଫଳରେ ଛାତ୍ର…
Read More...

ବଲାଙ୍ଗିର ଭୀମ ଭୋଇ ମଡିକାଲ କଲେଜ ଓ ହସ୍ପିଟାଲ ପରିସରରୁ ସାଇକେଲ ଚୋରି କଲା ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲ ଦୃଶ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଥିବା ବାଇକ ଓ ସାଇକେଲ ଷ୍ଟାଣ୍ଡରୁ ଜଣେ ଦୁର୍ବୃତ୍ତ ସାଇକେଲ ଚୋରି କରିଛି । ତେବେ ଏହାର ପୁରା ଦୃଶ୍ୟ ସିସିଟିିଭିରେ କଏଦ ହୋଇଥିବା ବେଳେ ଏହି ସିସିଟିଭି ଫୁଟେଜ ସହରରେ ମୋବାଇଲରୁ ମୋବାଇଲ ଘୁରି…
Read More...

ଆମ୍ବପଡାରେ ଆମ୍ବ ବୁରେଇରୁ ମିଳିଲା ଝୁଲନ୍ତା ମୃତ ଦେହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ଆମପଡା ସ୍ଥିତ ଆମ୍ବ ବୁରେଇ ଠାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧର ହୋଇଛି । ମୃତ ବ୍ୟକ୍ତି ଜଣକ ଆମପଡାର ସୂର୍ଯ୍ୟନାରାୟଣ ପଣ୍ଡା ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଆଜି ସକାଳେ ଆମ୍ୱ ବୁରେଇ ଠାରେ ସ୍ଥାନୀୟ ଲୋକେ ତାଙ୍କ…
Read More...

୬ ପାସେଞ୍ଜର ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର : ଭୁବନେଶ୍ୱର ଷ୍ଟେସନ ପାଖରେ ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେବା ପରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଥିବା ଜଣାପଡିଛି । ଫଳରେ ଉଭୟ ପଟର ୬ଟି ଟ୍ରେନ୍‌ ବାତିଲ କରିଛି ପୂର୍ବତଟ ରେଳ ବିଭାଗ । ଭୁବନେଶ୍ୱର-ହାଓଡ଼ା, ଭୁବନେଶ୍ୱର-ବଲାଙ୍ଗିର, ପୁରୀ-ପାରାଦୀପ, ପୁରୀ-ବଡ଼ବିଲ,…
Read More...

ଭୁବନେଶ୍ୱରର ଆଇଟି ଟାୱାର ପରିଦର୍ଶନ କଲେ ୫-ଟି ସଚିବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ୫ଟି ସଚିବ ଭି.କେ ପାଣ୍ଡିଆନ ସତ୍ୟନଗର ସ୍ଥିତ ବିଏମସି ବିଲ୍ଡି ପରିଦର୍ଶନ କରିଛନ୍ତି ଏବଂ ଏହାର ଅଗ୍ରଗତି ନେଇ ସମୀକ୍ଷା କରିବା ସହିତ ଏହି କାର୍ଯ୍ୟ ସଠିକ୍‌ ସମୟରେ ସମାପ୍ତ କରିବାକୁ ଆଲୋଚନା କରିଛନ୍ତି ।…
Read More...

ଲାଞ୍ଜିଗଡରେ ଅଭିଯୋଗ ଶୁଣାଣି ଶିବିର

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ଗତକାଲି ଲାଞ୍ଜିଗଡ ବ୍ଲକରେ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଲାଞ୍ଜିଗଡ ବ୍ଲକରେ ଲଗାଣ ବର୍ଷା କମିଗଲା ହେଲେ ଲୋକଙ୍କ ସମସ୍ୟା ଲାଗି ରହିଛି ଓ ଅନେକ କ୍ଷୟକ୍ଷତି ଘଟିଛି । ଚାଷଜମିରେ ବାଲିଚର ହେବା…
Read More...

ଘର ଉପରେ ପଡିଲା ବରଗଛ

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଗୋବିନ୍ଦତୋଳା ପୋଲିସ କଲୋନୀଠାରେ ଜୋରରେ ବର୍ଷା ପବନ ହେବାରୁ କଲୋନୀର ଆଭାଷ ଖାନଙ୍କ ଘର ଉପରେ ଏକ ପୁରାତନ ବରଗଛ ଭାଙ୍ଗିପଡିଥିବା ଜଣାପଡିଛି । ଏହି ସମୟରେ ଘର ଭିତରେ ଥିବା ୧୩ଜଣ ସଦସ୍ୟ ବାହାରକୁ ଚାଲିଆସିବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ୧୧ କେଭି…
Read More...

ବିଡିଓଙ୍କ ଉଦ୍ଦେଶ୍ୟରେ ‘ଗାଁ ସାଥୀ ସଂଘ’ର ଦାବୀପତ୍ର ପ୍ରଦାନ

ପାଟଣା : ଗାଁ ସାଥୀ (ମେଟ) ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ସଭାପତି ସୁଦର୍ଶନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପାଟଣା ବ୍ଲକ ମନରେଗା ସଭାଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି । ମନରେଗା କାର୍ଯ୍ୟରେ ମେଟମାନଙ୍କୁ ସମସ୍ତ ଲାଇନ ବିଭାଗ ବାର୍ଷିକ ୧ଶହ ଦିନ କାର୍ଯ୍ୟରେ ନିୟୋଜିତ କରିବା…
Read More...

ମେଗା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଚୌଦ୍ୱାର : ଚାରବାଟିଆ ହାଉସିଂ ବୋର୍ଡ଼ସ୍ଥିତ ଗାୟତ୍ରୀ ମନ୍ଦିର ପରିସରରେ ଏକ ମେଗା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଚଣ୍ଡୀଖୋଲସ୍ଥିତ ସାଇନେତ୍ର ଚକ୍ଷୁ ହସ୍‌ପିଟାଲ ଏବଂ ଚୌଦ୍ୱାର ଆନନ୍ଦମୟ ସଂଗଠନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ୧୭୫ ଜଣଙ୍କର ଚକ୍ଷୁ ପରୀକ୍ଷା…
Read More...

କାର୍‌ ସହ ୪୧ କିଲୋ ଗଞ୍ଜେଇ ଜବତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ପୋଲିସ ଲୁଇସିଂ ପଞ୍ଚାୟତ ଭାଟୁଲି ଗ୍ରାମ ନିକଟ ସୁଟାଣି ଘାଟିରେ ଗୋଟିଏ କାର୍‌ ସହିତ ୪୧ କିଲୋ ଗଞ୍ଜେଇ ଜବତ ହୋଇଛି । ଅପରପକ୍ଷରେ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛନ୍ତି । ଏନେଇ ଗୋଛାପଡା ଥାନାରେ କେସ୍ ନମ୍ବର ୧୦୨/୨୨ରେ ଏକ…
Read More...