ବଲାଙ୍ଗିର ଭୀମ ଭୋଇ ମଡିକାଲ କଲେଜ ଓ ହସ୍ପିଟାଲ ପରିସରରୁ ସାଇକେଲ ଚୋରି କଲା ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲ ଦୃଶ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଥିବା ବାଇକ ଓ ସାଇକେଲ ଷ୍ଟାଣ୍ଡରୁ ଜଣେ ଦୁର୍ବୃତ୍ତ ସାଇକେଲ ଚୋରି କରିଛି । ତେବେ ଏହାର ପୁରା ଦୃଶ୍ୟ ସିସିଟିିଭିରେ କଏଦ ହୋଇଥିବା ବେଳେ ଏହି ସିସିଟିଭି ଫୁଟେଜ ସହରରେ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ଜଣାପଡିଛି ।

Leave A Reply

Your email address will not be published.

16 + sixteen =